୧ ସ୍ତ୍ରୀ ଓ ୨୦ ଜଣ ପ୍ରେମିକାଙ୍କ ସହିତ ମହଲରେ ରୁହନ୍ତି ଏହି ରାଜା, ଏହି ଭଳି କରିଥାନ୍ତି ସବୁ ଝିଅଙ୍କ ସହିତ ଡୀଲ

ବନ୍ଧୁଗଣ ଆଜି କାଲିର ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଭିନ୍ନ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ବିଷୟରେ ଆପଣମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସମସ୍ତ ମଣିଷ ନିଶ୍ଚୟ ରାଜା ହେବା ପାଇଁ ଇଛା କରିଥାନ୍ତି, ହେଲେ ରାଜା ହେବା ସହଜ ହୋଇନଥାଏ । ଏହି ଦ୍ରୁଷ୍ଟିରୁ ଥାଇଲାଣ୍ଡର ରାଜା ବାଜିରାଲଅଙ୍ଗୋକର୍ନଙ୍କ ପାଇଁ ଏହା ବହୁତ କଠିନ ଅଟେ । କାରଣ ତାଙ୍କୁ ନିଜର ପ୍ରଜା ମାନଙ୍କ ସହ ନିଜର ବ୍ୟକ୍ତିଗତ ଜୀବନକୁ ମଧ୍ୟ ସମ୍ଭାଳିବାକୁ ପଡୁଛି ।

ନିଜର ବଡିଗାର୍ଡ ସହ ବିବାହ କରିବା ପରେ ମଧ୍ୟ ସେ ଅନ୍ୟ ୨୦ ଜଣ ମହିଳାଙ୍କୁ ନିଜ ପାଖରେ ରଖିଛନ୍ତି । ଥାଇଲାଣ୍ଡର ରାଜା ଅନ୍ୟ ଏକ ସମୟରେ ମଧ୍ୟ ବହୁତ ଚର୍ଚାରେ ଥିଲେ, ଯେତେବେଳେ ସେ ନିଜ ସ୍ତ୍ରୀକୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲରେ ରଖିଥିଲେ । ଜେଲରୁ ମୁକ୍ତ ହେବା ପରେ ତାଙ୍କ ପତ୍ନୀକୁ ଜର୍ମାନୀ ରାଜା ପାଖରେ ରହିବା ପାଇଁ ପଠା ଯାଇଥିଲା ।

ଆଜି ଆମେ ଆପଣମାନଙ୍କୁ ଏହି ରାଜାଙ୍କର ଜୀବନ ବିଷୟରେ କିଛି ଆଶ୍ଚର୍ଯ୍ୟ ଜନକ କଥା କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବାଜିରାଲଅଙ୍ଗୋକର୍ନଙ୍କ ୨୦୧୯ରେ ଥାଇଲାଣ୍ଡର ରାଜା ହୋଇଥିଲେ । ନିଜର ରାଜ୍ୟ ଅଭିଷେକର କିଛି ଦିନ ପୂର୍ବରୁ ରାଜା ନିଜ ବଡିଗାର୍ଡ ସହ ବିବାହ କରିଥିଲେ । ହେଲେ ତାଙ୍କର ଏହି ବିବାହ ଅଧିକ ସମୟ ରହି ନଥିଲା, କିଛି ମତଭେଦ ହେବା ଦ୍ଵାରା ରାଜା ନିଜ ସ୍ତ୍ରୀକୁ ଜେଲ ପଠାଇଥିଲେ ।

୧ ବର୍ଷ ପରେ ଯେବେ ତାଙ୍କ ସ୍ତ୍ରୀ ଜେଲରୁ ଆସିଲେ ସେତେବେଳେ ତାଙ୍କ ସ୍ତ୍ରୀକୁ ସେ ଜର୍ମାନୀର ରାଜାଙ୍କର ସେବା କରିବା ପାଇଁ ପଠାଇଥିଲେ । ଏହା ପୂର୍ବରୁ ରାଜା ୩ ଥର ବିବାହ କରିଥିଲେ, ହେଲେ ସମସ୍ତ ସ୍ତ୍ରୀଙ୍କ ସହ ତାଙ୍କର ତଲାକ ହୋଇଥିଲା । ରାଜାଙ୍କର ସେହି ମହିଳାଙ୍କ ଠାରୁ ୭ଟି ଛୁଆ ଅଛି । କେବଳ ଏତିକି ନୁହେଁ ସ୍ତ୍ରୀ ମାନଙ୍କ ଛଡା ରାଜା ଅନ୍ୟ କେତେକ ମହିଳା ମାନଙ୍କ ସହ ରୁହନ୍ତି । ଏହି ମହିଳା ମାନଙ୍କୁ ରାଜା ସୁନା ଓ ଚାନ୍ଦିରେ ସଜାଇ ରଖନ୍ତି ।

ସେ ମାର୍ଚ୍ଚ ମାସରୁ ଜର୍ମାନୀର ଏକ ହୋଟେଲରେ ନିଜକୁ ଆଇସୋଲେସନ କରି ରଖିଛନ୍ତି । ଜର୍ମାନୀର ଏକ ୪ ଷ୍ଟାର ହୋଟେଲରେ ରାଜାଙ୍କ ପାଇଁ ଏକ ଖାସ ଘର ରହିଛି । ସେଠାରେ ରାଜା ନିଜର ୨୦ଟି ‘ସେକ୍ସ ସୋଲ୍ଜର’ ସହ ଭୋଗବିଳାସର ଜୀବନ ଅତିବାହିତ କରୁଛନ୍ତି । ରାଜା ଯେତେଯାହା କରିଲେ ମଧ୍ୟ ତାଙ୍କର ଖରାପ ଆଲୋଚନା କେହି କରିପାରିବେ ନାହିଁ । ଏହା କରିବା ଦ୍ଵାରା ତାକୁ ୧୫ ବର୍ଷର କାରାଦଣ୍ଡ ସହିବାକୁ ହେବ ।

ଏହିଭଳି କିଛି ରୋମାଞ୍ଚକର ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *