Malika Bachana- ଆଉ ମାତ୍ର 3 ବର୍ଷ ପରେ ଭାଙ୍ଗିବ ହୀରାକୁଦ ବନ୍ଧ, ଜଳମଗ୍ନ ହେବ ଓଡିଶାର 13 ଟି ଜିଲ୍ଲା

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଉ କେବଳ 3 ବର୍ଷ ପରେ ଭାଙ୍ଗିବାକୁ ଯାଉଛି ହୀରାକୁଦ ବନ୍ଧ । ଏହା ସହିତ ଶ୍ରୀ ମନ୍ଦିରରୁ ମିଳିବ ବଡ ସଂକେତ । ଜଳମଗ୍ନ ହେବ ଓଡିଶାର 13 ଟି ଜିଲ୍ଲା । ବାଂଲାଦେଶରୁ ଓଡିଶା ଆସିବ ଚିତ୍ତଳ ମାଛ, ବଦଳିବ କଟକର ନାମ । କେବଳ ବଞ୍ଚିବେ ଇଶ୍ଵର ବିଶ୍ଵାସୀ । ମାଳିକାରେ ହୀରାକୁଦ ବନ୍ଧ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ଆପଣ ମାଳିକାର ଅନେକ ଭି-ଡି-ଓ ଦେଖିଛନ୍ତି କିନ୍ତୁ ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି କଥା କହିବାକୁ ଯାଉଅଛୁ ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିବ ତାହା ପୂର୍ବରୁ ପୁରୀ ମନ୍ଦିରରୁ ଏକ ବଡ ସଙ୍କେତ ମିଳିବ ବୋଲି ମାଳିକାରେ ବର୍ଣ୍ଣିତ ରହିଛି । ହୀରାକୁଦ ବନ୍ଧ କ’ଣ ପାଇଁ ଭାଙ୍ଗିବ ? ପୁରୀ ମନ୍ଦିରରୁ କ’ଣ ସଂକେତ ମିଳିବ ? ଏହାକୁ ନେଇ ମାଳିକାରେ ଅନେକ କଥା ଲେଖା ଅଛି । ହୀରାକୁଦ ଜଳ ଭଣ୍ଡାର ମାଟିରେ ତିଆରି ହୋଇଛି ବୋଲି ଆପଣ ମାନେ ଜାଣିଛନ୍ତି ଆଉ ବର୍ତ୍ତମାନ ବନ୍ଧ କୁ ମରାମତି ମଧ୍ୟ କରାଯାଉଅଛି ।

ମାଳିକା ଅନୁସାରେ ହୀରାକୁଦ ବନ୍ଧ ଭାଙ୍ଗିବାକୁ ଆଉ ମାତ୍ର 3 ବର୍ଷ ବାକି ଅଛି ଅର୍ଥାତ 3 ବର୍ଷ ଭିତରେ ହୀରାକୁଦ ବନ୍ଧ ଭଙ୍ଗିବ । ମାଳିକାରେ ଆହୁରୀ ମଧ୍ୟ ଲେଖାଅଛି ଯେ ୨୦୨୫ ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିବ ଏହାପରେ ସେଥିରେ ଏକ ଚିତ୍ତଳ ମାଛ ବାହାରିବ ଏବଂ ତାହାର ମୃ-ତ୍ୟୁ ହେବ ଆଉ ତାହା ହାଡରେ କବାଟ ତିଆରି ହେବ ।

୧୯୪୭ ମସିହାରେ ହୀରାକୁଦ ବନ୍ଧା କାମ ଆରମ୍ଭ ହୋଇ ୧୯୫୭ ମସିହାରେ ଶେଷ ହୋଇଥିଲା ମାଳିକାରେ କୁହାଯାଇଛି ଯେ ଯେଉଁ ସମୟରେ ହୀରାକୁଦ ବନ୍ଧ ଭାଙ୍ଗିବ ସେହି ସମୟରେ ସମୁଦ୍ରପାଣି ପାଣି ମାଡି ଆସିବ ଏବଂ ସୃଷ୍ଟି ହେବ ମହାପ୍ରଳୟ । ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିବ ଏହା ପୂର୍ବରୁ ପୁରୀ ଶ୍ରୀ ମନ୍ଦିରରୁ ବଡ ପଥର ଖସିବ କୁହାଯାଏ ଯେ ବାଂଲାଦେଶ ଉପକୂଳ ସମୁଦ୍ରରେ ଲୋକେ ଚିତ୍ତଳ ମାଛ କୁ ଦେଖିଛନ୍ତି ଯାହା ଦିନେ ଭାରତକୁ ଫେରିବ ।

ଏହା ସହିତ ତାହା ମା’ ସାରଳା ଙ୍କୁ ଦର୍ଶନ କରିବ । ଏହାପରେ ଚିତ୍ତଳ ମାଛ ମୃ-ତ୍ୟୁ ବରଣ କରିବ । ତେବେ ଚିନ୍ତା କରିବାର ବିଷୟ ଯେ ଚିତ୍ତଳ ମାଛର ଆକାର କେତେବଡ ହୋଇଥିବ ? ଯାହାର କଙ୍କାଳରେ ହୀରାକୁଦ ବନ୍ଧ ନିର୍ମାଣ ହେବ । ହୀରାକୁଦ ବନ୍ଧ ଭାଙ୍ଗିଲେ ଓଡିଶାର ୧୩ ଟି ଜିଲ୍ଲା ଜଳମଗ୍ନ ହେବ । ଯେତେବେଳେ ଜଳମଗ୍ନ ହେବ ସେତେବେଳେ କଟକର ନାମ ବଦଳି ହେବ ଅମରାବତୀ ଯାହା ପୂର୍ବରୁ ଥିଲା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *