ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଦମଦାର ଅଭିନୟ ପାଇଁ ଫେମସ ହୋଇଥିବା Actor ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପୁଅ-ବୋହୁ ଯୋଡି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ମାନଙ୍କୁ ତ ଜାଣିଥିବେ ଏବଂ ତାଙ୍କ ଦମଦାର ଅଭିନୟ ପ୍ରଦର୍ଶନ କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତା କେବେ ନିଜର ଆକ୍ସନ ରେ ତ କେବେ ନିଜର ରୋମାଣ୍ଟିକ ଅନ୍ଦାଜ ରେ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତା ନୁହେଁ, ବରଂ ତାଙ୍କ ରିଅଲ ଲାଇଫ ପୁଅ ଓ ବୋହୁ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଶିଭ କୁମାର- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଶିଭ କୁମାର । ଏହି ଅଭିନେତା ଙ୍କୁ ଆପଣ ମାନେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅନେକ ଫିଲ୍ମ ରେ ଦେଖିଥିବେ । ଯଦି ଏହି ଅଭିନେତା ଙ୍କ ପୁଅ ଓ ବୋହୁ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କର ଦୁଇ ଜଣ ପୁଅ ଅଛନ୍ତି କାର୍ଥୀ ଓ ସୂର୍ୟା ।

କାର୍ଥୀ ଙ୍କୁ ଆପଣ ମାନେ ଅନେକ ସାଉଥ ଫିଲ୍ମ ରେ ଦେଖିଥିବେ । କାର୍ଥୀ ୨୦୧୧ ରେ ରଶ୍ମି ଚେନ୍ନା ସ୍ୱାମୀ ଙ୍କ ସହିତ ବିବାହ କରିଥିଲେ । ସେ ଜଣେ ହାଉସ ୱାଇଫ ଅଟନ୍ତି । ସୂର୍ୟା ଙ୍କୁ ମଧ୍ୟ ଆପଣ ମାନେ ଅନେକ ଫିଲ୍ମ ରେ ଦେଖିଥିବେ । ସୂର୍ୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ସେ ୨୦୦୬ ମସିହାରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତିକା ଙ୍କୁ ବିବାହ କରିଥିଲେ ।

୨. ସତ୍ୟ ରାଜ୍- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ୱାରା ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରହିଟ ଫିଲ୍ମ ବାହୁବଲୀ ରେ କଟପ୍ପା ଭୂମିକା ରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ସତ୍ୟ ରାଜ୍ । ଏହି ଅଭିନେତା ଙ୍କ ପୁଅ ଓ ବୋହୁ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କର ପୁଅ ଙ୍କ ନାମ ଶିବ ରାଜ୍ ଅଟେ । ଶିବ ରାଜ୍ ଙ୍କୁ ଆପଣ ମାନେ ଅନେକ ସାଉଥ ଫିଲ୍ମ ରେ ଅଭିନୟ କରିଥିବାର ଦେଖିଥିବେ । ଶିବ ରାଜ୍ ୨୦୦୮ ମସିହାରେ ରେବତୀ ଙ୍କୁ ବିବାହ କରିଥିଲେ । ରେବତୀ ଜଣେ ହାଉସ ୱାଇଫ ଅଟନ୍ତି ।

୩. ଚିରଞ୍ଜିବି- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଚିରଞ୍ଜିବି । ଯଦି ଏହି ଅଭିନେତା ଙ୍କ ପୁଅ ଓ ବୋହୁ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ପୁଅ ଙ୍କ ନାମ ରାମ ଚରଣ ଅଟେ । ରାମ ଚରଣ ଙ୍କୁ ଆପଣ ମାନେ ସାଉଥ ର ଅନେକ ସୁପରହିଟ ଫିଲ୍ମ ରେ ଦେଖିଥିବେ । ରାମ ଚରଣ ୨୦୧୨ ମସିହାରେ ଉପାସନା କାମିନେନି ଙ୍କ ସହିତ ବିବାହ କରିଥିଲେ । ଉପାସନା ପ୍ରଫେସନ ରୁ ଜଣେ ସଫଳ ବିଜନେସ ଓମେନ୍ ଅଟନ୍ତି ।

୪. ରଜନୀକାନ୍ତ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ରଜନୀକାନ୍ତ । ଏହି ଅଭିନେତା ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ଅଭିନେତା ଙ୍କୁ ବର୍ତ୍ତମାନ କୌଣସି ପରିଚୟ ର ଆବଶ୍ୟକତା ରହି ନାହିଁ । ଯଦି ଏହି ଲୋକପ୍ରିୟ ଅଭିନେତା ଙ୍କ ପୁଅ ଓ ବୋହୁ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କର କୌଣସି ପୁଅ ନାହାନ୍ତି ଏବଂ ସେହି ହିସାବ ରେ ବୋହୁ ମଧ୍ୟ ନାହାନ୍ତି । ଦୁଇ ଝିଅ ଙ୍କୁ ପାଇ ଅଭିନେତା ରଜନୀକାନ୍ତ ବହୁତ ଖୁସି ରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *