ମାତ୍ର ୩ ଦିନରେ ଅର୍ଶ (Piles) କୁ ମୂଳରୁ ହେଇଯିବ ଗାୟବ, ଆପଣାନ୍ତୁ ଏହି ଉପାୟ – Baba Ramdev Tips

ବନ୍ଧୁଗଣ ଏହି ଦୁନିଆର ବହୁତ ଲୋକ ପାଇଲ୍ସ ବା ଅର୍ଶ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅର୍ଶ ହେବାର ବହୁତ କାରଣ ରହିଥାଏ । ଅର୍ଶ ହେବା ଦ୍ଵାରା ମଳ ଦ୍ଵାରରେ ଛୋଟ ଛୋଟ ମାଂସ ପିଣ୍ଡୁଳା ସଦୃଶ ପଡିଥାଏ ଏବଂ ଯଦି ଏହା ବହୁତ ପୁରୁଣା ହୋଇଯାଏ ତା ହେଲେ ମଳ ତ୍ୟାଗ କରିବା ସମୟରେ ଆପଣଙ୍କ ଅର୍ଶରୁ ରକ୍ତ ପଡିଥାଏ । ସେଥିପାଇଁ ଲୋକମାନଙ୍କୁ ବହୁତ କଷ୍ଟ ସହିବାକୁ ପଡିଥାଏ ଓ ଏହାର ଉପଚାର ପାଇଁ ଲୋକମାନଙ୍କୁ ଅପରେସନ ଓ ବହୁତ ଦାମର ମେଡ଼ିସିନର ସାହାରା ନେବାକୁ ପଡିଥାଏ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ବହୁତ ସହଜ ଓ ପରୀକ୍ଷିତ ଅଟେ । ଯଦି ଆପଣ ଏହି ଉପଚାରକୁ ମାତ୍ର ୩ ଦିନ ପ୍ରୟୋଗ କରନ୍ତି ତା ହେଲେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ନଷ୍ଟ ହୋଇଯିବ ଓ ଯଦି ଆପଣଙ୍କ ଅର୍ଶ ଅଧିକ ପୁରୁଣା ଅଛି ତା ହେଲେ ମାତ୍ର ୭ ଦିନ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରନ୍ତୁ, ଦେଖିବେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ଦୂର ହୋଇଯିବ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ଆମର ଏହି ଉପଚାର ପାଇଁ ଆପଣ ଏକ କପ ଉଷୁମ କ୍ଷୀର ନିଅନ୍ତୁ । ଏହା ପରେ ଆପଣ ଅଧା ଖଣ୍ଡ ଲେମ୍ବୁ ନେଇ ଲେମ୍ବୁ ରସ ବାହାର କରିଦିଅନ୍ତୁ । ରସ ବାହାର କରିବା ପରେ ଆପଣ ଲେମ୍ବୁ ରସରେ ଥିବା ମଞ୍ଜି ଗୁଡିକୁ ବାହାର କରି ଦିଅନ୍ତୁ । ଏହା ପରେ ଆପଣ କ୍ଷୀରରେ ତୁରନ୍ତ ଲେମ୍ବୁ ରସ ମିଶାଇ ତୁରନ୍ତ ଏହାର ସେବନ କରନ୍ତୁ ।

ଯଦି ଆପଣ କ୍ଷୀରରେ ଲେମ୍ବୁ ରସ ମିଶାଇବା ପରେ ୫ ସେକେଣ୍ଡ ପର୍ଯ୍ୟନ୍ତ ଅପେକ୍ଷା କରିବେ ତା ହେଲେ ଆପଣଙ୍କ କ୍ଷୀର ଛିଣ୍ଡିଯିବ । ତେଣୁ ବନ୍ଧୁଗଣ କ୍ଷୀରରେ ଲେମ୍ବୁ ରସ ମିସାଇବାର ତୁରନ୍ତ ପରେ ଏହାର ସେବନ କରି ଦିଅନ୍ତୁ । ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଦ୍ଵିତୀୟ ଉପାୟ ବିଷୟରେ ।

ଆମର ଦ୍ଵିତୀୟ ଉପାୟ ପାଇଁ ଆପଣଙ୍କୁ ଗୋଟେ କଦଳୀ ଓ ଏକ ଚାମଚ ଖାଇବା କର୍ପୁରର ଆବଶ୍ୟକତା ପଡିବ । ପ୍ରଥମେ ବନ୍ଧୁଗଣ ଆପଣ କଦଳୀ ଚୋପାକୁ ଛଡାଇ ଦିଅନ୍ତୁ ଓ କଦଳୀକୁ ଏକ ଛୁରୀ ମାଧ୍ୟମରେ ମଝିରୁ କାଟି ଦିଅନ୍ତୁ । କାଟିବା ପରେ ଆପଣ ଏହି କଦଳୀ ମଝିରେ ଦୁଇ ଚୁଟକି କର୍ପୁର ଗୁଣ୍ଡ ରଖିଦିଅନ୍ତୁ ଓ କଦଳୀକୁ ମଝିରୁ ବନ୍ଦ କରିଦିଅନ୍ତୁ ।

ସକାଳ ସମୟରେ ଖାଲି ପେଟରେ ଆପଣ ଏହି କଦଳୀକୁ ଗୋଟା ଗିଳି ଦିଅନ୍ତୁ । ବନ୍ଧୁଗଣ ଏହି ଦୁଇଟି ଉପାୟ ମଧ୍ୟରୁ ଆପଣ ଗୋଟିଏ ଉପାୟକୁ ମାତ୍ର ତିନି ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ ଓ ଯଦି ଆପଣଙ୍କ ଅର୍ଶ ଅଧିକ ପୁରୁଣା ଅଛି ତା ହେଲେ ଏହି ଉପାୟକୁ ମାତ୍ର ୭ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ । ବନ୍ଧୁଗଣ ଦେଖିବେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *