ବଦଳିଗଲା କି Salman-Shahrukh ଙ୍କ ସଂପର୍କ ? ଜାମିନ କାଗଜରେ ଦସ୍ତଖତ ପାଇଁ Juhi Chawla ଙ୍କୁ କାହିଁକି ବାଛିଲେ ଶାହରୁଖ ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଦଳି ଗଲେ କି ସାହାରୁଖ ଖାଁ ? ସଲମାନ ଖାଁ ଙ୍କୁ ଏବେ ଅବିଶ୍ୱାସ କରିବାକୁ ଆରମ୍ଭ କରିଛନ୍ତି କି ସାହାରୁଖ ? ଆର୍ୟନ ଏବେ ବେ-ଲ ରୁ ବାହାରକୁ ଆସିବା ପରେ ଗୋଟିଏ ଜିନିଷ ଚର୍ଚ୍ଚା ହେଉଛି ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ । ତାହା ହେଉଛି ସଲମାନ ଙ୍କ ଠାରୁ ଅଧିକ ବିଶ୍ୱାସ ସାହାରୁଖ କରୁଛନ୍ତି କି ଜୁହି ଚାୱଲା ଙ୍କୁ ? କାରଣ ଜୁହି ଚାୱଲା ଆର୍ୟନ ଖାଁ ଙ୍କ ସ୍ୟୋରିଟି ବଣ୍ଡ ଉପରେ ଦସ୍ତଖତ କରିଥିଲେ ଏବଂ ଏକ ଲକ୍ଷ ଟଙ୍କା ର ବ୍ୟକ୍ତିଗତ ମୋଚାଲିକା ରେ ଆର୍ୟନ ଖାଁ ବାହାରକୁ ଆସିଥିଲେ ।

ତେବେ କାହିଁକି ସାହାରୁଖ ଖାଁ ସଲମାନ ଖାଁ ଙ୍କୁ ଏହି ସୁଯୋଗ ଟି ଦେଲେ ନାହିଁ ? ସଲମାନ ଖାଁ ହିଁ ଥିଲେ ପ୍ରଥମ ବ୍ୟକ୍ତି ଯିଏ ଏଭଳି ପରିସ୍ଥିତି ରେ ପ୍ରଥମେ ସାହାରୁଖ ଙ୍କ ପାଖରେ ଯାଇ ପହଁଚି ଥିଲେ । ତେବେ ସଲ୍ମାନ ଙ୍କ ଦସ୍ତଖତ କଣ ପାଇଁ ନେଲେ ନାହିଁ ? କଣ ହୋଇପାରେ ଏହାର ପଛରେ ଥିବା କାରଣ ? ଅବିଶ୍ୱାସ କରୁଛନ୍ତି କି ସାହାରୁଖ ସଲମାନ ଖାଁ ଙ୍କ ଉପରେ ? ଅଥବା ସଲମାନ ଖାଁ ଅନେକ ଥର ଜେ-ଲ ଫେ-ର-ନ୍ତା ହୋଇ ଥିବାରୁ ତାଙ୍କ ଦସ୍ତଖତ କୌଣସି ମୂଲ୍ୟ ରଖେ ନାହିଁ ଏବଂ ତାଙ୍କ ପୁଅ ର ବେ-ଲ ପାଇଁ ଜଣେ କ୍ଲିନ ନେଚର ବ୍ୟକ୍ତି ର ଦସ୍ତଖତ ଆବଶ୍ୟକ ପଡିଥିଲା ? ଯାହାର ଭଲ ଅପ୍ସନ ଜୁହି ଚାୱଲା ଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ ।

ସାହାରୁଖ ଖାଁ ଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଅନେକ ସାଙ୍ଗ ଅଛନ୍ତି । ଏଭଳି କି ଫାରା ଖାଁ ତାଙ୍କର ସବୁଠାରୁ ଭଲ ସାଙ୍ଗ ଅଟନ୍ତି । ଏହା ସହିତ ତାଙ୍କ ମ୍ୟାନେଜର ପୂଜା ଦଦ୍ଲାନୀ ଯିଏ କି ତାଙ୍କର ପ୍ରତିଟି କାମ କରନ୍ତି । ଅନ୍ୟ ପଟେ ସାହାରୁଖ ଖାଁ ଙ୍କ ଫ୍ରେଣ୍ଡ ଲିଷ୍ଟ ଭିତରେ କାଜୋଲ ମଧ୍ୟ ଅଛନ୍ତି । ଯିଏ କି ତାଙ୍କର ସବୁଠାରୁ ପୁରୁଣା ବନ୍ଧୁ ଅଟନ୍ତି । ତେବେ ଏଭଳି କଣ କାରଣ ଥିଲା ଯେଉଁଥିପାଇଁ ଜୁହି ଚାୱଲା ଙ୍କୁ ହିଁ ବାଛିଲେ ସାହାରୁଖ ଖାଁ ?

ତେବେ ଏହାକୁ ନେଇ ବର୍ତ୍ତମାନ ଆଲୋଚନା ହେଉଛି ଯେ ସଲମାନ ଖାଁ ବୋଧହୁଏ ଜଣେ ଭଲ ଇଂଫ୍ଲୁଏନ୍ସ ନୁହଁନ୍ତି ଆର୍ୟନ ଖାଁ ଙ୍କ ପାଇଁ । କାରଣ ଆର୍ୟନ ଖାଁ ଙ୍କୁ କୌଣସି ଖରାପ ସଙ୍ଗତ ରେ ରଖିବାକୁ ଚାହାନ୍ତି ନାହିଁ ସାହାରୁଖ ଖାଁ । ସଲ୍ମାନ ଖାଁ ଙ୍କ ରୋକଠୋକ କଥା ଏବଂ ଦବଙ୍ଗ ବ୍ୟବହାର ସମ୍ବନ୍ଧରେ ସମସ୍ତେ ଜାଣନ୍ତି । ଏହା ସହିତ ସଲମାନ ଙ୍କ ସ-ର୍ଟ ଟେ-ମ୍ପ-ର ଗୁଣ ବି କାହାକୁ ଅଛପା ନାହିଁ ।

ତେବେ ଏହି ସବୁ ଭିତରେ କାହିଁକି ସାହାରୁଖ ଖାଁ ସଲମାନ ଖାଁ ଙ୍କୁ ନବାଛି ଜୁହି ଚାୱଲା ଙ୍କୁ ବାଛିଲେ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ । ତେବେ ସଲ୍ମାନ ନିଜର ସମସ୍ତ ପାୱାର ୟୁଜ କରି ଏନ୍ସିବି ଅଫିସର ସମୀର ୱାଙ୍କଡେ ଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ଯାହା ଫଳରେ ସମୀର ଙ୍କୁ ଫ-ସା-ଇ ଦିଆଗଲା ଏବଂ ଯେତେବେଳେ ସମୀର ନିଜ ଉପରେ ଲାଗିଥିବା ଆ-ରୋ-ପ କୁ କ୍ଲିଅର କରିବା ନିମନ୍ତେ ଲାଗି ପଡ଼ିଥିଲେ ସେହି ସମୟ ରେ ହିଁ ବେଲ ମିଳିଥିଲା ଆର୍ୟନ ଖାଁ ଙ୍କୁ ।

ତେବେ ଏହା ନିଶ୍ଚିତ ଭାବରେ ଗୋଟିଏ ବଡ଼ ରହସ୍ୟ ଓ ଗୋଟିଏ ବଡ଼ ପ୍ରଶ୍ନ କୁ ଜନ୍ମ ଦେଉଛି । ତେବେ ଏଭଳି ପ୍ରଶ୍ନ ଉଠୁଛି ଯେ ଏହା କଣ ସାହାରୁଖ ଖାଁ ଙ୍କ ଡବଲ ଷ୍ଟାଣ୍ଡର୍ଡ ଅଥବା ଅନ୍ୟ କିଛି ? ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଗୁମର କେବଳ ବଲିଉଡ କଳାକାର ଙ୍କୁ ହିଁ ଜଣା ।

Leave a Reply

Your email address will not be published. Required fields are marked *