ମାତ୍ର 2 ଥର ଲଗାନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା ସବୁ ଦିନ ପାଇଁ ଭଲ ହୋଇଯିବ, ବେଡ ରେ ପଡିଥିବା ଲୋକ ବି ଦୌଡିବ- Baba Ramdev Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଶରୀର ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଏହି ସବୁ ଯନ୍ତ୍ରଣା ପାଇଁ ଆମେ ବହୁତ କଷ୍ଟ ସହ୍ୟ କରିଥାଉ । ସେହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସେବନ କରିଥାଉ । କିନ୍ତୁ ସେଥିରୁ କିଛି ମଧ୍ୟ ଲାଭ ହୋଇ ନ ଥାଏ । ସେହି ଯନ୍ତ୍ରଣା ସେହି ପରି ହିଁ ରହିଥାଏ । ଏହା ପରେ ଆମେ ବିଭିନ୍ନ ଡାକ୍ତର ଙ୍କ ସହିତ ପରାମର୍ଶ କରିଥାଉ । କିନ୍ତୁ ସେଥିରୁ ମଧ୍ୟ ଆମକୁ ବିଶେଷ କିଛି ଉପଶମ ମିଳି ପାରି ନ ଥାଏ । ବନ୍ଧୁଗଣ ଅଣ୍ଟା ଓ ଗଣ୍ଠି ରେ ଯନ୍ତ୍ରଣା ହେବା ଦ୍ୱାରା ଆମେ ବହୁତ କଷ୍ଟ ପାଇଥାଉ ।

ବେଳେବେଳେ ଏପରି କଷ୍ଟ ହୁଏ ଅସହ୍ୟ ହୋଇ ପଡେ । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ହେଲେ କୌଣସି ପ୍ରକାର ଆଧୁନିକ ଔଷଧ କାର୍ଯ୍ୟ କରି ନ ଥାଏ । ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ଭଲ କରିବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଆପଣଂକୁ କିଛି ପ୍ରାକୃତିକ ଓ ଘରୋଇ ଉପଚାର ବିଷୟ ରେ କହିବୁ ତାହାକୁ ବ୍ୟବହାର କରିବାକୁ ପଡିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।


ବନ୍ଧୁଗଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ପ୍ରାୟତଃ ବୃଦ୍ଧ ବୟସରେ ବେଶୀ ଦେଖା ଦେଇଥାଏ । ତେବେ ଏପରି ଏକ ପ୍ରାକୃତିକ ତେଲ ଅଛି ଯାହାକୁ ଆପଣ ଆପଣଙ୍କ ର ଆଣ୍ଠୁ ଗଣ୍ଠି ରେ ହାଲୁକା ଭାବେ ମାଲିସ କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହି ତେଲ କୁ ଆପଣ ନିଜ ଘରେ ଅତି ସହଜ ରେ ବନେଇ ପାରିବେ ।

 

ଏଥିରେ ଆବଶ୍ୟକୀୟ ଜିନିଷ ଗୁଡିକ ଆପଣଙ୍କ ରୋଷେଇ ଘରୁ ବହୁତ ସହଜ ରେ ମିଳି ଯାଇପାରେ । ବନ୍ଧୁଗଣ ଯେତେବେଳେ ଆମ ହାଡ଼ ସମ୍ପୂର୍ଣ୍ଣ ଭାବରେ ସୁଖି ଯାଇଥାଏ ବା ଶୁଷ୍କ ହୋଇଯାଇଥାଏ ସେତେବେଳେ ଏହି ଭଳି ସମସ୍ୟା ଦେଖା ଯାଇଥାଏ । ତେଣୁ ଏହି ତେଲ ର ମାଲିସ କରିବା ଦ୍ୱାରା ହାଡ଼ ପୁଣି ଭଲ ହୋଇଯାଇଥାଏ ।


ଆଜି ର ଏହି ଉପଚାର କୁ ବନେଇବା ପାଇଁ ପ୍ରଥମ ଆବଶ୍ୟକୀୟ ଜିନିଷ ଟି ହେଉଛି ଶୋରିଷ ତେଲ । ଦ୍ଵିତୀୟ ଆବଶ୍ୟକୀୟ ଉପାଦାନ ଟି ହେଉଛି ଅଦା । ଆପଣ ଏକ ଇଞ୍ଚ ଲମ୍ବ ର ଏକ ଅଦା ନିଅନ୍ତୁ । ଏହା ପରେ ଆପଣ ଅଧା ଚାମଚ ଜୁଆଣି ଏଥିପାଇଁ ନିଅନ୍ତୁ । ଚତୁର୍ଥ ସାମଗ୍ରୀ ଟି ହେଉଛି ଲବଙ୍ଗ । ପଞ୍ଚମ ସାମଗ୍ରୀ ହେଉଛି ଡାଲଚିନି ଖଣ୍ଡ । ଏହା ପରେ ଆପଣ କିଛି ରସୁଣ ନିଅନ୍ତୁ ଏବଂ ଶେଷ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି ମେଥି ଦାନା । ଏହି ସମସ୍ତ ସାମଗ୍ରୀ ରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କ ର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରୁ ମୁକୁଳାଇ ପାରିବ ।


ବର୍ତ୍ତମାନ ଏହାକୁ କିପରି ପ୍ରସ୍ତୁତ କରିବା ସେ ବିଷୟରେ ଜାଣିବା । ପ୍ରଥମେ ଏକ କଢେଇ ରେ ଶୋରିଷ ତେଲ ନିଅନ୍ତୁ ଏହା ଅଳ୍ପ ଗରମ ହେବା ପରେ ସେଥିରେ ଅଦା କୁ କାଟି କରି ପକାନ୍ତୁ । ଏହା ପରେ ସେଥିରେ କଟା ରସୁଣ କୁ ପକାନ୍ତୁ । ଏହା ପରେ ମେଥି କୁ ପକାନ୍ତୁ । ତାହା ପରେ ସେଥିରେ ଜୁଆଣି ଓ ଡାଲଚିନି କୁ ଯଥାକ୍ରମେ ପକାନ୍ତୁ । ଏହା ପରେ ଏହାକୁ କିଛି ସମୟ ପାଇଁ ଗରମ କରନ୍ତୁ । ଏହା ପରେ ସେଥିରେ ଲବଙ୍ଗ ଗୁଣ୍ଡ କୁ ପକାନ୍ତୁ ।

ଏହାପରେ ଏହାକୁ ଭଲ ଭାବରେ ଭାଜି ଦିଅନ୍ତୁ । ତାପରେ ତାକୁ ଥଣ୍ଡା କରିଦିଅନ୍ତୁ । ଏହା ପରେ ସେହି ତେଲ କୁ ଭଲ ଭାବରେ ଛାଣି ନିଅନ୍ତୁ । ବର୍ତ୍ତମାନ ଆପଣଙ୍କ ର ତେଲ ପ୍ରସ୍ତୁତ ହୋଇ ଯାଇଛି । ଏହାକୁ ଆପଣ ନିଜ ଆଙ୍ଗୁଠି ଟିପ ରେ ନେଇ ଯେଉଁ ଜାଗା ରେ ଆପଣଙ୍କ ର ଯନ୍ତ୍ରଣା ହେଉଛି ସେହି ସ୍ଥାନ ରେ ମାଲିସ କରନ୍ତୁ । ଏହି ପରି କିଛି ଦିନ ଵ୍ୟଵହାର କରିବା ଦ୍ୱାରା ଆପଣଙ୍କ ର ଆଣ୍ଠୁ ଗଣ୍ଠି ରେ ହେଉଥିବା ଯନ୍ତ୍ରଣା ସବୁଦିନ ପାଇଁ ଭଲ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *