ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସପ୍ତଫେଣୀ ନାଗର ରହସ୍ୟ ! ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଧାମ ତଥା ଜଗନ୍ନାଥ ଧାମ ଭାବେ ଓଡିଶା ପରିଚିତ । ସେହି ଓଡିଶାର ପୁରୀ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ଅବସ୍ତିତ।  ଏହି ମନ୍ଦିର ଦେଖିବାକୁ ଯେତିକି ସୁନ୍ଦର ଓ ଆକର୍ଷଣୀୟ । ଏହି ଶ୍ରୀ ମନ୍ଦିର ପଛର ରହସ୍ୟ ସେତିକି ହିଁ ଭୟାନକ ହୋଇଥାଏ । କାରଣ ଏଠାରେ ଥିବା ରତ୍ନ ଭଣ୍ଡାର ଘରର ପଛରେ କେତେ ଯେ ଗୁମର ତଥ୍ୟ ଲୁଚି ରହିଛି ତାହା ସାଧାରଣ ଲୋକଙ୍କ ପାଖରେ ସବୁବେଳେ ଅଜଣା ହୋଇ ରହିଛି ।

ସୂଚନା ମୁତାବକ ଏହି ରତ୍ନ ଭଣ୍ଡାର ଘରକୁ ବିଷାକ୍ତଧର ସାପମାନେ ଜଗିରହିଛନ୍ତି । ଯେଉଁ କାରଣରୁ କୌଣସି ବ୍ୟକ୍ତି ମଧ୍ୟ ରତ୍ନଘରର କବାଟ ଖୋଲିବାକୁ ସାହସ କରିନଥାନ୍ତି । କାରଣ ଯେଉଁ ମାନେ କିଛି ବର୍ଷ ତଳେ ଏହି ରତ୍ନଭଣ୍ଡାର ଘରର କବାଟ ଖୋଲିବାକୁ ଦୁଃସାହସ କରିଛନ୍ତି । ସେମାନେ ରତ୍ନଭଣ୍ଡାର ଖୋଲିଲେ କେଉଁ ପରିଣାମ ତାଙ୍କୁ ମିଳିବ ସେ କଥା ଯେତେବେଳେ ଜାଣିଯାଉଥିଲେ ।

ସେତେବେଳେ କେବେବି ରତ୍ନଭଣ୍ଡାର ଖୋଲିବା କଥା ସ୍ଵପ୍ନରେ ସୁଦ୍ଧା ଭାବନ୍ତି ନାହିଁ । କାରଣ ଯେଉଁ ମାନେବି ଏହି ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥାନ୍ତି । ସେମାନେ ବିଷଧର ସାପ ମାନଙ୍କର ଭୟାନକ ଗର୍ଜନ ଶୁଣିବାକୁ ପାଇଥାନ୍ତି । କଥାରେ ଅଛି ସେଠାରେ ଥିବା ସାପମାନେ ପ୍ରଭୁ ଲୋକନାଥଙ୍କର ଚଳନ୍ତି ପ୍ରତିମା ରୂପେ ସେହି ରତ୍ନଭଣ୍ଡାରକୁ ଜଗିରହିଛନ୍ତି।

କାରଣ ସେହି ରତ୍ନଭଣ୍ଡାରରେ ଥିବା ଧନ ସମ୍ପତି ସବୁର ଅଧିକାରୀ ହେଉଛନ୍ତି ସ୍ଵୟଂ ମହା ପ୍ରଭୁ । ତେଣୁ ଏହି ଧନ ଉପରେ କେହି ମଧ୍ୟ ଲୋଭାନ୍ଵିତ ହୋଇ ରତ୍ନଭଣ୍ଡାରରୁ ତାହାକୁ କାଢିପାରିବେ ନାହିଁ । ବହୁତ ବର୍ଷ ପୂର୍ବେ ମଧ୍ୟ ବିଦେଶୀ ମାନଙ୍କର ବହୁ ଚେଷ୍ଟା ସତ୍ବେ ମଧ୍ୟ ରତ୍ନଭଣ୍ଡାର ଉପରେ କରିଥିବା ଆକ୍ରମଣ ତାଙ୍କର ବିଫଳ ହୋଇଥିଲା ।

୨୦୧୮ ମସିହାରେ ବି ରତ୍ନ ଭଣ୍ଡାର ଖୋଲିବା ପାଇଁ ପୋଲିସ ପ୍ରଶାସନ ଟିମ ୧୬ ଜଣିଆ କମିଟି ଗଠନ କରଯାଇଥିଲା । ଏହା ସହିତ ମନ୍ଦିରର ବିଶିଷ୍ଠ କର୍ମଚାରୀ ଓ ମନ୍ଦିର ଗଜପତିର ପ୍ରତିନିଧି ସବୁ ଯାଇଥିଲେ । ରତ୍ନଭଣ୍ଡାରରେ ଥିବା ୭ ଟି ଫାଟକ ମଧ୍ୟରୁ ୪ ଟି ଫାଟକ ଖୋଲିବାକୁ ଯାଇଥିବା ଲୋକମାନେ ବିଫଳ ହୋଇଥିବା କାରଣରୁ ରତ୍ନଭଣ୍ଡାର ପାଖକୁ ଯାଇପାରିନଥିଲେ ।

୧୯୮୪ ମସିହାରେ ଯେତେବେଳେ ପ୍ରତ୍ନୋତତ୍ଵବିତ ମାନେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରୟାସ କରିଥିଲେ । ସେମାନେ ମଧ୍ୟ ବହୁ ଅସୁବିଧାର ସାମ୍ନା କରିଥିଲେ । ପୁରୀ ସେବାୟତଙ୍କର କହିବା ଅନୁସାରେ ମହାପ୍ରଭୁଙ୍କର ରତ୍ନଭଭଣ୍ଡାର ଖୋଲିବା ଏକ ବହୁତ ବଡ ମହାପାପ ।

ଏହି ରତ୍ନଭଣ୍ଡାରଙ୍କୁ ଖୋଲିବା ଲୋକଙ୍କୁ ପ୍ରଭୁ କେବେବି କ୍ଷମା କରିବେ ନାହିଁ । ତେଣୁ ରତ୍ନଭଣ୍ଡାରର ନାଗଫାସବନ୍ଧନକୁ ଖୋଲି କେହି ମଧ୍ୟ ରତ୍ନଭଣ୍ଡାର ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇପାରିନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *