ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରେମିକ ଙ୍କ ଘର ଆଗରେ ଧାରଣାରେ ପ୍ରେମିକା ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ପ୍ରେମିକା ବସିନାହାଁନ୍ତି ବରଂ ପ୍ରେମିକାର ପରିବାର ଲୋକେ ମଧ୍ୟ ପ୍ରେମିକ ଘର ଦୂଆରେ ବସିଛନ୍ତି । ଏହା ସହିତ ଗ୍ରାମବାସୀ ମଧ୍ୟ ପ୍ରେମିକା ଙ୍କ ସାଥିରେ ଛିଡା ହୋଇଛନ୍ତି । କାରଣ ତାଙ୍କ ଗାଁ ର ଜଣେ ଝିଅ ପ୍ରତି ଅବିଚାର ହୋଇଛି । ଅବିଚାର କରିଛି ତାଙ୍କୁ ଭଲ ପାଉଥିବା ତଥା ମନ ଦେଇଥିବା ପ୍ରେମିକ ଜଣଙ୍କ ।
ଯୁବତୀ ଙ୍କ ନାମ ହେଉଛି ପ୍ରିୟଙ୍କା ମଲ୍ଲିକ । ପ୍ରିୟଙ୍କା କହିଛନ୍ତି ଯେ ସେ ୪ ବର୍ଷ ପୂର୍ବେ ଗୋଟିଏ ପୁଅ ସହିତ ପ୍ରେମ ସମ୍ପର୍କରେ ରହିଲେ । ଏହା ସହିତ ପ୍ରେମିକ ଜଣଙ୍କ ବିବାହ ନିମନ୍ତେ ପ୍ରତିଶୃତି ଦେଇ ତାଙ୍କ ସହିତ ଶା-ରଇରିକ ସ-ଅମ୍ପର୍କ ମଧ୍ୟ ରଖିଲେ । କିନ୍ତୁ ଏ ସବୁ କଥା ଯୁବତୀ ଙ୍କ ଘର ଲୋକ ଜାଣିନଥିଲେ ଆଉ ଜାଣିଲା ପରେ ପ୍ରେମିକା ଙ୍କ ପାଖରୁ ଫୋନ ଛଡାଇ ନେଇ ଯାଇଥିଲେ ।
ଏହା ପରେ ପ୍ରେମିକ ଜଣଙ୍କ ଯୁବତୀ ଙ୍କୁ ଲୁଚାଇ ଏକ ଫୋନ ଦେଇଥିଲେ । ଯୁବତୀ ସେହି ଫୋନ ମାଧ୍ୟମରେ ନିଜ ପ୍ରେମିକ ସହିତ କଥା ହୁଅନ୍ତି । କିନ୍ତୁ ଏ ସବୁ କଥା ଘର ଲୋକ କେହି ଜାଣି ନଥିଲେ ଯେ ଫୋନ ନେବା ପରେ ମଧ୍ୟ ଝିଅ ସେହି ପିଲା ସହିତ ଫୋନ ରେ କଥା ହେଉଛନ୍ତି । ଏହା ଭିତରେ ଯୁବକ ଜଣଙ୍କ ନିଜ ପ୍ରେମିକା ଙ୍କୁ କହିଲେ ଯେ ତୁ ମୋ ସହିତ ପଳାଇ ଆସେ ମୁଁ ତୋତେ ନେଇ ଚାଲିଯିବି ।
କାରଣ ତୁମ ଘର ଲୋକେ ଜାଣି ଗଲେଣି ଆଉ ଆମ ଘର ଲୋକେ ମଧ୍ୟ ଜାଣି ଗଲେଣି । ଏହା ପରେ ପ୍ରେମିକା ଜଣଙ୍କ ପ୍ରେମିକ ଙ୍କ କଥା ମାନି ଘର ଛାଡି ଚାଲି ଯାଇଥିଲେ । ପ୍ରେମିକା ଙ୍କୁ ନେଇ ଭୁବନେଶ୍ଵରରେ ପ୍ରେମିକ ଜଣଙ୍କ ରଖିଥିଲେ । ମାତ୍ର ବର୍ତ୍ତମାନ ପ୍ରେମିକ ଜଣଙ୍କ କହୁଛନ୍ତି ଯେ ସେ ଆଉ ପ୍ରେମିକା ଙ୍କୁ ଜାଣି ନାହାଁନ୍ତି କି ଚିହ୍ନି ନାହାଁନ୍ତି ।
ସେ ଆଉ ବିବାହ ମଧ୍ୟ କରିବା କଥା କହି ନଥିଲେ କି ଏତେ ସବୁ କଥା କହିନଥିଲେ । କିନ୍ତୁ ଯୁବତୀ କହିଛନ୍ତି ଯେ ସେ ନିଜ ପ୍ରେମିକ କୁ ହିଁ ବିବାହ କରିବେ କାରଣ ଦୀର୍ଘ ୪ ବର୍ଷ ଧରି ସମ୍ପର୍କରେ ଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।