Jyotish Shastra- ମେ ମାସ ଆରମ୍ଭରୁ ଏହି ରାଶି ଉପରେ ପ୍ରସନ୍ନ ଅଛନ୍ତି ମା’ ଲକ୍ଷ୍ମୀ, ମିଳିବ ବିଡା ବିଡା ଟଙ୍କା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ମାନଙ୍କ ଜୀବନରେ ଗ୍ରହ ମାନଙ୍କ ଚଳନର ବହୁତ ଅଧିକ ଓ ମହତ୍ତ୍ଵ ପ୍ରଭାବ ଏବଂ ଭୂମିକା ରହିଥାଏ । ଏହି ଗ୍ରହ ମାନଙ୍କ ଚଳନ ଯୋଗୁଁ ହିଁ ମନୁଷ୍ୟ ମାନଙ୍କ ର ଜୀବନରେ ସଫଳତା ଏବଂ ଅସଫଳତା ଲାଭ କରିଥାନ୍ତି । ଏହି କାରଣ ଯୋଗୁଁ ହିଁ ଲୋକମାନେ ପ୍ରାୟତଃ ରାଶି ଚକ୍ର କୁ ହିଁ ଦେଖିଥାନ୍ତି ଏବଂ ଅଲଗା ଅଲଗା ରାଶି ମାନଙ୍କ ର ପ୍ରଭାବ ଅଲଗା ଅଲଗା ରୂପରେ ପଡ଼ି ଥାଏ ।

ଗ୍ରହ ମାନଙ୍କର ପ୍ରଭାବ ରାଶି ମାନଙ୍କ ଉପରେ ଏହି ପ୍ରକାର ଭାବରେ ପଡ଼ିଥାଏ କି ତାହା ଯୋଗୁଁ ଲୋକ ମାନଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ଆସି ଯାଇଥାଏ ଏବଂ ଏହି ରାଶି ମାନଙ୍କ ପ୍ରଭାବ ଯୋଗୁଁ ମନୁଷ୍ୟ ମାନେ ନିଜ ଜୀଵନ ରେ ସବୁ କାର୍ଯ୍ୟ ରେ ସଫଳ ହୋଇ ଥାଆନ୍ତି ଏବଂ ଏମାନଙ୍କୁ ଧନ ର ମଧ୍ୟ ଲାଭ ହୋଇଥାଏ ।

ତେବେ ଏହି ଏପ୍ରିଲ ମାସ ଶେଷ ହେବା ପୂର୍ବରୁ ପ୍ରଭୁ ହନୁମାନ ଙ୍କ କୃପା ରୁ କିଛି ରାଶି ମାନଙ୍କ ଭାଗ୍ୟ ରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ବଜରଙ୍ଗବଲୀ କୃପା କେଉଁ କେଉଁ ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ପଡିଛି । ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମ ରାଶି ହେଉଛି ‘ମିଥୁନ ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ବଜରଙ୍ଗବଲୀ ଙ୍କର ଅଶେଷ କୃପା ଏବଂ ଆଶୀର୍ବାଦ ରହିଛି । ସେମାନେ ନିଜର ଜୀଵନ ରେ ଏବେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପ୍ରଭୁ ହନୁମାନ ଙ୍କ କୃପା ରୁ ସମସ୍ତ ଆର୍ଥିକ ଅସୁବିଧା ଦୁର ହେବ । ଧନ ର ପ୍ରାପ୍ତି ହେବ । ଏବଂ ବ୍ୟବସାୟ ରେ ମଧ୍ୟ ଉନ୍ନତି ହେବ ।

୨- ଦ୍ଵିତୀୟ ରାଶି ଟି ହେଉଛି ‘ମେଷ ରାଶି’ । ଏହି ରାଶି ମାନଙ୍କ ଉପରେ ମଧ୍ୟ ପ୍ରଭୁ ହନୁମାନ ଙ୍କ ଅଶେଷ କୃପା ରହିବ । ଆପଣଙ୍କ ଜୀବନ ରେ ଥିବା ସମସ୍ତ ଧନ କୁ ନେଇ ସମସ୍ୟା ଏବେ ଦୁର ହୋଇଯିବ । ଚାକିରୀ ମିଳିବ । ବ୍ୟବସାୟ ରେ ଲାଭ ହେବ । ଏମାନଙ୍କ ସମସ୍ତ ଅସୁବିଧା ଓ ସମସ୍ୟା ଦୂର ହେବ ।

୩- ତୃତୀୟ ରାଶି ଟି ହେଉଛି ‘କୁମ୍ଭ ରାଶି’ । ପ୍ରଭୁ ହନୁମାନ ଙ୍କ ଆଶୀର୍ବାଦ ଦ୍ୱାରା ସେହି ରାଶି ର ବ୍ୟକ୍ତି ମାନେ ନିଜ ଜୀବନରେ ଏବେ ସଫଳତା ହାସଲ କରିବେ ଏବଂ ବଜରଙ୍ଗବଲୀ ଙ୍କ କୃପା ରୁ ଏମାନଙ୍କ ଜୀବନ ର ସମସ୍ତ ନକରାତ୍ମକ ଶକ୍ତି ଦୁର ହେବ । ବ୍ୟବସାୟ ରେ ଉନ୍ନତି ହେବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଏବଂ ସମସ୍ତ ସମସ୍ୟା ଦୂର ହେବ ।

୪- ଚତୁର୍ଥ ରାଶି ହେଉଛି ‘ତୁଳା ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ବଜରଙ୍ଗବଲୀ ଙ୍କ ଅଶେଷ କୃପା ରହିଛି । ଏମାନେ ନିଜ ଜୀବନରେ ଥିବା ସମସ୍ତ ସମସ୍ୟା କୁ ଏବେ ଦୁର କରି ପାରିବେ । ଏବଂ ନିଜର ସବୁ କାର୍ଯ୍ୟ ରେ ସଫଳ ହୋଇବେ । ବ୍ୟବସାୟ ଏବଂ ଚାକିରୀ ରେ ଉନ୍ନତି ହେବ ।

୫- ପଞ୍ଚମ ରାଶି ଟି ହେଉଛି ‘ଧନୁ ରାଶି’ ପ୍ରଭୁ ହନୁମାନ ଙ୍କ ଆଶୀର୍ବାଦ ଅନୁସାରେ ଆପଣଙ୍କ ର ଭଲ ସମୟ ଆସିବ । ଏବଂ ଆପଣଙ୍କ ଜୀବନରେ ରହୁଥିବା ସମସ୍ତ ସମସ୍ୟା ଦୂର ହେବ । ଧନ ର ମଧ୍ୟ ଲାଭ ହେବ ଏବଂ ସମସ୍ତ ଅସୁବିଧା ଏବେ ଦୁର ହେବ । ଚାକିରୀ ମିଳିବ ଏବଂ ବ୍ୟବସାୟ ରେ ଉନ୍ନତି ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *