ବର୍ତ୍ତମାନ କଣ କରୁଛନ୍ତି ଆଲବମ ହିରୋ ଦୀପକ ଓ ପ୍ରଥମ ଥର ଦେଖନ୍ତୁ ତାଙ୍କ ଫ୍ୟାମିଲି ଆଲବମ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣମାନେ ଆଲବମ ହୀରୋ ଦୀପକ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କର ଆଲବମ ଗୁଡିକୁ ଆପଣ ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ଦୀପକ କଣ କରୁଛନ୍ତି କେଉଁଠି ରହୁଛନ୍ତି ଓ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆପଣ ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ । ଆଜି ଆମେ ଆପଣଙ୍କୁ ତାଙ୍କର ଅସଲ ଜୀବନ ଓ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଓ ସେ ଏବେ କଣ କରୁଛନ୍ତି ସବୁ କିଛି ଜଣାଇବୁ

ତେବେ ଫ୍ରେଣ୍ଡ୍ସ ଆପଣ ମାନେ ଆଲ୍ବମ ହୀରୋ ଦୀପକ ଙ୍କୁ ତ ଭଲ ଭାବେ ଜାଣିଥିବେ । ତାଙ୍କର ଅଭିନୀତ ଆଲବମ ଗୁଡିକୁ ମଧ୍ୟ ଆପଣ ଭଲ ଭାବେ ଜାଣିଥିବେ । ସେ ଅଭିନୟ କରିଥିବା ବହୁତ ଗୁଡିଏ ଗୀତ ସୁପର ହିଟ ମଧ୍ୟ ହୋଇଛି । ତାଙ୍କର ଘର ହେଉଛି ଭୁବନେଶ୍ଵର । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ବୀଣାପାଣି ସାହୁ ।

2007 ମସିହାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା ମା ମଧ୍ୟ ଅଛନ୍ତି । ସେ ବିଟେକ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି । ସେ କମ୍ପ୍ୟୁଟର ସାଇନ୍ସ କରିଛନ୍ତି । ନେଦରଲ୍ୟାଣ୍ଡର ଏକ ଆଇଟି କମ୍ପାନି ରେ ସେ ଜବ କରୁଛନ୍ତି ।

1998 ମସିହାରେ ଦୀପକ ତାଙ୍କର ଅଭିନୟର ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଅନୁ ଚୌଧୁରୀ ଙ୍କ ସହ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଆଲ୍ବମ ରେ ଅଭିନୟ କରି ଲୋକଲୋଚନାକୁ ଆସିଥିଲେ । ସାଥିରେ, ଓମ ଶାନ୍ତି ଓମ, ରଖିବ ଯଦି ସେ ମାରିବ କିଏ ଭଳି ଅନେକ ଓଡିଆ ଫିଲ୍ମ ରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକଙ୍କ ମନକୁ ଜିତି ପାରିଛନ୍ତି । ତାଙ୍କର ଆଲବମ ଗୁଡିକ ମଧ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତାଙ୍କର ଆଲବମ ଗୁଡିକ ଦ୍ଵାରା ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଥିଲେ ।

ତେବେ ଫ୍ରେଣ୍ଡ ଆପଣ ମାନଙ୍କୁ ଦୀପକ କେମିତି ଲାଗନ୍ତି ବା ତାଙ୍କର ଆକଟିଂ ଓ ତାଙ୍କର ଆଲବମ ଗୁଡିକ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *