ଯୌତୁକ ନିଆଁରେ ଜଳିଗଲା ଆଉ ଗୋଟିଏ ବୋହୂ, ବାହୁନି କାନ୍ଦୁଛି ମା’ ଆଉ କହୁଛି “ଝିଅ କାନ୍ଦି କାନ୍ଦି ଫୋନରେ କହିଥିଲା ମୋତେ ଏଠୁ ନେଇଯାଅ, ଏମାନେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ଭାଇରାଲ ହେଉଛି । ଜଣେ ମା ନିଜ ଝିଅକୁ ହରାଇ ନିଜ ଜ୍ଵାଇଁ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାହା ଶୁଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେବେ । ବନ୍ଧୁଗଣ ବର୍ତ୍ତମାନ ଦୁନିଆର ଦୁନିଆରେ ଅପରାଧ କରିବା ଆଗରୁ ଲୋକ ମାନେ ଟିକେ ଚିନ୍ତା ବି କରୁ ନାହାନ୍ତି । ଆଜି ଗୋଟେ ପରିବାର ନିଜ ଝିଅକୁ ହରାଇଛି ଆଉ ଗୋଟେ ଝିଅ ନିଜ ଜୀବନ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଝିଅର ମା କାନ୍ଦି କାନ୍ଦି କହିଛନ୍ତି-‘ଜ୍ଵାଇଁ ସଫ୍ଟୱେର ଇଞ୍ଜ୍ଣିନିୟର ଥିଲା । ମାଟ୍ରିମନିରେ ମୁଁ ଦେଖିଲି ଜ୍ଵାଇଁ ବାରମ୍ବାର ରିକ୍ଵେଷ୍ଟ କରିଲା ଫୋନ କରିଲା । ଝିଅ ସାଙ୍ଗରେ କଥାବାର୍ତ୍ତା କରିଲା କି ଆମେ ଗାଁରେ ରହିବାନି ବାଙ୍ଗାଲୋରରେ ରହିବା । ଏଭଳିଆ ଅନେକ ସ୍ଵପ୍ନ ଦେଖାଇ ତାକୁ ମାରିଦେଲେ ।

ବାହାଘର ଠାରୁ ତାକୁ ନିର୍ଯାଆତନାଆ ଦେଉଥିଲେ ବାପା ଠାରୁ ଗାଡି ଆଣ, ସୁନା ଭେସ୍ଳେଟ ଆଣେ, ପଇସା ଆଣ ଆଦି କହୁଥିଲେ । ସବୁଦିନ କାନ୍ଦି କାନ୍ଦି ମୋ ଝିଅ ମୋତେ ଫୋନ କରୁଥିଲା । ରବିବାର ଦିନ 2ଟାରେ ଜ୍ଵାଇଁ ଫୋନ କରିଲା ଆଉ କହିଲା ତମେ ତୁମ ଝିଅକୁ ନେଇ ଯାଅ ସେ ହଇରାଣ କରୁଛି ମୁଁ କହିଲି କଣ ବାବା ହଇରାଣ କରୁଛି ।ସେ କହିଲା ମୁଁ ତାକୁ ବହୁତ ବାଡେଇଛି । ମୁଁ କହିଲି ଫୋନ ଦିଅ ମୋ ଝିଅ ସହ ମୁଁ କଥା ହେବି କହିଲା ତା ଫୋନ ମୁଁ ବାଡେଇ ଭାଙ୍ଗି ଦେଇଛି ।

ଝିଅ କହିଲା ମୋ ଗଳା ଚିପୁ ଛନ୍ତି, ମୋତେ ଜୋତା ଚପଲରେ ପିଟୁ ଛନ୍ତି ତୁ ଭାଇକୁ ପଠା ମୋତେ ନେଇଯିବ । ତା ପରେ ମୁଁ ତା ଶାଶୁ ସହ କଥା ହେଲି ଶାଶୁ କହିଲା ସ୍ଵାମୀ ସ୍ତ୍ରୀ ଘରେ ଝଗଡା କରୁଛନ୍ତି ସେ କଣ ମେଣ୍ଟା ମିଶା ହେଇଯିବେନି କି । ମୁଁ କହିଲି ମୋ ଝିଅ ସାଙ୍ଗେ କଥା କରିଦିଅ ମୋ ଝିଅ କହୁଛି ମୋତେ ବହୁତ କଷ୍ଟ ଦେଉଛନ୍ତି ମୋତେ ନେଇଯାଅ ।ଏହା ପରେ ମୋ ଝିଅ ବହୁତ କାନ୍ଦିଲା ।

ସନ୍ଧ୍ୟା 4ଟାରେ ଶଶୁର କଲ୍ କରି କହୁଛି ତମ ଝିଅ ଆମକୁ ବହୁତ ବେଜିତ କରୁଛି ଅପମାନ କରୁଛି ମୋର ମାନ ସମ୍ମାନ ଗଲା । ତା ପରେ ସାଢେ 5 ଟାରେ ଫୋନ କରି କହୁଛନ୍ତି ତମ ଝିଅର ଡେଥ ହେଇଗଲା ମୁଁ କହିଲି ମାଆରିଇଦେଲେ ନା କଣ ସେ କହିଲେ ହଁ ସବୁ ସରିଗଲା ମାଆରିଇଦେଲୁ । ସେ ମଅଦ୍ୟଅପାନ କରି ତାକୁ ମାଆରିଇଛି । ମୁଁ ଚାହୁଁଛି ତାକୁ ଫାଆଶୀଇ ହେଉ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *