Jyotish Shastra – ବହୁତ ଅଧିକ ଗର୍ବୀ ହେଇଥାନ୍ତି ଏହି ୩ ଟି ନାମର ଝିଅ

ଆଜିକାଲି ର ଦୁନିଆରେ କାହାକୁ ଚିହ୍ନିବା ବହୁତ କଷ୍ଟକର। କୌଣସି ଜିନିଷ ରେ ଗର୍ବ କରିବା ଭଲ ନୁହଁ। କେତେକ ନାରୀ ଅଛନ୍ତି ସେମାନେ ବହୁତ ଘମଣ୍ଡି ସ୍ୱଭାବର ହୋଇଥାନ୍ତି। କେତେକ ଲୋକ ମାନେ ଅଛନ୍ତି ସେମାନେ ତାଙ୍କ ପଇସା, ସଫଳତା ଓ ସୁନ୍ଦରତା କୁ ନେଇ ବହୁତ ଗର୍ବ କରନ୍ତି । ଦୁନିଆ ରେ କିଛି ବି ସ୍ଥାୟୀ ନୁହଁ । ତେଣୁ କିଛି ଅସ୍ଥାୟୀ ଜିନିଷ କୁ ନେଇ ଗର୍ବ କରିବା ଭଲ ନୁହଁ। କିଛି ଲୋକ ଅଜାଣତରେ ଗର୍ବ କରନ୍ତି ଓ ଏହା ତାଙ୍କ ଅଭ୍ୟାସ ରେ ପରିଣତ ହୋଇଯାଏ ଯାହା ଦ୍ଵାରା ତାଙ୍କୁ ଅନେକ କ୍ଷତି ସହିବାକୁ ପଡେ।

ପୁଅ ମାନଙ୍କ ତୁଳନାରେ ଝିଅ ମାନେ ଟିକେ ଅଧିକ ଘମଣ୍ଡି ସ୍ୱଭାବର ହୋଇଥାନ୍ତି । ସେମାନେ ଅନ୍ୟ କୁ ଦେଖି କି ସହି ପାରନ୍ତି ନାହିଁ । ସେମାନେ ନିଜର ସଫଳତା, ସୁନ୍ଦରତା ଓ ଧନ କୁ ନେଇ ଗର୍ବ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମ ଥିବା ଝିଅ ଙ୍କ ବିଷୟରେ।

A ନାମର ଝିଅ-  ଏହି ନାମର ଝିଅ ମାନେ ନିଜର ଷ୍ଟାଟସ୍ କୁ ନେଇ ବହୁତ୍ ଗର୍ବ କରନ୍ତି । ସେମାନେ ତାଙ୍କ ସହ ସମତୁଲ ହେଉଥିବା ଲୋକ ଙ୍କ ସହ ମିଶନ୍ତି । ସେମାନେ ତାଙ୍କ ଠାରୁ ନିଛ ଲୋକ ଙ୍କ ସହ ମିଶନ୍ତି ନାହିଁ । ଏମାନେ ଅଧିକ ଉଚ୍ଚ ଜିନିଷ କୁ ପସନ୍ଦ କରନ୍ତି ।

ଏହା ଯୋଗୁଁ ଏମାନଙ୍କ ସ୍ଵଭାବ ଅତ୍ୟନ୍ତ ନିଷ୍ଠୁର ହୋଇଥାଏ । ଯାହାକୁ ଏମାନେ ନିଜେ ବି ଜାଣିପାରନ୍ତି ନାହିଁ । ଏମାନେ ବହୁତ ଘମଣ୍ଡି ସ୍ୱଭାବର ହୋଇଥାନ୍ତି। ତାଙ୍କ ବ୍ୟବହାର ଦେଖି ସାମ୍ନା ରେ ଥିବା ଲୋକ ତାଙ୍କ ର ଏ ଖରାପ ସ୍ଵଭାବ ର ବୋଲି ଜାଣିପାରନ୍ତି । ସେମାନେ ବହୁତ ନଖରା ଦେଖାନ୍ତି । ଏମାନଙ୍କୁ ଇମ୍ପ୍ରେସ କରିବା ବହୁତ୍ କଷ୍ଟ।

D ନାମର ଝିଅ-  ଏହି ନାମର ଝିଅ ମାନେ ଉପରୁ ବହୁତ୍ ଶାନ୍ତ ସ୍ଵଭାବ ର ଦେଖା ଯାଆନ୍ତି । ପ୍ରକୃତ୍ର ରେ ଏମାନେ ବହୁତ୍ ଗର୍ବି ହୋଇଥାନ୍ତି । ପୁଅ ମାନେ ଏମାନଙ୍କୁ ଗର୍ବୀ ଝିଅ ବୋଲି ଡାକନ୍ତି । ଏମାନେ କାହାକୁ ଅଧିକ ଭାଉ ଦିଅନ୍ତ ନାହିଁ । ସମୟ କ୍ରମେ ଏମାନଙ୍କ ସ୍ଵଭାବ ବାହାରକୁ ଜଣାପଡେ । ଏମାନେ ନିଜକୁ ଦୁନିଆ ର ସର୍ବ ଶ୍ରେଷ୍ଠ ବୋଲି ମାନନ୍ତି । ଏମାନଙ୍କ ସ୍ଵଭାବ ଯୋଗୁଁ ଏମାନ ଙ୍କୁ କେହି ବି ଭଲ ପାଆନ୍ତି ନାହିଁ।

K ନାମର ଝିଅ-  ଏହି ନାମର ଝିଅ ମାନେ ନିଜର ସଫଳତା, ସୁନ୍ଦରତା ଓ ଧନ କୁ ନେଇ ଗର୍ବ କରନ୍ତି । ଏମାନେ ନିଜକୁ ଦୁନିଆର ସର୍ବ ଶ୍ରେଷ୍ଠ ବୋଲି ମାନନ୍ତି । ଏମାନଙ୍କ ସ୍ଵଭାବ ଅତ୍ୟନ୍ତ ନିଷ୍ଠୁର ହୋଇଥାଏ । ଏମାନେ କାହାର ସଫଳତା ରେ ଖୁସି ହୁଅନ୍ତି ନାହିଁ । ଯଦି ତାଙ୍କ ଠୁ କିଏ ଅଧିକ ଉପରକୁ ଯାଏ ତେବେ ଏମାନେ ରାଗି ଯାଆନ୍ତି ଓ ନିଜ ଖରାପ ସ୍ଵଭାବ କୁ ବଢାନ୍ତି । ଯାହା ଯୋଗୁଁ ଏମାନଙ୍କ ର ଅନେକ ଶତ୍ରୁ ହୁଅନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *