ହଠାତ ଭାଲୁକୁ ଦେଖି ଗଛରେ ଚଢିଗଲେ ବ୍ୟକ୍ତି ଆଉ ତା ପରେ ଯାହା ହେଲା ଦେଖନ୍ତୁ… 

ନମସ୍କାର ବନ୍ଧୁଗଣ, ଭାଲୁ କେତେ ଯେ ଭୟଙ୍କର ହୋଇଥାଏ ସାମ୍ନାରେ ଦେଖିଥିବା ବ୍ୟକ୍ତି ହିଁ ତାହାକୁ ଅଙ୍ଗେ ନିଭାଇ ଥିବା । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରେ ଦେଖା ଯାଉଛି ଜଣେ ବ୍ୟକ୍ତି ଜଣଙ୍କ ଭାଲୁ କବଳରୁ ରକ୍ଷା ପାଇବା ପାଇଁ ଗଛ ଉପରେ ଚଢି ଯାଇଛନ୍ତି କିନ୍ତୁ ଭାଲୁ ମଧ୍ୟ ଗଛରେ ଚଢିବା ଆରମ୍ଭ କରିଦେଇଛି । ତେବେ ଏହା ସହ ଜଡିତ ଥିବା କଣ ରହିଛି ସମ୍ପୂର୍ଣ ଖବର ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ସୋସିଆଲ ମିଡିଆରେ ଭାଲୁ ଠାରୁ ମଣିଷ ନିଜର ଜୀବନ ବଞ୍ଚାଇବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଜଙ୍ଗଲରେ ବୁଲୁଥିବା ସମୟରେ ଭାଲୁ ସାମ୍ନାରେ ପଡିଯାଇଥିଲେ । ଭାଲୁ ଠାରୁ ନିଜ ଜୀବନ ରକ୍ଷା କରିବା ପାଇଁ ସେ ଦୌଡି ଥିଲେ । କିନ୍ତୁ ବେଶୀ ଦୂର ସେ ଦୌଡି ନ ପାରି ଏକ ଗଛ ଉପରେ ପ୍ରାଣ ବିକଳରେ ଚଢି ଯାଇଥିଲେ । କିନ୍ତୁ ଭାଲୁ ଏହା ଦେଖି ବହୁତ ରାଗିଗଲା ।

ସେ ମଧ୍ୟ ଗଛକୁ ଚଢିବାକୁ ଲାଗିଲା । ଗଛ ଉପରେ ଚଢିବାକୁ ପ୍ରୟାସ କରୁଥିବା ବ୍ଯକ୍ତିର ଗୋଦା ଯେତେବଳେ ତଳକୁ ଆସିଯାଉଥିଲା ଭାଲୁ ସେତେବେଳେ ସେହି ବ୍ଯକ୍ତିର ଗୋଡକୁ ଧରି ତଳକୁ ଟାଣିବା ପାଇଁ ଚେଷ୍ଟା କରୁଥିଲା । ଯେତେନେଲେ ଭାଲୁ ଠାରୁ ସେହି ଲୋକର ଗୋଡ ଖସି ଯାଉଥିଲା ସେ ଗୋଡ ଉପରକୁ ଟେକି ଆଉ ଟିକେ ଉପରକୁ ଯିବାକୁ ଚେଷ୍ଟା କରୁଥିଲା ।

ଭାଲୁ ବି କମ ନଥିଲା ସେ ମଧ୍ୟ ସେହି ଲୋକ ଉପରକୁ ଯିବାର ଦେଖି ଆଉ ଟିକେ ଉପରକୁ ଚଢୁଥିଲା । ଭାଇରାଲ ହୋଇଥିବା ଭିଡିଓରେ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମିଳିଛି ଭାଲୁ ହାର ନମାନି ସେହି ମଣିଷକୁ ଗଛ ଉପରୁ ତଳକୁ ଓଲ୍ହାଇବା ପର୍ଯ୍ୟନ୍ତ ପ୍ରାୟାସ ଜାରି କରିଥିଲା । ତେବେ ସେହି ବ୍ୟାକ୍ତି ଜଣଙ୍କର କଣ ହେଲା ତାହା ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ ।

କିନ୍ତୁ ଭିଡିଓରେ ଉଭୟ ଭାଲୁ ଏବଂ ବ୍ୟକ୍ତି ଜଣଙ୍କ ସଂଘର୍ଷ କରୁଥିବାର ନଜର ଆସିଥିଲା । ଜୀବନ ବଞ୍ଚାଇବାର ଏହି ଦୃଶ୍ୟ ବହୁତ ଭୟଙ୍କର ଅନୁଭିତ ନିହାତି ହେବ ତାଙ୍କ ଜୀବନରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *