ପୁଣି ମହାନତା ଦେଖାଇଲେ ରାଣୀ ପଣ୍ଡା, ସପିଂ କଲା ପରେ ସିକ୍ୟୁରିଟିଙ୍କୁ ଦେଲେ ଖର୍ଚ୍ଚ, video ହେଉଛି ଭାଇରାଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଣୀ ପଣ୍ଡା ପୁନ୍ନର୍ବାର ନିଜର ମହାନତା ର ପରିଚୟ ଦେଇଛନ୍ତି । ତେବେ ସେ ଏଭଳି କେଉଁ କାର୍ଯ୍ୟ କରିଛନ୍ତି ଯାହା ଫଳରେ ଲୋକ ଙ୍କ ନଜରରେ ଅଧିକ ସନ୍ନମାନର ଅଧିକାରୀ ପାଲଟିବାକୁ ଲାଗୁଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପବିତ୍ର ଦୂର୍ଗାପୂଜା ଅବସରରେ ରାଣୀ ପଣ୍ଡା ଗୋଟିଏ ସପିଙ୍ଗ ମଲ କୁ ଯାଇଥିଲେ । ନିଜ ପାଇଁ କିଛି ନୂତନ ପୋଷାକ କିଣିବା ନିମନ୍ତେ । ଏବଂ ସେଠାରେ ଅଧିକ ଲୋକେ କିଣାକିଣି ମଧ୍ୟ କରୁଥିଲେ । ରାଣୀ ପଣ୍ଡା ଙ୍କୁ ଦେଖି ସମସ୍ତେ ଚକିତ ରହିଗଲେ ।

କିଛି ସମୟ ପରେ ରାଣୀ ସେଠାରୁ ପୋଷାକ କିଣି ଆସିବା ବେଳେ ଲୋକେ ତାଙ୍କ ସହିତ ସେଲଫି ଉଠାଉ ଥିଲେ । ଏହାପରେ ରାଣୀ ପଣ୍ଡା ସୋ ରୁମ ଗେଟ ପାଖରେ ଛିଡା ହୋଇଥିବା ଦୁଇଜଣ ସିକ୍ୟୁରିଟି ଗାର୍ଡ ଙ୍କୁ ଖର୍ଚ୍ଚ କରିବାକୁ କିଛି ଟଙ୍କା ଜବରଦସ୍ତ ଦେଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଥିଲେ ଆଉ ଜଣେ ପୁରୁଷ । ତେବେ ପୁରୁଷ ଜଣଙ୍କ ରାଣୀ ଟଙ୍କା ଦେବା କ୍ଷଣି ତାକୁ ଧରିଲେ ।

ମାତ୍ର ମହିଳା ଜଣଙ୍କ ଟଙ୍କା ନେବାକୁ କୁଣ୍ଠା କରୁଥିଲେ । କିନ୍ତୁ ରାଣୀ ମହିଳା ଙ୍କ ହାତରେ ଜବାରଦସ୍ତ ଟଙ୍କା ଧରାଇ ଦେଲେ । ମହିଳା ହସି ହସି ରାଣୀ ଙ୍କୁ ଧନ୍ୟବାଦ ଦେଲେ । ଏହାପରେ ଜଣେ ଯୁବକ ଆସି ରାଣୀ ଙ୍କ ସହିତ ସେଲଫି ନେଲେ । ତେବେ ଆପଣ ମାନେ ଅନେକ ସମୟରେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ସବୁବେଳେ ବିବାଦ ଘେର ଭିତରେ ଦେଖି ଆସୁଥିବେ ।

କିଛି ନା କିଛି କାରଣ ନିମନ୍ତେ ଲୋକେ ତାଙ୍କୁ ପସନ୍ଦ କରିବା ସହିତ କିଛି ଲୋକେ ତାଙ୍କୁ ନାନା ପ୍ରକାରର କଥା କହିଥାନ୍ତି । କିନ୍ତୁ ରାଣୀ ପଣ୍ଡା କାହାକୁ ଖାତିର କରନ୍ତି ନାହିଁ । ତାଙ୍କ ମନ ଯାହା କୁହେ ସେ ତାହା କରନ୍ତି ଏବଂ ସବୁବେଳେ ମୁହଁ ଟାଣ କରି କହି ଆସିଛନ୍ତି ।

ଏବଂ ଆଗକୁ ମଧ୍ୟ ସେହିଭଳି ସେ ରହିବେ ତଥା କାହାରି ପାଇଁ କିମ୍ବା କିଏ କ’ଣ କହୁଛି ଏହା ଚିନ୍ତା କରି ନିଜକୁ ବଦଳାଇ ପାରିବେ ନାହିଁ । ସେ ଯାହା ହେଉ ନା କାହିଁ ଦର୍ଶକ ଙ୍କ ମନରେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ ବହୁ ସନ୍ନମାନ ରହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *