ମାଟି ତଳୁ ବାହାରୁଛି କୋଟି କୋଟି ଟଙ୍କାର ସୁନା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଜମି, ଭୂମି ଓ ଗୃହ ଆଦି କେତେକ ସ୍ଥାନରେ ବହୁତ ଭାଗ୍ୟଶାଳୀ ହୋଇଥାଏ ।

ଏହା ମଣିଷ ଜୀବନରେ ବହୁତ ଖୁସି ନେଇ ଆସିଥାଏ । ବନ୍ଧୁଗଣ ତେଲେଙ୍ଗାନାରେ ଥିବା ଏକ ବ୍ୟକ୍ତିଙ୍କ ଭାଗ୍ୟ ରାତିଆ ରାତି ବଦଳି ଯାଇଛି ଏହି ମାମଲା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।


ଏହି ମାମଲାଟି ହେଉଛି ତେଲେଙ୍ଗାନାର ଜଙ୍ଗାର ପେମ୍ବାର୍ଥୀ ଅଞ୍ଚଳର । ଏହି ପେମ୍ବାର୍ଥୀ ଅଞ୍ଚଳରେ ଥିବା ନର୍ସିମ୍ହା ନାମକ ଏକ ଚାଷୀଙ୍କର ସଂପୂର୍ଣ୍ଣ ଭାଗ୍ୟ ବଦଳି ଯାଇଛି । କାରଣ ବନ୍ଧୁଗଣ ତାଙ୍କ ଜମିରୁ ମିଳିଛି କୋଟି କୋଟି ଟଙ୍କାର ସୁନା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ତେଲେଙ୍ଗାନାର ଜଙ୍ଗାର ପେମ୍ବାର୍ଥୀ ଅଞ୍ଚଳର ନର୍ସିମ୍ହା ଟାଙ୍ଗରା ଭୂମିରେ ଚାଷ କରିବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଚାଷ କରିବା ପୂର୍ବରୁ ସୁନା ଚମକାଇ ଦେଲା ତାଙ୍କ ଭାଗ୍ୟ । କାରଣ ସେ ବର୍ତ୍ତମାନ ଜାଗା କିଣି କୋଟିପତି ହୋଇସାରିଛନ୍ତି । ବନ୍ଧୁଗଣ ମାମଲାଟି ହେଉଛି ତେଲେଙ୍ଗାନାର ଏହି ନର୍ସିମ୍ହା ନାମକ ଚାଷୀ ଜଣକ ଏକ ଜମି କିଣିଥିଲେ । ଜମିକୁ ସମତଳ କରିବା ପାଇଁ ଖୋଳା ଖୋଳି କରିଥିଲେ । ଜମିକୁ ସମତଳ କରୁଥିବା ସମୟରେ ହଠାତ ଏକ ଶବ୍ଦ ହେଲା ।

ସମସ୍ତ ଲୋକ ସେହି ସବ୍ଦ୍ନକୁ ଶୁଣି କିଛି ସମୟ ପାଇଁ ରହିଗଲେ । ଏହାପରେ ପୁଣି ଯେତେବେଳେ ଖୋଳା ଆରମ୍ଭ ହେଲା ତାପରେ ପୁଣି ଝଣ ଝଣ ଶବ୍ଦ ହୋଇଥିଲା । ଏହାପରେ ଭଲ ଭାବରେ ମାଟିକୁ ଖୋଲିବା ପରେ ଏକ ପାତ୍ରରେ ସୁନା ରୂପାର ବହୁତ ଅଳଙ୍କାର ମିଳିଥିଲା । ଏହି ଦୃଶ୍ୟକୁ ଦେଖି ସେଠାକାର ଲୋକଙ୍କର ଆଖି ଝରସି ଗଲା । କାରଣ ସେହି ସ୍ଥାନରେ ବାହାରିଥିବା ସୁନା ଅଳଙ୍କାର ବହୁତ ଅଧିକ ଥିଲା ।

ବନ୍ଧୁଗଣ ନର୍ସିମ୍ହାଙ୍କ ଜମିରୁ ମିଳିଥିଲା ୫ କିଲୋ ସୁନା ଏହାର ମୂଲ୍ୟ ହେଉଛି ୨ କୋଟି ଟଙ୍କା । ବନ୍ଧୁଗଣ ସୁନା ବାହାରିବା ପରେ ଏହି ଘଟଣାର ଖବର ସମସ୍ତ ସ୍ଥାନରେ ବ୍ୟାପିଯାଇଥିଲା ଯାହାଫଳରେ ବହୁତ ଲୋକ ନର୍ସିମ୍ହାଙ୍କ ଜମି ପାଖରେ ଭିଡ ଜମାଇ ଥିଲେ । ବନ୍ଧୁଗଣ ନର୍ସିମ୍ହା ଏତେକ ସୁନାକୁ ଦେଖି ବହୁତ ଖୁସି ହୋଇଯାଇଥିଲେ ହେଲେ ତାଙ୍କର ଏହି ଖୁସି ଅଧିକ ସମୟ ପର୍ଯ୍ୟନ୍ତ ତ୍ରିଷ୍ଟି ରହିଲା ନାହିଁ । କାରଣ ଏହି ଘଟଣାର ଖବର ପ୍ରଶାସନ ପାଖକୁ ଚାଲିଯାଇଥିଲା ଯାହାଫଳରେ ପ୍ରଶାସନ ନର୍ସିମ୍ହାଙ୍କ ଜମି ପାଖକୁ ଆସି ସମସ୍ତ ସୁନାକୁ ଜବତ କରିଥିଲା । ପ୍ରଶାସନ ମତରେ ଏହି ସବୁ ଅଳଙ୍କାର ହେଉଛି ପ୍ରାଚୀନ କାଳର ତେଣୁ ଏହାକୁ ଏମିତିରେ ବିକ୍ରି କରାଯାଇ ପାରିବ ନାହିଁ ।

Leave a Reply

Your email address will not be published. Required fields are marked *