କେବଳ ମାତ୍ର ୧୦ ମିନିଟରେ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ଗୋଡ ବିନ୍ଧା ସବୁ ଗାୟବ କରିଦେବ ଏହି 1 ଚମତ୍କାରୀ ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ମାଂସ ପେଶୀ କଷ୍ଟ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଏହି ସବୁ ସମସ୍ଯା ହେତୁ ସାଧାରଣତଃ ଲୋକ ମାନେ ବହୁତ କଷ୍ଟ ପାଇଥାନ୍ତି, ଯାହାଫଳରେ ସେମାନଙ୍କର ନିଦ ମଧ୍ୟ ଉଡିଯାଇଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ ମାନେ ନିଜର ଆଣ୍ଠୁ ଗଣ୍ଠି ବ୍ୟଥା ବା ଅଣ୍ଟା ବ୍ୟଥା ଆଦି ସମସ୍ତ ସମସ୍ଯାକୁ ସଂପୂର୍ଣ୍ଣ ଜଡରୁ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପାୟ ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ ଓ ଏଥିପାଇଁ ଆପଣଙ୍କର ଅଧିକ ଟଙ୍କା ମଧ୍ୟ ଖର୍ଚ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

 

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣଙ୍କ ଅରଖ ଗଛର ଆବଶ୍ୟକତା ରହିଛି, ଯାହା ଆପଣଙ୍କୁ ନିଜ ଘର ପାଖରେ ବହୁତ ସହଜରେ ମିଳିଯିବ । ବନ୍ଧୁଗଣ ଏହି ଗଛର ବହୁତ ଔଷଧୀୟ ଗୁଣ ରହିଛି, ଯାହା ବହୁତ ମାରାତ୍ମକ ରୋଗ ଆଦିକୁ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣ ଅରଖ ଗଛର ୧୫ଟି ଫୁଲ ନିଅନ୍ତୁ ଓ ଏକ ପାତ୍ରରେ ଅଳ୍ପ ପାଣି ନିଅନ୍ତୁ ।

ଏହାପରେ ଆପଣ ଏକ ପାତ୍ର ଗ୍ଯାସ ଚୁଲାରେ ବସେଇ ଦିଅନ୍ତୁ ଓ ଏଥିରେ ସେହି ପାତ୍ରରେ ଥିବା ପାଣିକୁ ରଖି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ସେହି ଅରଖ ଫୁଲକୁ ଗରମ ପାଣିରେ ପକାଇ ଦିଅନ୍ତୁ । କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ଆପଣ ଏହି ଫୁଲକୁ ଗରମ କରନ୍ତୁ । ଏହାପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହି ଫୁଲକୁ ପାଣିରୁ ଅଲଗା କରିଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କର ଯେଉଁ ମାଂସ ପେଶୀ ବା ଶରୀରର ଯେଉଁ ସ୍ଥାନରେ ବିନ୍ଧା ହେଉଥିବ ସେହି ସ୍ଥାନରେ ଏହି ଗରମ ପାଣିକୁ ଅଳ୍ପ ଉଷୁମ ଥିବା ସମୟରେ ପକାନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଅରଖ ଗଛର ଦୁଇଟି ପତ୍ରକୁ ନେଇ ରାଶି ତେଲର ସହାୟତାରେ ତାୱାରେ ଗରମ କରନ୍ତୁ । ୧୦ ମିନିଟ ଧିମା ଆଞ୍ଚରେ ଗରମ କରିବା ପରେ ଆପଣ ଏକ କାପ୍ଡା ଦ୍ଵାରା ନିଜର ଗଣ୍ଠି ବା ମାଂସ ପେଶି ସ୍ଥାନରେ ଏହି ପତ୍ରକୁ ଲଗାଇ ବାନ୍ଧି ଦିଅନ୍ତୁ । ମାତ୍ର ୧୦ ମିନିଟରେ ଆପଣଙ୍କୁ ଆରମ ମିଳିଯିବ ।


ବନ୍ଧୁଗଣ ଏହି ଉପଚାରକୁ ଥରେ ପ୍ରୟୋଗ କରି ଦେଖନ୍ତୁ, ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ମାଂସ ପେଶୀରେ ହେଉଥିବା ସମସ୍ତ କଷ୍ଟ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *