‘ମୋ ଭଣଜା ମୋ ପୁଅ ପରି, ମୋର ତା ସହ ପାପ ସମ୍ପର୍କ ନାହିଁ..ମୋ ସ୍ଵାମୀ ମତେ ବ୍ଲେମ କରି କହୁଛନ୍ତି ମୁଁ କୁଆଡେ…’ ଦେଖନ୍ତୁ କଣ କହିଲେ ମହିଳା

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ଶୁଣିବାକୁ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବରହମପୁରା ର ସ୍ଵପ୍ନା ନାୟକଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ଵାମୀ କାହ୍ନୁ ଚରଣ ନାୟକ ତାଙ୍କ ସହିତ ରହିବେ ନାହିଁ ବୋଲି କହିଛନ୍ତି । ସ୍ଵପ୍ନା ଙ୍କ କହିବା ଅନୁଯାୟୀ ଯେ ଯେତେବେଳେ ତାଙ୍କର ବାହାଘର ହେଲା, ସେତେବେଳେ ନଣନ୍ଦ ନଣନ୍ଦେଇ ବିବାହ କରାଇଥିଲେ କାରଣ ତାଙ୍କର କେହି ଶାଶୁ ଶଶୁର ନଥିଲେ ।

ଏହା ପରେ କିଛି ଦିନ ପରେ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ମାତ୍ର ସେ ୨୦ ଲକ୍ଷ ଟଙ୍କା ଆଣିପାରିନଥିଲେ ବାପା ଘରୁ । ଏହା ପରେ ସେବେଠାରୁ ହିଁ ସ୍ଵପ୍ନା ଉପରେ ଟଚର କରନ୍ତି । ଏବଂ ସ୍ଵପ୍ନା ଙ୍କ ସ୍ଵାମୀଙ୍କୁ କୁହନ୍ତି ଯେ ତାଙ୍କ ସ୍ତ୍ରୀ କୁ ଛାଡି ଆଉ ଗୋଟିଏ ବିବାହ କରିବାକୁ । ଉଭୟ ସ୍ଵାମୀ ସ୍ତ୍ରୀ ଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ରହିଅଛି । ବଡ ପୁଅ ବାପ ପାଖରେ ଯାହାର ବୟସ ୯ ବର୍ଷ ଆଉ ସାନ ପୁଅ ୬ ବର୍ଷର ଯିଏ ସ୍ଵପ୍ନା ଙ୍କ ପାଖରେ ଅଛି ।

ଏହାପରେ ସ୍ଵପ୍ନା କହିଛନ୍ତି ଯେ ଯେହେତୁ ମୋର ଶାଶୁ ଶଶୁର ନାହାଁନ୍ତି ତେବେ ଆମେ ଆମ ସଂସାରକୁ ଦେଖିବା ନା ଭଣଜା କୁ ଆଣି ପାଖରେ ରଖିବା କ’ଣ ଦରକାର ଥିଲା ? ମାତ୍ର ତାଙ୍କ ସ୍ଵାମୀ ଯେତେବେଳେ ତାଙ୍କୁ ମାରନ୍ତି ସେତେବେଳେ ଛୋଟରୁ ଖୁଆଇ ପିଆଇ ବଡ କରିଥିବା ଭଣଜା ନିଜ ମାମୁଁ ଙ୍କୁ ଅଟକାଏ । ଏହାକୁ ନେଇ ମାମୁଁ କୁହନ୍ତି ଯେ ନିଶ୍ଚିତ ତୁମ ଭିତରେ କିଛି ସମ୍ପର୍କ ଅଛି ସେଥିପାଇଁ ତୁ ଅଟକଉଛୁ ।

ଏହାପରେ ନଣନ୍ଦେଇ ସ୍ଵପ୍ନା ଙ୍କୁ ଧମକ ଦେଇ କୁହନ୍ତି ଯେ ମୋର ମନ୍ତ୍ରୀ ଙ୍କ ପାଖରେ ହାତ ଅଛି ତୁ କ’ଣ କରିଦେବୁ ? ଏହାପରେ କହିଲେ ସ୍ଵପ୍ନା ର ସାନପୁଅ ଏବଂ ତାଙ୍କୁ ସେପରେଟ ହେବାକୁ କହିଲେ । ଏହାପରେ ସ୍ଵପ୍ନା ନିଜ ସାନ ପୁଅ ସହିତ ବାପ ଘରେ ରହୁଛନ୍ତି । ଏବଂ ସେ କହିଛନ୍ତି ଯେ ମୋ ପୁଅ ମାନଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଛି ମୁଁ ସେମାନଙ୍କୁ ନିଶ୍ଚିତ ନ୍ୟାୟ ଦେବି ।

ଏବଂ ତାଙ୍କ ସ୍ଵାମୀ ଙ୍କ କ୍ଵାଟର ପାଖରେ ସେ ଧାରଣ ଦେବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହିଭଳି କେସ ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି । ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *