ନୂଆ ନୂଆ ବହା ହୋଇଥିବା ହିରୋଇନ ମାନଙ୍କ ନଣନ୍ଦ ମାନଙ୍କୁ ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବିଗତ ଦିନ ଗୁଡ଼ିକ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ତ ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ ବନ୍ଧୁଗଣ କଣ ଆପଣ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନୂଆ ବାହା ହୋଇଥିବା ଏହି ଅଭିନେତ୍ରୀ ଙ୍କ ନଣନ୍ଦ ମାନଙ୍କୁ ଦେଖିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତ୍ରୀ ମାନଙ୍କ ନଣନ୍ଦ ମାନଙ୍କ ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ର ତାରିଣୀ । ଅର୍ଥାତ ଅଭିନେତ୍ରୀ ଲିପି । ଏହି ଅଭିନେତ୍ରୀ ଙ୍କୁ ଆପଣ ନିଶ୍ଚିତ ଭାବରେ ପରଦା ରେ ଦେଖିଥିବେ ଏବଂ ତାଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ଙ୍କ ଅଭିନୟ ପାଇଁ ଏହି ଧାରାବାହିକ ଟି ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛି । ତେବେ ଆପଣ ମାନେ ଲିପି ଙ୍କ ଭାଉଜ ଙ୍କୁ ଏହି ଫଟୋ ରେ ଦେଖି ପାରୁଥିବେ ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ତେଜସ୍ୱିନୀ ଧାରବାହିକ ରେ ତେଜସ୍ୱିନୀ ନାମକ ଚରିତ୍ର ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ନିଜ ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତେବେ ଏହି ଫଟୋ ରେ ଆପଣ ମାନେ ପ୍ରିୟଙ୍କା ଙ୍କ ନଣନ୍ଦ ଙ୍କୁ ଦେଖିପାରୁଥିବେ ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜିନା ସାମଲ । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ ଏବଂ ତାଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ଦେଖିଥିବେ । ତେବେ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଜିନା ଙ୍କ ଭାଉଜ ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ଏହି ଅଭିନେତ୍ରୀ ସୁକିନ୍ଦା ର ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଛନ୍ତି । ବିବାହ ପରେ ଝିଲ୍ଲୀକ ନିଜ ଶାଶୂଘରେ ରହୁଛନ୍ତି । ତେବେ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଝିଲ୍ଲୀକ ଙ୍କ ନଣନ୍ଦ ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି ଅଭିନେତ୍ରୀ ନିକଟ ରେ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ବିବାହ ପରେ ଅର୍ଚ୍ଚିତା ସବ୍ୟ ଙ୍କ ଘର ଅର୍ଥାତ ନିଜ ଶାଶୂଘରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅର୍ଚ୍ଚିତା ଙ୍କ କୌଣସି ନଣନ୍ଦ ନାହାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *