‘ସେ ମୋ ପ୍ରଥମ ଶ୍ରେଣୀ ସାଙ୍ଗ ଥିଲା,ଟଙ୍କା ଫେରେଇବ କହି ରୁମ୍ କୁ ଡାକି ଶାଢ଼ୀ ଖୋଲି ଲିପକିସ କଲା, ଆଉ ଏବେ ମତେ ସେ…’ ଦେଖନ୍ତୁ Video

ବନ୍ଧୁଗଣ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସ୍ଵାମୀଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ଥିଲା ସମ୍ପର୍କ । ନିଜ ସ୍ତ୍ରୀକୁ ଚେକ୍ କରିବା ପାଇଁ ସ୍ଵାମୀ ରଚିଥିଲେ ବ୍ଲୁ ପ୍ରିଣ୍ଟ । ସ୍ଵାମୀ ନିଜ ସ୍ତ୍ରୀର ଏକ ପୁରୁଷ ବନ୍ଧୁଙ୍କ ସହ ଥିବା ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଛନ୍ତି । ତେବେ ଏହାକୁ ନେଇ ଉକ୍ତ ମହିଳା ଜଣକ ସାଇବର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୁଁ ରଶ୍ମିତା ଦାସ ଓ ମୋ ସ୍ଵାମୀ ଦୀପକ କୁମାର ମିଶ୍ର ଆମେ ରାଉଲକେଲାରେ ରହୁଥିଲୁ ।

ସେ ଗତ 3 ବର୍ଷ ତଳେ ଅମିତା ସାମଲ ନାମକ ଝିଅକୁ ଭଲ ପାଉଥିଲେ । ମୋ ସେ ଝିଅର ବାପାକୁ ବି ଏ କଥା କହିଛି ମୋର ଦୁଇଟି ଛୁଆ ଅଛନ୍ତି ତଥାପି ସେ ଝିଅ ସାଇଡ ହେଲାନି । ସେ ଝିଅ ମୋତେ ବହୁତ ଧମକ ଦେଇଛି ଆଉ ମୋ ସ୍ଵାମୀଙ୍କ ଦ୍ଵାରା ମୋତେ ବହୁତ ମାଡ ବି ଖୁଆଇଛି । ଦିଲୀପ କୁମାର ଜେନା ମୋ ସାଙ୍ଗ ଆଉ ସେ ରୁମରେ ସେଟିଙ୍ଗ କରିଛି ନହଲେ ରୁମ ବାହାରକୁ ଏ ଜିନିଷ କେମିତି ଆସିଥାନ୍ତା ।

ଏଇଟା ଷଡଯନ୍ତ୍ର କରାଯାଇଛି ଆଉ ଏଥିରେ ପ୍ରକାଶ କୁମାର ଜେନା ଅଛି ଓ ମୋ ସ୍ଵାମୀ ଅଛି । ମୁଁ ଯେଉଁ ପିଲା ସହ ରୁମକୁ ଯାଇଥିଲି ସେ ମୋ ପ୍ରଥମ ଶ୍ରେଣୀର ସାଙ୍ଗ ହେଲେ ସେ ମୋତେ ଧୋକା ଦେବ ବୋଲି ମୁଁ କେବେ ଜାଣି ନଥିଲି । ଦଶମ ଶ୍ରେଣୀ ପରେ ତା ସହ ମୁଁ କେବେ କଥା ହେଇନି ।

ଏଇ 6 ମାସ ତଳେ ସେ ମୋ ସହ ଫେସବୁକ ମାଧ୍ୟମରେ କଥା ହେଇଥିଲା ହେଲେ ସେ ଯାହା ବି ମୋତେ କହିଥିଲା ସବୁ ମିଛ ଥିଲା ।ସେ ମୋ ଠାରୁ ଗତ କିଛି ମାସ ତଳେ 5 ହଜାର ଟଙ୍କା ନେଇଥିଲା । ସେ ମୋତେ ଯାଜପୁର ଡ଼ାକିଥିଲା ମୋତେ ଟଙ୍କା ଫେରେଇବା ପାଇଁ । ସେ ମୋତେ ଦେଖା କରି ଥିଲା ଆଉ ମଦ ପିଇ ମୋତେ ଗୋଟେ ରୁମ ନେଇଗଲା ।

ସେ ମୋତେ ରୁମକୁ ନେଇ ମୋ ଶାଢୀ ଖୋଲି ଲିପ୍ କିସ୍ କଲା । ଭିଡିଓରେ ସେମିତି କିଛି ନେକେଡ ସିନ୍ ନାହିଁ । ଭିଡିଓରେ କିସ୍ ସିନ୍ ଅଛି ଯାହା ଜବରଦସ୍ତି ଦିଲୀପ ମୋ ସହ କରିଛି । ମୋ ସାଙ୍ଗ ଦିଲୀପ ସବୁ କରିଛି ଆଉ ସ୍ଵାମୀ ବି ଏଥିରେ ସାମିଲ ଅଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *