ମିଳନ ଅବସ୍ଥାରେ ନାଗଙ୍କୁ ହଇରାଣ କରିବା ମହିଳାଙ୍କୁ ପଡିଲା ମହଙ୍ଗା, ନାଗୁଣୀର ରାଗ ବାପରେ…ବାପ…ଦେଖନ୍ତୁ Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଭିଡିଓ ଗୁଡିକୁ ମଧ୍ୟ ଦେଖିଥିବେ । ମିର୍ଜାଙ୍କର ଅନେକ ସାପ ଉଦ୍ଧାର ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଛି । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ସବୁଠାର ଭଳି ଏଥର ମଧ୍ୟ ମିର୍ଜା ନାଗ ସାପ ଧରିବା ପାଇଁ ଏକ ଗାଁକୁ ଯାଇଛନ୍ତି । ଗାଁର ଜଣେ ମହିଳା ନାଗ-ନାଗୁଣୀ ମିଳନ ହେଉଥିବା ବେଳେ ଦେଖିଥିଲେ ଆଉ ସେ ଭୟରେ ଦୌଡିବାକୁ ଲାଗିଲେ । ଦୌଡିବା ସମୟରେ ସେ ତଳେ ପଡିଗଲେ ଓ ତାଙ୍କ ହାତ ଭାଙ୍ଗି ଗଲା । ଏହି ଘଟଣାଟି ଘଟିବା ପରେ ଲୋକମାନେ ମିର୍ଜା ଆରିଫକୁ ଡକାଇ ଥିଲେ । ନାଗ-ନାଗୁଣୀ ମିଳନ କରୁଥିବା ସମୟରେ ମିର୍ଜା ସାପ ଦୁହିଁଙ୍କୁ ଅତି ସାବଧାନତାର ସହ ଉଦ୍ଧାର କରିଛନ୍ତି ।

ଉଦ୍ଧାର କରିବା ସମୟରେ ନାଗ ସାପ ମିର୍ଜାଙ୍କୁ ଚୋଟ ମାରିବା ପାଇଁ ଚେଷ୍ଟା କରିଛି ହେଲେ ମିର୍ଜା ସଠିକ ଭାବରେ ଉଭୟ ନାଗ-ନାଗୁଣୀକୁ ଉଦ୍ଧାର କରିଛନ୍ତି । ତେବେ ମିର୍ଜାଙ୍କ ଏହି ନୂଆ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିର୍ଜାଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *