‘ଭିଡିଓ କଲ କରି ମତେ ସବୁ ଦେଖେଇଲେ କହିଲ ସାର୍ଟ ଓ ପ୍ୟାଣ୍ଟ ଖୋଲିବାକୁ…ନହେଲ ସେ ମତେ…’ ଯୁବକ ଜଣକ ଯାହା କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଜଣା ନମ୍ବର ରୁ ଜଣେ ଯୁବକଙ୍କୁ ଆସିଥିଲା ୱାଟ୍ସଆପ କଲ । ଏବଂ ଯେତେବେଳେ ଯୁବକ ଜଣଙ୍କ ଭିଡିଓ କଲ କୁ ରିସିଭ କରିଥିଲେ ସେତେବେଳେ ସେ ଯାହା ଦୃଶ୍ୟ ଦେଖିଥିଲେ ତାହାକୁ ସହଜରେ ବୟାନ କରି ହେବ ନାହିଁ । ଜଣେ ଯୁବତୀ ଉଲ-ଗନ ଅବସ୍ଥାରେ ଭିଡିଓ କଲରେ ଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଯୁବତୀ ଙ୍କୁ ବ୍ଲଆକ-ମେଲ କରିଥିଲେ । ସେହି ବ୍ଲଆକ-ମେଲ କୁ ନେଇ ଯୁବକ ଜଣକ ସାଇବର ଥାନା କୁ ଆସିଛନ୍ତି ।

ତେବେ ତାଙ୍କ ସହିତ କଣ ଘଟଣା ଘଟିଛି ସେହି ସମ୍ପର୍କରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଜଟଣୀ ରୁ ଆସିଥିବା ଯୁବକ କହିଛନ୍ତି ଯେ ତାଙ୍କୁ ଶନିବାର ଦିନ ରାତି ସାଢେ ୧୧ ଟା ବେଳକୁ ଭିଡିଓ କଲ ଆସିଥିଲା । ଏହାପରେ ସେ ଭାବିଲେ ଅଲଗା ନମ୍ବର ରୁ କିଏ କଲ କରିଛି ଏହା ଭାବି ସେ ଉଠାଇ ଦେଲେ ଏବଂ ସେ ଜାଣିନଥିଲେ ଝିଅ ଟି ଲଙ୍ଗଳା ହୋଇ ବସିଛି ।

କହୁଛି ଯେ ମୁଁ ଭି-ଡି-ଓ କଲ କରିଦେଇଛି ତମେ ପଇସା ନ ଦେଲେ ମୁଁ ଫଟୋ ଭି-ଡି-ଓ ସବୁ ଭା-ଇ-ରା-ଲ କରିଦେବି । ଯୁବକ କହିଛନ୍ତି ଯେ ସେହି ଝିଅଟି ଫେସବୁକରେ ତାଙ୍କ ଫ୍ରେଣ୍ଡ ଥିଲେ ଏବଂ ଫେସବୁକରେ ଯୁବକଙ୍କର ନମ୍ବର ମଧ୍ୟ ଥିଲା । ସେଠାରୁ ସେ ନମ୍ବର ନେଇ ଡାଇରେକ୍ଟ କଲ କରିଥିଲା । ଏହା ପରେ ପ୍ଳାନ ଅନୁଯାୟୀ ଯୁବତୀ ତାଙ୍କୁ କହିଲେ ଯେ ତୁମ ଭି-ଡି-ଓ ଭା-ଇ-ରା-ଲ ହୋଇଯିବ ଏବଂ ତୁମ ଫଟୋ ଚାରିଆଡେ ଭା-ଇ-ରା-ଲ ହୋଇଯିବ ତମକୁ ପଇସା ଦେବାକୁ ପଡିବ ।

ଏହାପରେ ୨ ଦିନ ପରେ ଦିଲ୍ଲୀ ର ପୋଲିସ ଭି-ଡି-ଓ କଲ କରି କହିଲେ ଯେ ତୁମେ ସେ ଝିଅ ସହିତ କଣ କରିଛ ? ଯଥାଶୀଘ୍ର ପଇସା ନ ଦେଲେ ଆରେଷ୍ଟ ହେବ ବୋଲି କହିବାରୁ ଯୁବକ ଜଣକ ନିଜ ଆକାଉଣ୍ଟ ରେ ପ୍ରାୟ ୭୧ ହଜାର ଟଙ୍କା ରଖିଥିଲେ ସମସ୍ତ ପଇସା ଟ୍ରାନ୍ସଫର କରିଦେଲେ ଯୁବତୀ ଆକାଉଣ୍ଟ କୁ ।

ବର୍ତ୍ତମାନ ସେ ତାଙ୍କ ପଇସା ଫେରସ୍ତ ପାଇବା ନିମନ୍ତେ ସାଇବର ଥାନା ରେ ଅଭିଯୋଗ କରିଛନ୍ତି । ତେବେ ଆପଣ ମାନେ ସାବଧାନ ରୁହନ୍ତୁ ଏଭଳି ଆପଣ ମଧ୍ୟ ଶିକାର ହୋଇ ପାରନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *