‘ମୋ ଝିଅକୁ ଗହଣା ଦେଇ ନପାରିବାରୁ ..ମୋରି ସାମ୍ନାରେ ମୋ ଝିଅକୁ ସେମାନେ…’ ଝିଅର ଦୁଃଖ ବଖାଣିଲେ ମା’, ଶୁଣିଲେ ଆପଣ ବି କାବା ହେବେ, ସେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଅନେକ ପ୍ରକାରର ଘଟଣା ମାନ ସବୁ ଘଟି ଯାଉଛି । କେଉଁଠି ପ୍ରେମ ପ୍ରତାରଣା ପାଇଁ ପ୍ରତିଶୋଧ ତ କେଉଁଠି ଜମି ଘର ପାଇଁ ବାପା,ମାଆ ଭାଇ ଆଦି ଙ୍କ ମଧ୍ୟରେ ଝଗଡା କିମ୍ବା ହତୟଆ କରେଇବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଆଉ କେଉଁଠି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ମତାନ୍ତର, କିମ୍ବା ସ୍ୱାମୀ ର ଅତୟଆଚାର । ତେବେ ଦିନକୁ ଦିନ ସମାଜରେ ଏହି ସବୁ କାମ ବଢ଼ିବାରେ ଲାଗିଛି । ତେବେ ଆପଣ ମାନେ ତପସ୍ବିନୀ ମାମଲା ସହ ଅବଗତ ଥିବେ ନିଶ୍ଚିତ ।


ତେବେ ସେ ମଧ୍ୟ ନିଜ ପତ୍ନୀ ଓ ବୋହୁ ର ଅଧିକାର ପାଇଁ ଅନେକ କଷ୍ଟ ସହିଥିଲା । ତେବେ ବର୍ତ୍ତମାନ ରାଜଧାନୀ ରେ ଆଉ ଜଣେ ସେହି ଭଳି ତପସ୍ବିନୀ ନିଜ ଅଧିକାର ପାଇଁ ସ୍ୱାମୀ ଙ୍କ ଘର ବାହାରେ ବସି ରହିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ରାଜଧାନୀରେ ଆଉ ଜଣେ ଡିମ୍ପଲ ।  ସ୍ଵାମୀଙ୍କ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ । ପେଟରେ ସାତ ମାସର ଗର୍ଭ ।

ଠିକରେ ବସି ପାରୁନାହାନ୍ତି କି ଚାଲି ପାରୁନାହାନ୍ତି । ଏଭଳି ସ୍ଥିତିରେ ସ୍ଵାମୀ ସ୍ତ୍ରୀର ହାତ ଛାଡି ଦେଇଥିବା ଅଭିଯୋଗ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵର ଡୁମଡୁମା ଫେଜ ୨ରେ । ତେବେ ୨୦୨୧ ମାର୍ଚ୍ଚ ୧୭ ତାରିଖରେ ସୁଚିତ୍ରା ପାତ୍ର ନାମକ ଏକ ଯୁବତୀଙ୍କୁ ଵିବାହ କରିଥିଲେ ମନୋରଞ୍ଜନ ପାତ୍ର । ବିବାହର କିଛି ଦିନ ପରେ ସୁଚିତ୍ରା ଜାଣିବାକୁ ପାଇଥିଲେ ମନୋରଞ୍ଜନ ଓରଫ ମୁନାଙ୍କ ଅନ୍ୟ ଝିଅ ସହ ସମ୍ପର୍କ ରହିଛି ।

ଯାହାକୁ ବିରୋଧ କରିଥିଲେ ସୁଚିତ୍ରା । ବିରୋଧ କରିବା ପରେ ଆରମ୍ଭ ହୋଇଥିଲା ଶାଶୁ ଓ ସ୍ଵାମୀର ଅତୟଆଚାର । ଯାହାକୁ ସହିନପାରି ସୁମିତ୍ରାଙ୍କୁ ତାଙ୍କ ମା ତାଙ୍କ ଘରକୁ ନେଇ ଯାଇଥିଲେ । ଆଉ ଏବେ ସୁଚିତ୍ରା ଶାଶୁ ଘରକୁ ଆସିବାକୁ ଚାହୁଁଥିବା ବେଳେ ସ୍ଵାମୀ, ଶାଶୁ ଏବଂ ନଣନ୍ଦ ଘରକୁ ଆସିବାକୁ ମନା କରିଦେଇଛନ୍ତି । ଆଉ ସୁଚିତ୍ରା ବାଧ୍ୟ ହୋଇ ଗତକାଲି ଠାରୁ ମନୋରଞ୍ଜନଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ।

ତେବେ ତାଙ୍କ ମାଆ ଙ୍କ କହିବା କଥା କି ସେମାନେ ପ୍ରଥମେ ଜୋର ଜବରଦସ୍ତ ହୋଇ ବିବାହ କରିଥିଲେ ତେବେ ମୁଁ କହିଥିଲି କି ତାଙ୍କ ବାପାର ୧୩ ଦିନ ମୋ ପାଖରେ ଦବାକୁ କିଛି ନାହିଁ ସେତେବେଳେ ସେମାନେ କିଛି ଦେବା ଦରକାର ନାହିଁ ବୋଲି କହିଥିଲେ । ତେବେ ବିବାହ ପରେ ସୁନା ଗହଣା କୁ ନେଇ ମୋ ଝିଅ କୁ ହଇରାଣ କରିଲେ ତେବେ ମୁଁ ସବୁ କଥା ଶୁଣିକି ଯେତେବେଳେ ତାଙ୍କୁ ସେ ବିଷୟରେ ପଚାରିଲି ସେତେବେଳେ ସେମାନେ କିଛି ନ କହି ମୋ ସାମନାରେ ମୋ ଝିଅ କୁ ମୋ ଜ୍ୱାଇଁ ମାଆରିଥିଲେ ।


ତେବେ ପରେ ମୁଁ ମୋ ଝିଅକୁ ନେଇ ପଳେଇ ଆସିଲି । ତେବେ ବର୍ତ୍ତମାନ ମୋ ପାଖରେ କିଛି ନାହିଁ ମୁଁ ମୋ ଝିଅକୁ ଟୀକା ଔଷଧ ମଧ୍ୟ ଦେଇ ପାରୁ ନାହିଁ । ତେଣୁ ତାଙ୍କ ବୋହୁ କୁ ତାଙ୍କ ଘରେ ଛାଡିବାକୁ ଆସିଛି କିନ୍ତୁ କେହି କିଛି କହୁ ନାହାନ୍ତି କି ଦେଖା ମଧ୍ୟ ଦେଉ ନାହାନ୍ତି । ତେବେ କିନ୍ତୁ ଯେପର୍ଯ୍ୟନ୍ତ ସେ ଆସି ନାହାନ୍ତି ସେପର୍ଯ୍ୟନ୍ତ ମୁଁ ଏଇଠି ବସି ରହିବି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *