Vivo Diwali Offer: ମାତ୍ର 101 ଟଙ୍କାରେ ଆପଣ କିଣି ପାରିବେ Smart Phone, ଦେଖନ୍ତୁ କଣ ରହିଛି Offer ଓ ଏହାକୁ କିପରି କିଣିବେ

ବନ୍ଧୁଗଣ, ହୁଏତ ଏହି କଥା ଆପଣଙ୍କର ବିଶ୍ଵାସ ହୋଇ ନପାରେ କିନ୍ତୁ ଏହା ସଂପୂର୍ଣ୍ଣ ସତ କଥା । ବର୍ତ୍ତମାନ ପ୍ରେସଟିଭ ସିଜନ ଚାଲିଛି । ଏହି ଅବସରରେ ଇ କମର୍ଷ ୱେବ ସାଇଟ ରେ ଦୀପାବଳୀ ସେଲ ମଧ୍ୟ ଚାଲିଛି । ଆଉ ଏହି ଅବସରରେ ଅନେକ ମହଙ୍ଗା ପ୍ରଡ଼କ୍ଟ ମଧ୍ୟ ବହୁତ ଶସ୍ତା ରେ ମିଳୁଅଛି । ଅନେକ ସ୍ମାର୍ଟ ଫୋନ କମ୍ପାନୀ ମାନେ ମଧ୍ୟ ନିଜ ଫୋନ ଉପରେ ଭାରି ରିହାତି ଦେଉଛନ୍ତି ।

ଏବେ VIVO ଫେସଟିଭ ସିଜନ ରେ ଦମଦାର ଅଫର ନେଇ ଆସିଛି । ଏଥିରେ ଆପଣ VIVO ସ୍ମାର୍ଟଫୋନ କୁ ମାତ୍ର ୧୦୧ ଟଙ୍କାରେ କିଣି ପାରିବେ ବୋଲି ଜଣା ପଡିଛି । VIVO x70 ସିରିଜ, VIVO v21 ରେଞ୍ଜ, VIVO y73 ସ୍ମାର୍ଟ ଫୋନ ଅନେକ ଅଫର ସହିତ ଲାଟେଷ୍ଟ ରହିଅଛି । ଏହି ଅଫର ଅନଲାଇନ ଏବଂ ଅଫଲାଇନ ରେ ମିଳୁଛି । ଏବଂ ଏହାର ବୈଧତା ୭ ନଭେମ୍ବର ପର୍ଯ୍ୟନ୍ତ ବୈଧ ରହିବ ।

VIVO ବଜାଜ ଫାଇନାନ୍ସ ସହିତ ପାର୍ଟନରଶିଫ କରିଛି ଯାହା ଫଳରେ ଗ୍ରାହକ ମାତ୍ର ୧୦୧୦ ଟଙ୍କା ରେ ଫୋନ କିଣିପାରିବେ । ଅତିରିକ୍ତ ଅଫର ରେ କିଛି ବଛା ବଛା କାର୍ଡ ରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ଏବଂ ସ୍ପେଶିଫିକ VIVO ସ୍ମାର୍ଟଫୋନ ପାଇଁ ଥରେ ସ୍କ୍ରିନ ଋପ୍ଲେସମେଣ୍ଟ ସାମିଲ । ଯଦି ଆପଣ VIVO x70 ସିରିଜ କିଣୁଛନ୍ତି ସେଥିରେ ୧୦ ପ୍ରତିଶତ ର ଡିଶକାଉଣ୍ଟ ମଧ୍ୟ ପାଇବେ । ବଜାଜ ଫାଇନାନ୍ସ ରେ ଆପଣ ୧୫ ହଜାର ଟଙ୍କା ରୁ ଅଧିକ ଦାମ ର ସ୍ମାର୍ଟଫୋନ ମାତ୍ର ୧୦୧ ଟଙ୍କା ରେ କିଣି ପାରିବେ ।

VIVO ଫାଇନାନ୍ସ ପାର୍ଟନର ସହିତ ଅତିରିକ୍ତ ଲୋ କୋଷ୍ଟ EMI ବିକଳ୍ପ ମଧ୍ୟ ଉପଲବ୍ଧ ହେବ । VIVO x73, VIVO y33s କିଣିବା ପାଇଁ ଯଦି ଆପଣ ICIC ବ୍ୟାଙ୍କ, IDFC ଫାଷ୍ଟ ବ୍ୟାଙ୍କ ଏବଂ HDFC ଫାଇନାନ୍ସ କାର୍ଡ ରୁ ପେମେଣ୍ଟ କରୁଛନତି ତେବେ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇବେ ।

ୱାନ ଟାଇମ ସ୍କ୍ରିନ ରିପଲେସମେଣ୍ଟ, ୧ ବର୍ଷ ଆକ୍ସିଡେଣ୍ଟ ୱାରେଣ୍ଟି, ଜିଓ ବେନିଫିଟ, ବଜାଜ ଫାଇନାନ୍ସ ର ୧୦୧ ଟଙ୍କା ଅଫର, ଲୋ କୋଷ୍ଟ EMI ବିକଳ୍ପ ମଧ୍ୟ ଉପଲବ୍ଧ ହେଉଅଛି । ତେବେ ଆପଣ ଡେରି ନ କରି ତୁରନ୍ତ ଏହି ଫୋନ ସବୁ କିଣି ନିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *