ମାତ୍ର 3 ଦିନ କ୍ଷୀରରେ ଫୁଟାଇ ପିଇ ନିଅନ୍ତୁ 100 ବର୍ଷ ପର୍ଯ୍ୟନ୍ତ, ହାଡ କମଜୋରି, ଥକାପଣ, ଅନିଦ୍ରା, ଆଣ୍ଠୁ ଗଣ୍ଠି ଦରଜ ସବୁ କିଛି ଗାୟବ ହୋଇଯିବ- Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ମାନଙ୍କର କ୍ଳାନ୍ତପଣ, ଦୁର୍ବଳତା, କ୍ୟାଲସିୟମର ଅଭାବ ଓ ଅନିନ୍ଦ୍ରା ଆଦି ସମସ୍ଯା ଦେଖାଯାଉଛି । ଏହି ସବୁ ସମସ୍ଯାକୁ ଦୁର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା ପ୍ରୋଟିନ ପାଉଡର ଓ ମେଡ଼ିସିନ ଆଦିର ସେବନ କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସବୁ ମେଡ଼ିସିନ ଓ ପ୍ରୋଟିନ ଆପଣଙ୍କ ଶରୀର ପାଇଁ ଉଚିତ ହୋଇନାଥାଏ, ଏହି ସବୁ ସମସ୍ଯାକୁ ଦୁର କରିବା ପାଇଁ ଆପଣ ମାନଙ୍କୁ ଘରୋଇ ଉପଚାର କରିବା ଆବଶ୍ୟକ ।

ସେଥିପାଇଁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ଆପଣ ବ୍ୟବହାର କରି ନିଜର ଏହି ସମସ୍ତ ସମସ୍ଯାକୁ ବହୁତ କମ ଦିନ ମଧ୍ୟରେ ଦୁର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ଜିନିଷ ଦରକାର ମଖନା । ବନ୍ଧୁଗଣ ଏହା ଆପଣଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ ଓ ଏହାର ଦାମ ମଧ୍ୟ ବହୁତ କମ ଅଟେ ।  ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ ଓ କପର ଆଦି ତତ୍ଵ ରହିଥାଏ । ଏହାପରେ ବନ୍ଧୁଗଣ ଆମକୁ ଦ୍ଵିତୀୟ ଜିନିଷ ଦରକାର ପୋସ୍ତକ ଦାନା ।

ଏଥିରେ ବହୁତ ମାତ୍ରାରେ କ୍ୟାଲସିୟମ, ଥାଇମିନ ଓ ମ୍ୟାଗନିସ ଓ ଓମେଗା ୩ ଫେସୀଏସିଡ ରହିଥାଏ । ଏହାପରେ ବନ୍ଧୁଗଣ ଆପଣଙ୍କୁ ଦରକାର ମିଶ୍ରି । ଏହା ଆପଣଙ୍କ ଶରୀରର ହିମୋଗ୍ଲୋବିନର ମାତ୍ରାକୁ ବଢାଇ ଥାଏ ଓ ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ସର୍ବ ପ୍ରଥମେ ଏକ ପାତ୍ରକୁ ଗ୍ଯାସ ଚୁଲାହରେ ବସାଇ ଦିଅନ୍ତୁ ଓ ଏଥିରେ ଏକ ଚାମଚ ଶୁଦ୍ଧ ଗାଈ ଘିଅ ପକାଇ ଦିଅନ୍ତୁ ।

ଏହାପରେ ଆପଣ ଦୁଇ ଚାମଚ ପୋସ୍ତକ ଦାନା ଏହି ଘିଅରେ ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଭାଜି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଏକ ଗ୍ଳାସ କ୍ଷୀର ଓ ଏକ ୫ ରୁ ୬ଟି ମଖାନା ପକାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଶେଷରେ ଏଥିରେ ଦୁଇ ଚାମଚ ମିଶିରି ଗୁଣ୍ଡ ମିଶାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ଉବାଳନ୍ତୁ ।

କମ ସେ କମ ୫ ମିନିଟ ଏହାକୁ ଉବାଳିବା ପରେ ଅଳ୍ପ ଥଣ୍ଡା କରି ଏହାର ସେବନ କରିଦିଅନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଆପଣ କେବଳ ୧ ସପ୍ତାହ ସେବନ କରନ୍ତୁ ଆପଣ ଏହାର ଫରକ ନିଶ୍ଚୟ ଜାଣିପାରିବେ । ଆପଣଙ୍କ ହାଡ ମଝବୁତ ହେବା ସହିତ, ଆପଣଙ୍କ ପେଟ ସମସ୍ଯା, ଅନିନ୍ଦ୍ରା ସମସ୍ୟ ଓ କ୍ଳାନ୍ତପଣ ଆଦି ସମସ୍ଯା ଦୁର ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *