ବାସି ମୁହଁରେ ଗରମ ପାଣି ପିଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଜଲ୍ଦି ଦେଖନ୍ତୁ – Health Tips

ବନ୍ଧୁଗଣ ଯିଏ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ। ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ। କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ। ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ।

କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ। ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ। ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ପାଣି। ପାଣି ଠାରୁ ଆଉ ଅଧିକ ଭଲ ଜିନିଷ କିଛି ନୁହେଁ। ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ମଧ୍ୟ। ତେବେ ଚାଲନ୍ତୁ ଜାଣିନେବା ପାଣି ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁକ୍ତି ପାଇଁ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା।

ଆମ ସମସ୍ତ ଙ୍କ ଘରେ ଫ୍ରିଜ ଅଛି ଏବଂ ଗରମ କାଳ ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ବହୁତ ଭଲ ମଧ୍ୟ ପାଇଁ ଥାଆନ୍ତି। କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ଫୁସଫୁସ ଖରାପ ହୋଇ ଯାଏ। ଏବଂ ଏହା ଖରାପ ହେଲେ ଆମ ପେଟ ଖରାପ ହୋଇ ଯାଏ। ଏବଂ ଖାଦ୍ୟ ହଜମ ହୁଏ ନାହିଁ ଏବଂ ଖାଦ୍ୟ ଶଢି ବାକୁ ଲାଗିଯାଏ। ଏବଂ ଏହା ଦ୍ୱାରା ଆମ ଖାଉଥିବା ସମସ୍ତ ଖାଦ୍ୟ ର ପୋଷଣ ଆମକୁ ମିଳି ନଥାଏ। ଏବଂ ଆମ ଦେହ ଖରାପ ହେବାକୁ ଲାଗେ। ରକ୍ତ ମଧ୍ୟ ଖରାପ ହୋଇଯାଏ।

ରକ୍ତ ଖରାପ ହେବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇ ଯାଏ। ଆମ ପେଟରେ ପଥର ହୋଇ ଯାଏ। ତେଣୁ ଥଣ୍ଡା ପାଣି ପିଇବା ଉଚିତ ନୁହେଁ। ଏହି ଖରାପ ରକ୍ତ ଯଦି ଆମ ହୃତିକ ରେ ଜମି ଯାଏ ତେବେ ହୃଦଘାତ ମଧ୍ୟ ହୋଇ ଯାଏ। ଖରାପ ରକ୍ତ ଯୋଗୁଁ ଚେହେରା ରେ ବ୍ରଣ ମଧ୍ୟ ହୋଇ ଯାଏ। ଏହା ଦ୍ୱାରା ଆମ କେଶ ମଧ୍ୟ ଉପୁଡିବାକୁ ଲାଗେ। ଥଣ୍ଡା ପାଣି ପିଇବା ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରେ ଆମ ଶରୀରକୁ କ୍ଷତି କରିଥାଏ।

ସେଥିପାଇଁ ଆମକୁ ସର୍ଵଦା ଉଷୁମ ପାଣି ପିଇବା ଉଚିତ ଅଟେ। କିମ୍ବା ଫୁଟେଇ କି ମଧ୍ୟ ପିଇ ପାରିବେ। ଆୟୁର୍ବେଦ ରେ ଫୁଟା ପାଣି ର ଅନେକ ଗୁଣ ବିଷୟରେ କୁହା ଯାଇଛି। ଏବଂ ଏହା ମଧ୍ୟ କୁହାଯାଏ କି ଫୁଟା ପାଣି କୁ ଯଦି ଆପଣ ବାସୀ ମୁହଁରେ ସେବନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ। ଏହା ପ୍ରତିଦିନ କରିବା ଦ୍ୱାରା ଆମେ ଅନେକ ରୋଗ ରୁ ମଧ୍ୟ ମୁକ୍ତି ପାଇଁ ପାରିବା।

ସେ ମଧୁମେହ ହେଉ କି ଉଚ୍ଚ ରକ୍ତ ଚାପ ହେଉ କିମ୍ବା ଦୃଷ୍ଟି ଶକ୍ତି କୁ ବଢ଼ାଇବା ହେଉ ଏବଂ ହୃଦଘାତ ଭଳି ରୋଗ ରୁ ମୁକ୍ତି ପାଇଁ ପାରିବା। ଏହି ପାଣି ପିଇବା ଦ୍ୱାରା ଆମ ଓଜନ କମିଥାଏ। ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଦୁର ହୋଇଥାଏ।  ମୁହଁରେ ହେଉ ଥିବା ବ୍ରଣ ରୁ ମଧ୍ୟ ମୁକ୍ତି ପାଇଁ ପାରିବେ। ଗ୍ୟାସ ଅସୁବିଧା ମଧ୍ୟ ଦୁର ହୋଇ ଥାଏ। ମଧୁମେହ ରୋଗ ମଧ୍ୟ ଭଲ ହୋଇ ଯାଇଥାଏ। ଏହା କରିବା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟ ର ବହୁତ ଭଲ ଭାବରେ ଏବଂ କମ ସମୟ ରେ ଯତ୍ନ ନେଇ ପାରିବା।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *