ମାତ୍ର ୧ ଟଙ୍କା ୪୪ ପଇସାରେ ଏହି ଠାରେ ମିଳେ ପେଟ୍ରୋଲ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ସମଗ୍ର ଭାରତ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ହୋଇଯାଉଛି । ଗତ କିଛି ମାସ ହେବ ପେଟ୍ରୋଲ ଦରର ବୃଦ୍ଧି ହେଉଛି । ପେଟ୍ରୋଲ ଦର ବୃଦ୍ଧି ହେବାରୁ ଏହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଜୀବନରେ ଉପରେ ପଡୁଛି । କାରଣ ବନ୍ଧୁଗଣ ଗୋଟେ ଗରିବ ବା ଦରିଦ୍ର ଲୋକ ପାଇଁ ୧୦୦ ଟଙ୍କା ବହୁତ ଅଧିକ ଓ ବର୍ତ୍ତମାନ କିଛି ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ହୋଇସାରିଛି । ଗତ ୬ ମାସ ମହୟରେ ୧୫ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଦର ବଢି ଚାଲିଛି ।

ବନ୍ଧୁଗଣ ଓଡିଶା ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ୯୨ ଟଙ୍କା ହୋଇସାରିଛି । ଏହା ବ୍ଯତୀତ ମାଲକାନଗିରି ଆଦି ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ହୋଇସାରିଛି । ବନ୍ଧୁଗଣ ପେଟ୍ରୋଲ ଓ ଡିଜେଲ ଦର ବଢିଯିବାରୁ ପରିବହନ କରାଯାଉଥିବା ସମସ୍ତ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି ।

ହେଲେ ବନ୍ଧୁଗଣ ଭାବନ୍ତୁ ଯଦି ଆପଣଙ୍କୁ ପେଟ୍ରୋଲ ପ୍ରତି ଲିଟରରେ ୧ ଟଙ୍କା ବା ୨ ଟଙ୍କାରେ ମିଳିବ ତା ହେଲେ ଆପଣ କଣ କରିବେ । ବନ୍ଧୁଗଣ ଏମିତି ମଧ୍ୟ ଏକ ଦେଶ ରହିଛି ଯେଉଁଠି ପେଟ୍ରୋଲ ଦର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆମେରିକା ଦେଶର ଭେନେଜୁଲାରେ ପେଟ୍ରୋଲ ଦର ଶୁଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଏହି ସ୍ଥାନରେ ପେଟ୍ରୋଲ ଦର ରହିଛି ପ୍ରତି ଲିଟର ପଛରେ ୧ ଟଙ୍କା ୪୪ ପଇସା । ବନ୍ଧୁଗଣ ପେଟ୍ରୋଲ ଦର ଏତେ କମ ହେବାର ମୁଖ୍ୟ କାରଣ ହେଉଛି ସେହି ସ୍ଥାନରେ ପେଟ୍ରୋଲ ଉତ୍ପାଦନ ହେଉଛି । ମନେକରନ୍ତୁ ଯଦି ଆପଣ ନିଜ ଜମିରେ କୌଣସି ନଳକୂପ ବା କୂପ ଖୋଳିବେ ତା ହେଲେ ଆପଣଙ୍କୁ ମାଗଣାରେ ପାଣି ମିଳିବ ଠିକ ସେହି ପରି ସେହି ସ୍ଥାନରେ ତେଲର ଉତ୍ପାଦନ ହେଉଛି ତେଣୁ କିଏ ବା କାହିଁକି ଅଧିକ ଦରରେ ପେଟ୍ରୋଲ ବିକ୍ରି କରିବ । 

ବନ୍ଧୁଗଣ ଏହି ଦେଶ ବ୍ଯତୀତ ଅନ୍ୟ ମଧ୍ୟ କିଛି ଦେଶ ରହିଛି ଯେଉଁଠି ପେଟ୍ରୋଲ ଦର ବହୁତ କମ ରହିଛି । ଯେମିତି ଇରାନରେ ପେଟ୍ରୋଲ ଦର ୪ ଟଙ୍କା ୩୯ ପଇସା, ଅଙ୍ଗୋଲାରେ ୧୭ ଟଙ୍କା ୭୭ ପଇସା, ଆଲଜେରିଆରେ ୨୫ ଟଙ୍କା ୩ ପଇସା, କୁଏତରେ ୨୫ ଟଙ୍କା ୧୩ ପଇସା, ସୁଦାନରେ ୧୭ ଟଙ୍କା ୪୦ ପଇସା, କାଜାକସ୍ଥାନରେ ୨୯ ଟଙ୍କା ୬୫ ପଇସା ଓ କ୍ଵାଟରରେ ୨୯ ଟଙ୍କା ୮୨ ପଇସା ଲିଟର ପିଛା ରହିଛି । ବନ୍ଧୁଗଣ ଏମିତି ମଧ୍ୟ କିଛି ଦେଶ ରହିଛି ଯେଉଁଠି ଭାରତ ମୁତାବକ ବହୁତ ଅଧିକ ପେଟ୍ରୋଲ ଦର ରହିଛି । ହାଙ୍କକଙ୍ଗ ଦେଶରେ ପେଟ୍ରୋଲ ଦର ହେଉଛି ୧୮୦ ଟଙ୍କା । 

ବନ୍ଧୁଗଣ ଯେଉଁ ଦେଶରେ ପେଟ୍ରୋଲ ଦର କମ ରହିଛି ସେମାନେ ପାଣି ବହୁତ ଟଙ୍କା ଦେଇ କିଣୁ ଛନ୍ତି । ଆମ ଦେଶରେ ପାଣି ଦର କମ ତ ଅନ୍ୟ ଦେଶରେ ପେଟ୍ରୋଲ ଦର । ତେଣୁ ବନ୍ଧୁଗଣ ଖବର ମିଳିଛି ଆଗାମୀ ସମୟରେ ପେଟ୍ରୋଲ ଦର ନିଶ୍ଚୟ କମିବ । ବର୍ତ୍ତମାନ ପେଟ୍ରୋଲ ଦର ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *