ଏମାନେ ହେଉଛନ୍ତି TV ଇଣ୍ଡଷ୍ଟ୍ରି ର ଏହି ଫେମସ Actor ମାନଙ୍କର ରିଅଲ ଲାଇଫ ଶାଳି, ଯେଉଁ ମାନେ ସୁନ୍ଦରତାରେ କୌଣସି ହିରୋଇନ ଙ୍କ ଠାରୁ ବି ନୁହଁନ୍ତି କମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଓ ସେହି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସେହି କଳାକାର ମାନେ ନିଜ ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନରେ ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି ଅଭିନେତା ମାନେ ଦର୍ଶକ ମାନଙ୍କର ମନୋରଞ୍ଜନ କରି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଏହି ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଅଭିନେତା ମାନଙ୍କର ପତ୍ନୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆପଣ ମାନେ କଣ ଏମାନଙ୍କର ଶାଳି ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର କିଛି ଅଭିନେତାଙ୍କ ଶାଳି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।


ବିବେକ ଧେୟା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ବିବେକ ଧେୟା । ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ବିବେକ ଧେୟା ନିଜ ଷ୍ଟାଇଲ ଓ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ସେ କବଚ, ଏକ ବୀର କି ଅରଦାସ ବୀରା ଓ ୟେ ହେ ମହବତେ ପରି ଲୋକପ୍ରିୟ ସିରିଏଲ କରିଛନ୍ତି । ବିବେକ ୨୦୧୬ରେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କ ସହ ବିବାହ କରିଥିଲେ । ଦିବ୍ୟଙ୍କାଙ୍କ ଭଉଣୀ ବା ବିବେକଙ୍କର ଶାଳି ହେଉଛନ୍ତି ପ୍ରିୟଙ୍କା ତ୍ରିପାଠୀ । ପ୍ରିୟଙ୍କା ଓ ବିବେକଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ସେମାନେ ପରସ୍ପର ସହ ବହୁତ ମସ୍ତି କରନ୍ତି ।

ଅଭିନବ ଶୁକ୍ଲା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅଭିନବ ଶୁକ୍ଲା । ଛୋଟ ପରଦାର ଜଣା ଶୁଣା ଅଭିନେତା ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ସେ ହିଟଲର ଦିଦି, ଏକ ହଜାରୋ ମେ ମେରି ବେହେନା ହେ ଓ ଛୋଟୀ ବୋହୁ ପରି ପ୍ରସିଦ୍ଧ ସିରିଏଲରେ କାମ କରିଛନ୍ତି । ସେ ଅଭିନେତ୍ରୀ ରୁବିନା ଦିଲାଇକଙ୍କ ସହ ୨୦୧୮ରେ ବିବାହ କରିଛନ୍ତି । ରୁବିନାଙ୍କର ଦୁଇଜଣ ଭଉଣୀ ରୁହିନୀ ଓ ନେନା ହେଉଛନ୍ତି ଅଭିନବଙ୍କର ଶାଳି । ଅଭିନବ ଓ ତାଙ୍କ ଶାଳିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଏମାନେ ସବୁବେଳେ ମଜା ମସ୍ତି କରି ରହିଥାନ୍ତି ।


ରୋହିତ ରାଜ ଗୋୟେଲ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଛୋଟ ପରଦାର ଡାଇରେକ୍ଟର ରୋହିତ ରାଜ ଗୋୟଲ । ରୋହିତ ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ଦିଆ ଅର ବାତି ର ନିର୍ଦେଶନା କରିଥିଲେ । ଏହି ସିରିଏଲ ମାଧ୍ୟମରେ ରୋହିତ ଅଭିନେତ୍ରୀ ଦୀପିକା ସିଂହଙ୍କ ସହ ୨୦୧୪ ମସିହାରେ ବିବାହ କରିଥିଲେ । ଦୀପିକାଙ୍କ ଭଉଣୀ ହେଉଛନ୍ତି ପୂର୍ବା ସିଂହ । ପୂର୍ବା ହେଉଛନ୍ତି ରୋହିତଙ୍କର ଶାଳି । ପୂର୍ବା ଓ ରୋହିତଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଏମାନେ ଏକା ସହ ବହୁତ ମଜା ମସ୍ତି କରନ୍ତି ।


ଧୀରଜ ଧୂପର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଧୀରଜ ଧୂପର । ଧୀରଜ Zee TVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ମୁଖ୍ୟ ଅଭିନେତାର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ୨୦୧୬ରେ ଅଭିନେତ୍ରୀ ବିନି ଅରୋରାଙ୍କ ସହ ବିବାହ କରିଥିଲେ । ବିନିଙ୍କର ଭଉଣୀ ହେଉଛନ୍ତି ମିତ ଅରୋରା । ମିତ ଓ ଧୀରଜ ବହୁତ ଭଲ ସାଙ୍ଗ ଅଟନ୍ତି । ଏମାନେ ନିଜ ସମ୍ପର୍କକୁ ବହୁତ ଭଲ ଭାବରେ ବୁଝିଥାନ୍ତି ।

ଶବିର ଆଲୁବାଲିଆ

ଟିଭି ସିରିଏଲ କୁମକୁମ ଭାଗ୍ୟ ରେ ଅଭିଷେକ ଚରିତ୍ରକୁ ଅଭିନେତା ଶବିର ଆଲୁବାଲିଆ ବହୁତ ଭଲ ଭାବେ କରୁଛନ୍ତି ଯାହା ପାଇଁ ସେ ଆଜି ଘରେ ଘରେ ଅଭି ନାମରେ ପରିଚିତ । ସେ ଅଭିନେତ୍ରୀ କାଞ୍ଚି କୌଲ ଙ୍କୁ ବିବାହ କରିଛନ୍ତି । କହିବାକୁ ଗଲେ କାଞ୍ଚି ଙ୍କର ତ ନିଜର କୌଣସି ଭଉଣୀ ନାହିଁ କିନ୍ତୁ ସଲମାନ ଖାନ ଙ୍କ ଭଉଣୀ ଅର୍ପିତାଙ୍କୁ ସେ ନିଜର ସାଙ୍ଗ ଓ ଭଉଣୀ ମଧ୍ୟ ମାନନ୍ତି ଯେଉଁ କାରଣରୁ ଶବିର ମଧ୍ୟ ଅର୍ପିତା ଙ୍କୁ ଶାଳି ବୋଲି ମାନନ୍ତି । ଏମାନଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଙ୍ଗ ରହିଛି ।

ତେବେ ଏମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ଏକ୍ଟର ଙ୍କ ଆକଟିଂ ଆପଣଙ୍କୁ ଭଲ ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *