ନିଜ ମା ବାପାଙ୍କ ନାଁକୁ ଉଜ୍ଜ୍ଵଳ କରିଥାନ୍ତି ଏହି ୩ଟି ରାଶିର ଲୋକ, କଣ ଆପଣଙ୍କ ନାଁ ନାହିଁତ

ରାଶି ଗୁଡ଼ିକ ରାଶିଚକ୍ର ର ୧୨ ଭାଗରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଗ କରା ଯାଇଛି । ସବୁ ରାଶି ଗୁଡ଼ିକ ସୂର୍ଯ୍ୟଙ୍କର କ୍ରାନ୍ତିବୃନ୍ତରେ ଆସୁଥିବା ତାର ମଣ୍ଡଳ ସହ ସମ୍ବନ୍ଧ ରଖିଥାଏ । ସେହି ଦିନ ଗୁଡ଼ିକ ସେହି ରାଶି ନାମାନୁସାରେ ନାମିତ ହୁଏ । ଯେପରି ମିଥୁନ ରାଶି କୁ ମିଥୁନ ତାରା ମଣ୍ଡଳ ବୋଲି କୁହାଯାଏ । ସେହିପରି ୧୨ ଟି ରାଶିର ମଧ୍ୟ ରହିଅଛି । ତେବେ ପ୍ରତ୍ୟେକ ପିତା ମାତାଙ୍କର ଆନ୍ତରିକ ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ବଡ ହୋଇ ପିତାମାତାଙ୍କ ନାମକୁ ଉଜ୍ଜ୍ୱଳ କରନ୍ତୁ । ଏହା ସହିତ, ସେ ଜୀବନରେ ଆଗକୁ ଯାଇ ଖୁସିରେ ରୁହନ୍ତୁ । ଆଜି ଆମେ ଆପଣଙ୍କୁ ଏପରି ରାଶି ସହିତ ଜଡିତ ପିଲାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସେମାନଙ୍କ ଜୀବନରେ ପିତାମାତାଙ୍କ ନାମ ଉଜ୍ଜ୍ୱଳ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶିର ପିଲାମାନଙ୍କ ବିଷୟରେ ।

କନ୍ୟା ରାଶି- କନ୍ୟା ରାଶିର ଲୋକ ସାଧାରଣତଃ କର୍ମଠ ସ୍ୱଭାବର ହୋଇଥାନ୍ତି । ହେଲେ ଏମାନେ ନିଜ କାମ ପ୍ରତି ଇମାନ୍ଦାର ହୋଇଥାନ୍ତି । ଏମାନେ ସବୁ କାମ ପାଇଁ ଯୋଗ୍ୟ ଅଟନ୍ତି । ଅନ୍ୟକୁ ମଧ୍ୟ ସମ୍ମାନ ଦେଇଥାନ୍ତି । ନିଜ ସମାଜର ମଜଭୁତ ସ୍ଥିତିରେ ରହିଥାନ୍ତି । ନିଜର ଏହି ସବୁ ଭଲ ଗୁଣ ପାଇଁ ତାଙ୍କ ବାପାମା ଙ୍କ ନା କୁ ଉଚ୍ଚ କରିଥାନ୍ତି ।

କୁମ୍ଭ ରାଶି- କୁମ୍ଭ ରାଶିର ଲୋକ ଶାନ୍ତ ସ୍ୱଭାବର ହୋଇଥାନ୍ତି । ସେମାନେ ନିଜ କାମ ମଧ୍ୟରେ କାମ ରଖିଥାନ୍ତି । ଏମାନେ ପାଠପଢ଼ାରେ ବହୁତ ହୋଶୀୟାର ହୋଇଥାନ୍ତି । ଏମାନେ ସାଧାରଣତଃ ଇମାନ୍ଦର୍ ପ୍ରକୃତିର ଅଟନ୍ତି । ଏମାନେ ନିଜ ଇଚ୍ଛା କୁ ପୁଅର କରିବା ପୂର୍ବରୁ ନିଜ ମାତା ପିତାଙ୍କ କାମକୁ ସର୍ବୋପରି ମାନନ୍ତି । ନିଜର ଏହି ଗୁଣ ଯୋଗୁଁ ଏମାନେ ସମାଜରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ନିଜ ନାମ ସହିତ ନିଜ ମାତା ପିତାଙ୍କ ନାମକୁ ବି ଉଜ୍ଜ୍ୱଳ କରିଥାନ୍ତି ।

ମିଥୁନ ରାଶି- ମିଥୁନ ରାଶି ଲୋକ ବହୁତ୍ ସହନଶିଳ ହୋଇଥାନ୍ତି । ଏମାନେ ବହୁତ୍ ଚାଲାକ ଓ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ନିଜର ଆତ୍ନସମ୍ମାନ ଏମାନଙ୍କ ପାଇଁ ସବୁକିଛି ହୋଇଥାଏ । ଏହି ଯିଦ୍ଦି ଯୋଗୁଁ ଏମାନେ ବହୁତ ବଡ଼ ଲୋକ ହୋଇ ପାରନ୍ତି । ଏମାନେ ନିଜ ବାପା ମାଆଙ୍କ ପାଇଁ ସବୁକିଛି କରି ପାରନ୍ତି । ଏମାନେ ସମାଜରେ ନିଜକୁ ପଛରେ ପକାଇ ବାପା ମାଙ୍କୁ ଆଗରେ ରଖନ୍ତି । ଏମାନେ ନିଜ କର୍ତ୍ତବ୍ୟରେ କେବେ ଅବହେଳା କରନ୍ତି ନାହିଁ । ନିଜର ଏହି ସବୁ ଜ୍ଞାନ ଯୋଗୁଁ ଏମାନେ ନିଜ ବାପା ମାଆଙ୍କ ନାଁ ଉଚ୍ଚରେ ରଖିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *