ନା ମୁଁ ଦେଖାଯିବି ନା ମୁଁ ବିକ୍ରି ହେଇ ପାରିବି ନା ମୁଁ ତଳେ ପଡି ପାରିବି ତେବେ କୁହନ୍ତୁ ମୁଁ କିଏ ? ୯୯ % ଲୋକ ଫେଲ

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

ପ୍ରଶ୍ନ . ୧

ଏମିତି କେଉଁ ଜୀବ ଅଛି ଯିଏ ଗୋଟିଏ ଦିନରେ କେବଳ ୧୬ ମିନିଟ ଆରାମ କରିଥାଏ ?

ଉତ୍ତର – ପିମ୍ପୁଡି

ପ୍ରଶ୍ନ . ୨

ଭାରତରେ ସବୁଠୁ କମ ଅପରାଧ କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର – ଆନ୍ଧ୍ର ପ୍ରଦେଶରେ

ପ୍ରଶ୍ନ . ୩

କଣ ପଶୁ ପକ୍ଷୀଙ୍କର ବି ଝାଳ ବାହାରେ ?

ଉତ୍ତର – ଆଜ୍ଞା ହଁ

ପ୍ରଶ୍ନ . ୪

ଅନ୍ତରିକ୍ଷ କୁ ଯାଇଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର – ରାକେଶ ଶର୍ମା

ପ୍ରଶ୍ନ . ୫

ଭାରତର ସବୁଠୁ ପ୍ରଥମ ସୌର ଉର୍ଜ୍ଜା ରେ ସଞ୍ଚାଳିତ ବିମାନ ବନ୍ଦର କିଏ ଅଟେ ?

ଉତ୍ତର – କୋଚିନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କେରଳ)

ପ୍ରଶ୍ନ . ୬

ଧଳା କଇଁ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର- ଇଟାଲୀ

ପ୍ରଶ୍ନ . ୭

IIT ର ଫୁଲ ଫର୍ମ କଣ ଅଟେ ?

Indian institute of technology

ପ୍ରଶ୍ନ . ୮

କଞ୍ଚା ଆମ୍ବକୁ ପଚାଇବା ପାଇଁ କେଉଁ ଗ୍ଯାସ ର ପ୍ରୟୋଗ କରାଯାଏ ?

ଉତ୍ତର – ଏଥିଲିନ ଗ୍ଯାସ

ପ୍ରଶ୍ନ . ୯

୧ କୋସ ରେ କେତେ କିଲୋମିଟର ଥାଏ ?

ଉତ୍ତର – ୩.୧୨ କିଲୋମିଟର

ପ୍ରଶ୍ନ . ୧୦

କେଉଁ ତେଲ ଥଣ୍ଡା ଦିନେ ଜମି ଯାଇଥାଏ ?

ଉତ୍ତର – ନଡିଆ ତେଲ

ପ୍ରଶ୍ନ . ୧୧

ଇଂରେଜ ଭାରତକୁ କେଉଁ ଉଦେଶ୍ୟରେ ଆସିଥିଲେ ?

ଉତ୍ତର – ବ୍ୟାପାର ଉଦ୍ଦେଶ୍ୟରେ

ପ୍ରଶ୍ନ . ୧୨

ଭାରତର ଉପଗ୍ରହ ର ନାମ କଣ ଅଟେ ?

ଉତ୍ତର – ଆର୍ଯ୍ୟଭଟ୍ଟ

ପ୍ରଶ୍ନ . ୧୩

ନା ମୁଁ ଦେଖାଯିବି

ନା ମୁଁ ବିକ୍ରି ହେଇ ପାରିବି

ନା ମୁଁ ତଳେ ପଡି ପାରିବି

କୁହ ମୁଁ କିଏ ଅଟେ ?

ଉତ୍ତର – ପବନ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *