ବହୁତ ହିଁ ସୁନ୍ଦର ଆଉ ବୋଲ୍ଡ ଲାଗନ୍ତି ସୁପର ଷ୍ଟାର Shahrukh Khanଙ୍କ ଝିଅ, ଦେଖିଲେ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତା ସାହରୁଖ ଖାଁ ଏବଂ ତାଙ୍କ ଝିଅ ଙ୍କ ସମ୍ବନ୍ଧରେ । ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ସାହରୁଖ ଖାଁ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ଫିଲ୍ମ ର ଅଭିନେତା ହିଁ ନୁହେଁ ଏହା ସହିତ ନିର୍ମାତା ମଧ୍ୟ ଅଟନ୍ତି । ଅଭିନେତା ସାହରୁଖ ଖାଁ ଙ୍କୁ ଦର୍ଶକ ମାନେ ବଲିଉଡ ର ବାଦଶାହ ଏବଂ କିଙ୍ଗ ଖାଁ ବୋଲି କୁହନ୍ତି ।

ଏହି ଅଭିନେତା ସମସ୍ତ ପ୍ରକାର ଫିଲ୍ମ ରେ ତଥା ଆକ୍ସନ, ରୋମାଣ୍ଟିକ, କମେଡ଼ି ଆଦି ଫିଲ୍ମ ରେ ନିଜର ଦମଦାମ ଅଭିନୟ କୁ ପରିବେଷଣ କରିଛନ୍ତି । ଏହି ଅଭିନେତା ଙ୍କ ଫ୍ୟାନ୍ସ ଙ୍କ ସଂଖ୍ୟା କେବଳ ଭାରତରେ ହିଁ ନୁହେଁ ବରଂ ବିଦେଶ ରେ ମଧ୍ୟ ରହିଛି । ୨୦୧୪ ମସିହାର ଏକ ରିପୋର୍ଟ ଅନୁସାରେ ଅଭିନେତା ସାହରୁଖ ଖାଁ ଦୁନିଆର ଦ୍ଵିତୀୟ ଧନୀ ଆକ୍ଟର ଅଟନ୍ତି । ଏହି ଅଭିନେତା ଜଣକ ୧୪ ଫିଲ୍ମ ଫେୟାର ଆୱାର୍ଡ ହାସଲ କରି ସାରିଛନ୍ତି । ଲଣ୍ଡନ ର ଏକ ସଂଗ୍ରହାଳୟରେ ଏହି ଅଭିନେତା ଙ୍କ ଷ୍ଟାଚୁ ମଧ୍ୟ ରହିଛି ।

ଅଭିନେତା ସାହରୁଖ ଖାଁ ନିଜ କ୍ୟାରିଆର ର ଆରମ୍ଭ ଟେଲିଭିଜନ ସୋ ରୁ ଆରମ୍ଭ କରିଥିଲେ । ‘ଦିଲ ଦରିଆ’, ‘ଫୌଜି’, ‘ସର୍କସ’ ଭଳି ଟିଭି ସିରିଆଲ ରୁ ଏହି ଅଭିନେତା ନିଜର ପରିଚୟ ସୃଷ୍ଟି କରିଥିଲେ । ନିଜର ଫିଲ୍ମ କ୍ୟାରିଆର ର ଆରମ୍ଭ ସେ ଫିଲ୍ମ ‘ଦିୱାନେ’ ରୁ କରିଥିଲେ । ସେହି ସମୟରେ ଏହି ଫିଲ୍ମ ସୁପରହିଟ ହୋଇଥିଲା ଏବଂ ଏଥିପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା । ଏହି ଫିଲ୍ମ ଦ୍ୱାରା ହିଁ ଅଭିନେତା ସାହରୁଖ ଖାଁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ଥାନ ସୃଷ୍ଟି କରିଥିଲେ ।

ଏହାପରେ ଏହି ଅଭିନେତା ଜଣକ କେବେବି ପଛକୁ ଅନାଇ ଦେଖି ନଥିଲେ । ସେ ଧୀରେ ଧୀରେ ସଫଳତା ର ସିଡ଼ି ଅତିକ୍ରମ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରଥମ ପସନ୍ଦ ହେବାକୁ ତାଙ୍କୁ ବେଶୀ ସମୟ ଲାଗି ନଥିଲା । ଅଭିନେତା ସାହରୁଖ ଖାଁ ଙ୍କ ଝିଅ ଫ୍ୟାନ୍ସ ମାନେ ତାଙ୍କ ପାଇଁ ଦିୱାନା ଥିଲେ ଏବଂ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ ।

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତା ଙ୍କ ଝିଅ ଙ୍କ ନାମ ହେଉଛି ‘ସୁହାନା ଖାଁ’ । ସୁହାନା ଖାଁ ନିଜର ଷ୍ଟାଇଲ ପାଇଁ ପ୍ରାୟ ସମୟ ଚର୍ଚ୍ଚା ରେ ଆସୁଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିବା ପରେ ମଧ୍ୟ ସୁହାନା ବହୁତ ମାତ୍ରା ରେ ଚର୍ଚ୍ଚା ରେ ଆସୁଛନ୍ତି ଏବଂ ସୁହାନା ଙ୍କ ନାମ ପ୍ରସିଦ୍ଧ ଷ୍ଟାର କିଡ୍ସ ମାନଙ୍କ ମଧ୍ୟରେ ବି ସାମିଲ ହୋଇଛି । କିଛି ଦିନ ପୂର୍ବରୁ ସୁହାନା ଖାଁ ଙ୍କ ଏକ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା ଏବଂ ସେଥିରେ ସେ ବହୁତ ହଁଟ୍ ଏବଂ ସୁନ୍ଦର ଦେଖା ଯାଉଥିଲେ ।

ଦର୍ଶକ ମାନେ ତାଙ୍କର ଏହି ଅନ୍ଦାଜ କୁ ବହୁତ ମାତ୍ରା ରେ ପସନ୍ଦ କରିଥିଲେ । ସୁହାନା ଖାଁ ସ୍ୱୟଂ ଏତେ ମାତ୍ରାରେ ସୋସିଆଲ ମିଡିଆ ରେ ଆକ୍ଟିଭ ରୁହନ୍ତି ନାହିଁ କିନ୍ତୁ ତାଙ୍କର ଫଟୋ ଏବଂ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳେ । ସୁହାନା ଖାଁ ବର୍ତ୍ତମାନ ନିଜର ଗ୍ରାଜୁଏସନ କମ୍ପଲିଟ କରିଛନ୍ତି ଏବଂ ନିଜର ବାକି ପାଠପଢ଼ା ସେ ନିଉୟର୍କ ରେ ପୂର୍ଣ କରୁଛନ୍ତି । ଅନ୍ୟ ଷ୍ଟାର କିଡ୍ସ ମାନଙ୍କ ଭଳି ସୁହାନା ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଆର ଆରମ୍ଭ କରିବାକୁ ଚାହୁଁଛନ୍ତି ।

କିନ୍ତୁ ଏକ ଇଣ୍ଟରଭ୍ୟୁ ରେ ଅଭିନେତା ସାହରୁଖ ଖାଁ କହିଥିଲେ ଯେ ସୁହାନା ନିଜର ପାଠପଢ଼ା ପୁରା କରିବା ପରେ ହିଁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବେ । ବର୍ତ୍ତମାନ ସମୟ ରେ ସୁହାନା ଖାଁ ନିଜର ଡ୍ରେସିଂ ସେନ୍ସ ଏବଂ ଷ୍ଟାଇଲ ପାଇଁ ପ୍ରାୟତଃ ଚର୍ଚ୍ଚା ର ପାତ୍ର ହେଉଥିବାର ଦେଖିବାକୁ ମିଳୁଛି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଶାହରୁକଖ ଖାନ ଙ୍କ ଝିଅ କେମିତି ଲାଗିଲେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *