ବିବାହ ପରେ ସ୍ଵାମୀ ସବ୍ୟ ଙ୍କ ସହ ରାଜସ୍ଥାନ ବୁଲିଲେ ଅଭିନେତ୍ରୀ ଅର୍ଚ୍ଚିତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଦୁଇଟି ଦିଗଜ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କ ବିଷୟରେ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ ସେହି କଳାକାର ଦୁଇ ଜଣ ହେଲେ ସବ୍ୟସାଚୀ ମିଶ୍ର ଓ ଅର୍ଚିତା ସାହୁ । ବନ୍ଧୁଗଣ ଏହି ଦୁଇଜଣ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

କାରଣ ଗତ କାଲି ଏହି ଦୁଇଜଣ ରାଜସ୍ଥାନରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ବନ୍ଧୁଗଣ ବିବାହ ପରେ ସେମାନେ କଣ କରୁଛନ୍ତି ଆପଣ ମାନେ ଜାଣିଛନ୍ତି କି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସବ୍ୟ ଓ ଅର୍ଚିତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଗତକାଲି ସବ୍ୟ ଓ ଅର୍ଚିତାଙ୍କ ହଳଦୀ ଫଟୋ ଓ ବିବାହ ଫଟୋ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ଦୁଇଜଣଙ୍କ ବିବାହ ପାଇଁ ସେମାନଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି ଓ କେତେକ ବଡ ବଡ କଳାକାର ମାନେ ମଧ୍ୟ ଏହି ଦୁଇଜଣଙ୍କୁ ବିବାହ ଉପଲକ୍ଷେ ଶୁବେଛା ଜଣାଇଛନ୍ତି ।

ବନ୍ଧୁଗଣ ସବ୍ୟ ଓ ଅର୍ଚିତା ଏକ ସହ ବହୁତ ଗୁଡିକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଏମାନେ ନିଜ ସମ୍ପର୍କ ବିଷୟରେ କେବେହେଲେ ମିଡିଆ ସାମ୍ନାରେ ସ୍ଵୀକାର କରିନଥିଲେ ହେଲେ ଏମାନେ ହଠାତ ଏମିତି ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବନ୍ଧୁଗଣ ଏହି ବିବାହ ପାଇଁ ବହୁତ ବିବାଦ ମଧ୍ୟ ହୋଇଥିଲା । କାରଣ ସବ୍ୟ ପ୍ରଥମେ ସୀମାଙ୍କ ସହ ବିବାହ କରିଥିଲେ ହେଲେ ସୀମା ଓ ସବ୍ୟ ଆପଶ ବୁଝାବଣାରେ ପରସ୍ପର ଠାରୁ ଅଲଗା ହୋଇ ତଲାକ ନେଇଯାଇଥିଲେ ।

ତଲାକ ନେବା ପରେ ସବ୍ୟ ବଲିଉଡ ନାୟିକା ଅର୍ଚିତାଙ୍କୁ ନିଜର ମନ ଦେଇଥିଲେ ଓ ଗତକାଲି ଅର୍ଚିତାଙ୍କୁ ସବ୍ୟ ସାତ ଜନ୍ମ ପାଇଁ ନିଜର କରିଦେଲେ । ବନ୍ଧୁଗଣ ବିବାହ ଗତକାଲି ଶେଷ ହୋଇସାରିଛି । ବର୍ତ୍ତମାନ ସବ୍ୟ ଓ ଅର୍ଚିତା ରାଜସ୍ଥାନରେ ଭ୍ରମଣ କରୁଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ସହିତ ସବ୍ୟ ଓ ଅର୍ଚିତା ଆଜି ଓଡିଶା ଫେରିବାର ମଧ୍ୟ ସୂଚନା ଦେଇଛନ୍ତି । ବନ୍ଧୁଗଣ ଆଉ ଦୁଇ ଦିନ ପରେ ଏକ ଗ୍ରାଣ୍ଡ ରିସେପ୍ସନ ହେବାକୁ ଯାଉଛି ଅର୍ଚିତା ଓ ସବ୍ୟଙ୍କର ।

ବର୍ତ୍ତମାନ ତାଙ୍କର କେତେକ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ବିବାହ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *