ମୟୂର ପରର 20 ଟି ଚମତ୍କାରୀ ଫାଇଦା, ଯାହା ଆଗରୁ ଆପଣଙ୍କୁ କେହି ବି କହି ନଥିବେ, ସବୁ କାର୍ଯ୍ୟରେ ମିଳିବ 100 % ସଫଳତା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୌରାଣିକ ଗ୍ରନ୍ଥ ରେ ମୟୁର ପରର ବିଶେଷ ମହତ୍ତ୍ୱ ରହିଛି। ମୟର ପର ଶ୍ରୀକୃଷ୍ଣ ଙ୍କ ମୁକୁଟ ରେ ଶୋଭା ପାଇଥାଏ ଏବଂ ଏହା ସହିତ ଇନ୍ଦ୍ର ଦେବ ମୟୁର ପର ରେ ନିର୍ମିତ ସିଂହାସନ ରେ ବିରାଜ ମାନ ହୁଅନ୍ତି।ପ୍ରାଚୀନ କାଳରେ ମୁନୀ ଋଷି ମାନେ ମଧ୍ୟ ଲେଖିବା ପାଇଁ ମୟର ପର କୁ ବ୍ୟବହାର କରୁଥିଲେ।ଏହି ସବୁ କାରଣରୁ ସମସ୍ତ ଗ୍ରନ୍ଥ, ଶାସ୍ତ୍ର, ବାସ୍ତୁ ଆଦି ରେ ମୟୁର ପର କୁ ବିଶେଷ ସ୍ଥାନ ପ୍ରଦାନ କରା ଯାଇଅଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମୟୁର ପର ର ୨୦ଟି ଖସ ବିଶେଷତା ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୁର ପର ରଖିଥାଏ, ସେହି ଘରେ କେବେବି କୌଣସି ସଦସ୍ୟ ଅଲଗା ହୁଅନ୍ତି ନାହିଁ। ସର୍ବଦା ଏକତ୍ରିତ ହୋଇ ରୁହନ୍ତି। ୨. ଯେଉଁ ବ୍ୟକ୍ତି ସର୍ବଦା ନିଜ ପାଖରେ ମୟୁର ପର ରଖିଥାଏ ସେହି ବ୍ୟକ୍ତି ର ସର୍ବଦା ମଙ୍ଗଳ ସାଧନ ହୋଇଥାଏ ଏବଂ ସେହି ବ୍ୟକ୍ତି କୌଣସି ଦୁର୍ଘଟଣା ର ଶିକାର ମଧ୍ୟ ହୋଇନଥାଏ।

୩. ଯେଉଁ ବ୍ୟକ୍ତି ନିଜ ଘରେ ମୟୁର ପର ରଖିଥାଏ ସେହି ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ।

୪. ଯଦି ଆପଣଙ୍କ ଛୁଆ ପାଠପଢ଼ା ରେ କମଜୋର ଅଛନ୍ତି ଅଥବା ତାଙ୍କ ମନ ପାଠପଢ଼ା ରେ ଲାଗୁ ନାହିଁ ତେବେ ଆପଣ ତାଙ୍କ ସ୍କୁଲ ବ୍ୟାଗ ରେ ଏକ ମୟୁର ପର ରଖି ଦିଅନ୍ତୁ। ଏହାଦ୍ବାରା ସେ ବୁଦ୍ଧିମାନ ହୋଇଯିବେ।

୫. ଯଦି ଆପଣ ନିଜ ପର୍ସ ବା ଡାଏରୀ ରେ ମୟୁର ପର ରଖିଥାନ୍ତି ତେବେ ଆପଣଙ୍କ ରାହୁ ଦୋଷ କଟିଥାଏ।

୬. ମୟୁର ର ପ୍ରିୟ ଆହାର ସାପ ହୋଇଥାଏ। ତେଣୁ ଯେଉଁଠାରେ ମୟୁର ପର ଥାଏ ସେହି ସ୍ଥାନକୁ କେବେବି ସାପ ଆସି ନଥାଏ। ତେଣୁ ସବୁବେଳେ ନିଜ ପାଖରେ ମୟୁର ପର ରଖନ୍ତୁ।

୭. ବେଳେବେଳେ ମୟୁର ପର କୁ ମୁଣ୍ଡ ରେ ଧାରଣ କରିବା ଦ୍ୱାରା ଭଲ ବୁଦ୍ଧି ହୋଇଥାଏ।

 

୮. ଯଦି ଘରର ମୁଖ୍ୟ ଦ୍ୱାର ରେ ବାସ୍ତୁ ଦୋଷ ରହିଛି ତେବେ ମୁଖ୍ୟ ଦ୍ୱାର ରେ ୩ଟି ମୟୁର ପର ରଖି ଦିଅନ୍ତୁ ଏବଂ ମୟୁର ପର ତଳେ ଭଗବାନ ଗଣେଶ ଙ୍କ ପ୍ରତିମା ବା ମୂର୍ତ୍ତି ସ୍ଥାପନ କରନ୍ତୁ। ଏହାଦ୍ବାରା ବସ୍ତୁଦୋଷ ଦୁର ହୋଇଥାଏ।

୯. ଯଦି ଘରେ ସବୁବେଳେ ଅସୁବିଧା ଦେଖିବାକୁ ମିଳୁଛି ତେବେ ନିଜ ବେଡ଼ ରୁମ ରେ ଅଗ୍ନି କୋଣରେ ମୟୁର ପର ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

୧୦. ଦାମ୍ପତ୍ୟ ଜୀବନ ରେ କଳହ ସୃଷ୍ଟି ହୋଇଥିଲେ, ଦୁଇଟି ମୟୁର ପର କୁ ଆଣି ନିଜ ବିବାହ ର ଆଲବମ ରେ ରଖି ଦିଅନ୍ତୁ। ଏହାଦ୍ବାରା ପତି ପତ୍ନୀ ଙ୍କ ମଧ୍ୟରେ କେବେବି ଝଗଡ଼ା ହୋଇନଥାଏ।

୧୧. ରାତି ସମୟରେ ଗୋଟିଏ ମୟୁର ପର କୁ ଆଣି ଘର ବାହାରେ ରଖି ଦିଅନ୍ତୁ। ଏହାଦ୍ବାରା ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ।

୧୨. ଯେଉଁ ବ୍ୟକ୍ତି ନିଜ ପାଖରେ ମୟୁର ପର ରଖିଥାଏ ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ବରଂ ଜୀବନର ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ।

୧୩. ରାତିରେ ଶୋଇବା ସମୟରେ ଗୋଟିଏ ମୟୂର ପର କୁ ନିଜ ମୁଣ୍ଡ ତଳେ ରଖି ଶୁଅନ୍ତୁ। ଏହାଦ୍ୱାରା କେବେବି ଭୟଙ୍କର ସ୍ବପ୍ନ ଆସିନଥାଏ ଏବଂ ଏହା ସହିତ ଦିନ ର ଆରମ୍ଭ ମଧ୍ୟ ଭଲ ରେ ହୋଇଥାଏ।

୧୪. ମୟୁର ପର କୁ କେବେବି ତଳେ ପକାଇବା ଉଚିତ ନୁହେଁ। ଏହାକୁ ତଳେ ପକାଇବାର ଅର୍ଥ ଭଗବାନ କୃଷ୍ଣ ଙ୍କ ଅପମାନ କରିବା ସହିତ ସମାନ ଅଟେ। ଏପରି କରିବା ଦ୍ୱାରା ଆପଣଙ୍କ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ।

୧୫. ଯଦି କେହି ଜଣେ ଆପଣଙ୍କୁ ଅଜାଣତରେ ମୟୁର ପର ଦେଇଥାଏ ତେବେ ଆପଣଙ୍କ ଜୀବନ ର ସମସ୍ତ ସଫଳତା ର ମାର୍ଗ ଖୋଲି ଯାଇଥାଏ।

୧୬.ମୟୁର ପର ଭାଙ୍ଗିବା ପରେ ମଧ୍ୟ ଏହା ଜୀବିତ ରହିଥାଏ। ଏହି କାରଣରୁ ଏହା ସର୍ବଦା କାର୍ଯ୍ୟକାରୀ ହୋଇଥାଏ।

୧୭. ଯେବେବି ଆପଣ ମୟୁର ପର କିଣୁଛନ୍ତି କୌଣସି ଶୁଭ ମୁହୂର୍ତ୍ତରେ ହିଁ କିଣନ୍ତୁ। ଏହା ଦ୍ଵାରା ଆପଣ ଜୀବନ ରେ ସଫଳ ହେବେ।

୧୮. ଘରର ଦକ୍ଷିଣ ପୂର୍ବ ଦିଗରେ ମୟୁର ପର ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ କେବେବି ଧନର ଅଭାବ ହୋଇନଥାଏ।

୧୯. ମୟୁର ପର କିଣିବା ସମୟରେ ଏହା ଧ୍ୟାନ ରଖନ୍ତୁ ଯେପରି ତାହା ଯେପରି ଭାଙ୍ଗି ନଥାଉ। ଏହା ଅଶୁଭ ହୋଇଥାଏ।

୨୦. ମୟୁର ପ୍ର ଘରକୁ ଆଣିବା ସମୟରେ ଭଗବାନ ଶ୍ରୀକୃଷ୍ଣ ଙ୍କ ନାମ ନିଶ୍ଚିତ ଭାବରେ ଉଚ୍ଚାରଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଜୀବନ ର ସମସ୍ତ କ୍ଷେତ୍ରରେ ସଫଳ ହୁଅନ୍ତି ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ସମୟରେ ପୂରଣ ହୋଇଥାଏ।

ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *