ମାତ୍ର ୫ ମିନିଟରେ ପୁରୁଣା ରୁ ପୁରୁଣା କାଶ ମଧ୍ୟ ସବୁଦିନ ପାଇଁ ମୂଳରୁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଟିପ୍ସ- Baba Ramdev Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ଆସିଛୁ । ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି କାଶ ପରିକା ସମସ୍ଯାକୁ ବହୁତ ସହଜରେ ଦୂର କରିପାରିବେ । ବନ୍ଧୁଗଣ ଏହି ଉପଚାରକୁ ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଆଜିର ଏହି ଉପଚାରଟି ବହୁତ ସହଜ ଅଟେ, ଯାହା ଆପଣଙ୍କର କାଶ ଜନିତ ସମସ୍ଯାକୁ ସବୁଦିନ ପାଇଁ ଦୂର କରିଥାଏ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଦରକାର ଅଦା, ଅଦା ଆପଣଙ୍କୁ ନିଜ ରୋଷେଇ ଘରେ ବହୁତ ସହଜରେ ମିଳିଯାଇଥାଏ । ପ୍ରଥମେ ଆପଣ ଖଣ୍ଡେ ଅଦାକୁ ନେଇ ତାହାର ଚୋପାକୁ ଭଲ ଭାବରେ ଛଡାଇ ଦିଅନ୍ତୁ । ଅଦାର ଚୋପା ଛଡାଇବା ପରେ ଆପଣ ସେହି ଅଦାକୁ ଚାରି ରୁ ପାଞ୍ଚ ଖଣ୍ଡ କରି କାଟି ଦିଅନ୍ତୁ ଓ ଏହାକୁ ଏକ ପାତ୍ରରେ ରଖିଦିଅନ୍ତୁ ।

ଏହାପରେ ଆମର ଦୁତୀୟ ସାମଗ୍ରୀ ହେଉଛି ଲବଙ୍ଗ । ଫୁଲ ଲାଗିଥିବା ଲବଙ୍ଗ ଆପଣ ଚାରି ରୁ ପାଞ୍ଚଟି ନିଅନ୍ତୁ । ଏହାପରେ ଆପଣ ୧୦ଟି ଗୋଲମରୀଚ ନିଅନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଏକ ରୁଟି ସେକା ତାୱା ନିଜ ଗ୍ଯାସ ଚୁଲାରେ ବସେଇ ଦିଅନ୍ତୁ ଓ ଏହି ତାୱାରେ ଆପଣ ଲବଙ୍ଗ ଓ ଗୋଲମରୀଚକୁ ଭଲ ଭାବରେ ଭାଜି ଦିଅନ୍ତୁ । ଲବଙ୍ଗ ଓ ଗୋଲମରୀଚ ଅଳ୍ପ କଳା ହେବା ପରେ ଆପଣ ଏହାକୁ ଏକ ପାତ୍ରରେ ରଖିଦିଅନ୍ତୁ ।

ଏହାପରେ ଆପଣ ସେହି ତାୱାରେ କଟାଯାଇଥିବା ଅଦାକୁ ଭଲ ଭାବରେ ଭାଜିଦିଆନ୍ତୁ । ବନ୍ଧୁଗଣ ଭାଜିବା ପରେ ଆପଣ ଏକ ହୋମଦସ୍ତା ନିଅନ୍ତୁ ଓ ଏଥିରେ ଲବଙ୍ଗ ଏବଂ ଗୋଲମରୀଚକୁ ପକାଇ ଭଲ ଭାବରେ ପେଶୀ ଦିଅନ୍ତୁ । ଏହା ପରେ ଆପଣ ଅଦାକୁ ମଧ୍ୟ ଭଲ ଭାବରେ ପେଶୀ ଦିଅନ୍ତୁ ।

ବନ୍ଧୁଗଣ ଯଦି ୬ ମାସରୁ ୧ ବର୍ଷର ଶିଶୁକୁ ଆପଣ ଏହି ଉପଚାର ଦେବାକୁ ଚାହୁଁଛନ୍ତି ତା ହେଲେ ଆପଣ ଏକ ପାତ୍ର ନିଅନ୍ତୁ ସେଥିରେ ଚିମୁଟାଏ ଅଦା ଓ ଲବଙ୍ଗ ଗୋଲମରୀଚର ଗୁଣ୍ଡ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଅଧା ଚାମଚ ମହୁ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହା ପରେ ଆପଣ ଶିଶୁକୁ ଏହି ମିଶ୍ରଣ ନେଇ ଚଟେଇ ଦିଅନ୍ତୁ ଓ ଅଳ୍ପ ଉଷୁମ ପାଣି ପିଆଇ ଦିଅନ୍ତୁ ।

ଯଦି ବଡ ଲୋକମାନେ ଏହି ଉପଚାରର ସେବନ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏକ ପାତ୍ର ନିଅନ୍ତୁ ସେଥିରେ ଅଧା ଚାମଚ ଲବଙ୍ଗ ଓ ଗୋଲମରୀଚ ମିଶାଇ ଅଳ୍ପ ଅଦା ରସ ମିଶାଇ ଦିଅନ୍ତୁ ଏବଂ ଶେଷରେ ଏଥିରେ ଏକ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ । ବନ୍ଧୁଗଣ କେବଳ ଏହାର ଗୋଟିଏ ଥର ସେବନରେ ଆପଣ ସବୁଦିନ ପାଇଁ ନିଜ କାଶ ଜନିତ ସମସ୍ଯାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ନିଜେ ଏହି ଉପଚାରର ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *