“ମୋତେ ସମସ୍ତେ କୁହନ୍ତି ରଶ୍ମିକା ମନ୍ଦନା ଭଳି ଦେଖାଯାଏ, ହେଲେ ମୁଁ ମନା କରେ ! Teju

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୋତେ ସମସ୍ତେ କୁହନ୍ତି ରଶ୍ମିକା ମନ୍ଦନା ଭଳି ଦେଖାଯାଏ … ହେଲେ ମୁଁ ମନା କରେ । ହଁ ଦର୍ଶକବନ୍ଧୁ ଆମ ଓଡିଶାରେ ରହୁଥିବା ତେଜୁ ରଶ୍ମିକା ଭଳି ଦେଖାଯାଆନ୍ତୁ ଯେଉଁଥିପାଇ ଲୋକେ ତାଙ୍କୁ ରଶ୍ମିକା ବୋଲି ଡାକିଥାନ୍ତି । ସୋସିଆଲ ମିଡିଆରେ ରଶ୍ମିକା ଭଳି ଦେଖାଯାଉଥିବା ଝିଅ ତେଣୁ ଖୁବ୍ ଭାଇରାଲ ହୋଇଛନ୍ତି ଏବଂ ଆଜି ମିଟୁ ମିଥୁନ ଭାଇଙ୍କ ସହ ତାଙ୍କର ପ୍ରଥମ ମିଉଜିକ ଭିଡିଓ କରିବାକୁ ଯାଉଛନ୍ତି ।

ଇନଷ୍ଟାଗ୍ରାମରେ ତାଙ୍କରେ ଅନେକ ପ୍ରଶଂସକମାନେ ଅଛନ୍ତି । ଅନେକ ତାଙ୍କୁ କମେଣ୍ଟ କରି କୁହନ୍ତି କି ତମେ ରଶ୍ମିକା ଭଳି ଦେଖାଯାଆନ୍ତି କିନ୍ତୁ ତେଜୁ କୁହନ୍ତି ନା ମୁଁ ନୁହେଁ । ତାଙ୍କୁ ଦେଖୁଥିବା ଲୋକେ କିଛି ସମୟ ପାଇଁ ଭାବିନିଅନ୍ତି କି ସେହି ରଶ୍ମିକା । ସେ ମଧ୍ୟ ନିଜ ବହୁତ ଭାଗ୍ୟବାନ ମନେ କରୁଛନ୍ତି । ଇନଷ୍ଟାରେ ତାଙ୍କ ଫୋଟକୁ ଅନେକ ଲୋକେ ପସନ୍ଦ କରନ୍ତି ଓ ବହୁତ ଭଲ ପାଇଅବା ଦିଅନ୍ତି ।

ସେମାନଙ୍କ ଭଲ ପାଇବା ହେତୁ ତାଙ୍କୁ ଆଜି ଜୀବନର ପ୍ରଥମ ମୁଇଜିକ ଭିଡିଓ କରିବାର ସୁଯୋଗ ମିଳିଛି । ପ୍ରଥମ ମିଉଜିକ ଭିଡିଓକୁ ନେଇ ସେ ବହୁତ ଖୁସି ଥିବା କହିଛନ୍ତି ଓ ଅନୁରୋଧ କରିଛନ୍ତି କି ସମସ୍ତର ତାଙ୍କର ଗୀତକୁ  ଶୁଣିବେ ଓ ନିଜର ଭଲ ପାଇବା ଦେବେ । ଏହା ମଧ୍ୟ ସେ କହିଛନ୍ତି ମୋତେ ଭଲ ପାଉଥିବା  ପ୍ରଶଂସକମାନଙ୍କୁ ଆଇ ଲାଭ ଇଉ ।

ମୋର ପ୍ରଥମ ଗୀତକୁ ନେଇ ମୁଁ ଟିକେ ନରବୋଶ ଅଛି କିନ୍ତୁ ମୁଁ ମୋର ବେଷ୍ଟ ଦେଇଛି । ମିଟୁ ମିଥୁନ ଭାଇ ମୋର ବାପାଙ୍କ ପାତ୍ର ତୁଳାଇଛନ୍ତି ଓ NK ସାର ନାୟକ ମୁଁ ନାୟିକା ହେଇଛି । ତେବେ ଲୋକେ ପଚାରୁଛନ୍ତି ଆପଣ କଣ ସ୍ଵାମୀ ସ୍ଵାମୀ ଗୀତକୁ ଆଉ ଥରେ ନୂଆ ଢଙ୍ଗରେ କରିବାକୁ ଚେଷ୍ଟା କରିଛନ୍ତି ସେ ମନା କରିଛନ୍ତି , ଯଦି ଆଗାମୀ ଦିନମାନଙ୍କରେ ସୁଯୋଗ ମିଳେ ତେବେ ଦେଖିବେ ।

ତେବେ ତେଜୁ ଶେଷ କହିଛନ୍ତି ତାଙ୍କ ପ୍ରଥମ ମିଉଜିକ ଗୀତକୁ ସମସ୍ତେ ଦେଖନ୍ତୁ ଓ ଗୀତ ପ୍ରତି ଭଲ ପାଇବା ଦିଅନ୍ତୁ । ତେବେ ଆପଣମାନଙ୍କୁ ତେଜୁ ରଶ୍ନିକା ପରି ଲାଗୁଛି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *