ଗାଦିରେ ବସୁ ବସୁ ଦାଦାଗିରି ! ମେୟର ମାଡାମଙ୍କ ଏମିତି କାମ ଦେଖି ଆପଣ ବି କହିବେ….ଦେଖନ୍ତୁ Video

ମେୟର ବୁଲି ବୁଲି ତାଗିଦ କରିବା ପ୍ରଶଂସା ଯୋଗ୍ୟ । ମ୍ୟାଡମ ବୁଲି ବୁଲି ତାଗିଦ କରୁ ଛନ୍ତି । ଟିକେ ଏହା ଆଶ୍ଚର୍ଯ୍ୟ ଦେଖା ଯାଉଛି ମଧ୍ୟ । ଜଣେ ପ୍ରତିନିଧି କହିବେ ଓ ସାଧାରଣ ଲୋକ ଅକହିବେ ଏହା ଅମଧ୍ୟରେ ବହୁତ ଫରକ ଅଛି । ନିୟମ କହିବେ କିମ୍ବା ନିୟମ ଭାଙ୍ଗିଲେ ଆରେଷ୍ଟ କରିବେ ଓ ଜେଲ ପଠାଇ ଦେବେ । ଏହାକୁ ଦେଖିବା ପରେ ସବୁ ଲୋକମାନେ ଆଶ୍ଚର୍ଯ୍ୟ । ଡ୍ରେନେଜ କୁ ନେଇକି ଅନେକ ଲୋକମାନେ ଅବହେଳିତ ଆମ ଦେଶରେ ।

ଏହାକୁ ଠିକ କରିବା ପାଇଁ ନେଇକି ଭୁବନେଶ୍ବର ମେୟର ବୁଲି ବୁଲି ତାଗିଦ କରୁଛନ୍ତି । ଏହାକୁ କିଛି ଲୋକମାନେ ପ୍ରଶଂସା କରିବା ସହ ଏହାକାଉ ଭାଇରାଲ ହେବା ପାଇଁ ଦେଇ ଛନ୍ତି । ମାର କହିବାର ଭି ଏକ ପ୍ରକାର ଶୈଳୀ ଅଛି ଯାହାକୁ ଆମେ କାଟିବା କଥା ନୁହେଁ । ଏହା ପାଇଁ ଆମେ ସଚେତନ ହେବା ନିହାତି ଭାବେ ଦରକାର ଅଟେ ।

ମ୍ୟାଡମ ସୁଲଚନା କହୁଛନ୍ତି ଅଳିଆ ରେ ମୁ ଆପଣଙ୍କ ଘର ଭାରି ଦେବୀ । ଆଉ ଏକ ମହିଳା ଙ୍କୁ କହୁଛନ୍ତି ମୁ ଆପଣ ଙ୍କୁ ଜେଲ ପଠାଇ ଦେଇବି । ଏହା କୁ ନେଇକି ସେ ଖୁବ ସଚେତନ ବୋଲି କହୁ ଛନ୍ତି । ଭୁବନେଶ୍ବର ର ଲକ୍ଷ୍ମୀ ନଗର ଦ୍ରୁଶ୍ଯ । ସୁଲଚନା ମ୍ୟାଡମ ବୋଧେ ହୁଏ ଭଲ ଭାବେ ଏହାକୁ ବୁଝାଇ ପାରି ଥାନ୍ତେ କିନ୍ତୁ ନିୟମ ଭାଙ୍ଗିବା ଲୋକଙ୍କୁ ଏହି ଭଳି  କହିବା ତା କେତେଦୂର ଠିକ ଆମେ ଜାଣି ପାରୁଥିବା ଦରକାର ।

ଏକ ଜାଗାରେ ଏକ ଲୋକଙ୍କୁ କହିଛନ୍ତି କି ଆପଣଙ୍କ ପାଇଖିନା ର ପାଣି ଯଦି ରାସ୍ତା ରେ ଆସିବ ତେବେ ମୁ ଆପଣଙ୍କ ଘରେ ବାଲଟି ବାଲଟି ଅଳିଆ ଆଣିକି ପୁରାଇ ଦେବୀ । ଆପଣ ଏହାକୁ କିଭଳି ଭାବେ ସଫା କରିବେ ସେ ବ୍ୟବସ୍ଥା ଆପଣ କରିବେ । ଏହି ଭଳି ଧମକ ଦେବା ଠିକ ନୁହେଁ ବୋଲି ମଧ୍ୟ କିଛି ଲୋକମାନେ କହୁଛନ୍ତି । ଯାହା କୁହନ୍ତୁ ଭାରତରେ ଏହି ଭଳି ଲୋକମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ଭଲରେ କହିଲେ କଥା ସୂନୀ ନଥାନ୍ତି ସେହି ପାଇଁ ବୋଧେ ହୁଏ ତାଙ୍କୁ ଏହି ଭଳି କହିବା ପାଇଁ ପଡିଛି ।

ତେବେ ଭାରତ ର ଅର୍ଥ ବ୍ୟବସ୍ଥା ଯେଉଁ ଭଳି ଥାଉ ନା କାହିଁକି ଏହି ଜାଗାରେ ଲୋକମାନେ ସବୁ ବେଳେ କିଛି ନା କିଛି କାରଣରୁ କାମ ଚଳେଇବା ଭଳି ହୋଇ ଗଲେ ବାକି କାମକୁ ଚିନ୍ତା କରି ନଥାନ୍ତି । ତେବେ ଏହା ପାଇଁ ଆମର ଆଖ ପାଖ ପ୍ରଦୂଷିତ ହେଲେ ମଧ୍ୟ ତାଙ୍କୁ ଫରକ ପଡିଇ ନଥାଏ । କିନ୍ତୁ ଏହା ଆମ ପାଇଁ ଭଲ ହେବ କି ଆମେ ଏହାକୁ ସଠିକ ଭାବେ ସଠିକ ଜାଗାରେ ପକାଇବା । ସଫା ରଖିବା ଆମ ପାଖ ପାଖି ଜାଗାକୁ ।

Leave a Reply

Your email address will not be published. Required fields are marked *