ମତେ ଦେଖି ଅମ୍ରିତ ଗ୍ରିଲ ପାଖରେ ଆସି ହାତ ଠାରି ଡାକିଲା ଆଉ ମତେ ପାଣି ମାଗିଲା, କିନ୍ତୁ ସେ ବହୁତ…’ଦେଖନ୍ତୁ କଣ କହିଲେ ଅମ୍ରିତକୁ ପ୍ରଥମେ ଦେଖିଥିବା ମହିଳା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅପହରଣ ଭଳି ଏକ ଘୃଣ୍ୟମୂଳକ କାର୍ଯ୍ୟ ବହୁତ ସ୍ଥାନରେ ଦେଖିବାକୁ ମିଳୁଛି । କିଛି ଲୋକ ନିଜର ସ୍ଵାର୍ଥ ସାଧନ କରିବା ଉଦ୍ଧେଶ୍ୟରେ ଅନ୍ୟଙ୍କୁ ଅପହରଣ କରି ନିଜର ଫାଇଦା ପାଇଁ ତାଙ୍କୁ ବ୍ୟବହାର କରିଥାନ୍ତି । ତେଣୁ ସେହିପରି କିଛି ତଳେ ଏକ ପିଲାଟି ହଜିଯାଇଥିଲା ବୋଲି ସୂଚନା ମିଳିଥିଲା । ତାପରେ ସେହି ପିଲାର ସନ୍ଧାନ ଏବେ ମିଳିଛି ।

୨ ଜଣ ମହିଳା ପାଣି ଆଣିବାକୁ ଯିବା ସମୟରେ ଏକ ପିଲା ଗ୍ରୀଲ୍ ପାଖରେ ଠିଆ ହୋଇଥିବାର ମହିଳା ୨ ଜଣ ଦେଖିଲେ । ପିଲାଟି ତାଙ୍କୁ ହାତ ଠାରି ଡାକୁଥିବାର ଏମାନେ ଦୂରରୁ ଜାଣିବାକୁ ପାଇଲେ । ଯେମିତି ଏକ ପିଲା ଆସି ଗ୍ରୀଲ୍ ପାଖରେ ଠିଆ ହୋଇ ପାଣି ମାଗୁଛି । ତାପରେ ଯେତେବେଳେ ମହିଳା ଜଣଙ୍କ ସେଠାକୁ ଗଲେ । ସେ ପିଲାକୁ ସେ ମୋବାଇଲ ଫୋନରେ ଆଗରୁ ଦେଖିଥିଲେ । ଯେତେବେଳେ ସେ ପିଲାକୁ ପିଲାକୁ ଦେଖିଲେ ତାଙ୍କର କିଛି କଥା ମନେ ପଡିଗଲା ।

କାରଣ ଏକ ପିଲା ଯାହାର କି ଅପହରଣ ହୋଇଥିଲା । ତାହାର ଫୋଟ ମୋବାଇଲରେ ସେ ଆଗରୁ ଦେଖିଥିଲେ । ତେଣୁ ପିଲାଟିକୁ ଦେଖି ସେ ଗ୍ରୀଲ୍ ଫିଟାଇ ପାଖକୁ ଡାକିଲେ । ତାପରେ ପିଲାକୁ ମହିଳା ଜଣଙ୍କ ପିଲା ଦେଖି ପଚରା ଉଚରା କରିଲେ । ତାପରେ ସେହି ଚୋରୀ ହୋଇଥିବା ପିଲା କି ନାହିଁ ଛୋଟ ପୁଅକୁ ପଚାରିଲା ।

ତାପରେ ଛୋଟ ପୁଅ ଜଣଙ୍କ ହଁ ମୁଁ ସେହି ଚୋରୀ ହୋଇଥିବା ପିଲା ବୋଲି ଉତ୍ତରରେ କହିଲା । ତାପରେ ମହିଳା ଜଣଙ୍କ ପାଖ ପଡୋଶୀଙ୍କୁ ଡାକି ପିଲା ବିଷୟରେ କହିଲେ । ତାପରେ ପିଲାଟିକୁ ପାଖକୁ ଡାକି ପିଲା ବିଷୟରେ ସବିଶେଷ ତଥ୍ୟ ପାଖ ପଡୋଶୀ ମନେ ପଚାରି ବୁଝିବାକୁ ଚେଷ୍ଟା କରିଲେ । ସେହି ପିଲା ଜଣଙ୍କ ହେଉଛି ଅମ୍ରିତ ଓ ୪ ରୁ ୫ ଦିନ ପୂର୍ବରୁ ଚୋରୀ ହୋଇଯାଇଥିଲା ବୋଲି ସୂଚନା ମିଳିଥିଲା ।

ଯେଉଁ ଘର ପାଖରୁ ସେହି ପିଲାଟି ଠିଆ ହୋଇ ଥିଲା । ପିଲାଙ୍କୁ ପ୍ରଥମେ ଦେଖିଥିବା ମହିଳା ଜଣଙ୍କୁ ଯେତେବେଳେ ମିଡିଆ ମାନେ ସେହି ଘରେ ଆଗରୁ ପିଲାକୁ କେବେ ଦେଖିଛ କି ନାହିଁ, ପଚରାଗଲା । ମହିଳା ଜଣଙ୍କ ଉତ୍ତରରେ କହିଲେ, ସେ ଏହି ବିଷୟରେ ଆଗରୁ କିଛି ଜାଣିନଥିଲେ । ସେହି ପିଲା କେଉଁଠି ଥିଲା କି ନାହିଁ ।

କେବଳ ଗ୍ରୀଲ୍ ପାଖରେ ଠିଆ ହୋଇ ପାଣି ମାଗୁଥିବାର ପିଲା କୁ ଦେଖି ହିଁ ସେହି ଆଖପାଖରେ ଥିବା ଲୋକଟି ଚୋରୀ ହୋଇଥିବା ପିଲାକୁ ପାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *