Alzarri Joseph ଛକା ଖାଇବା ପରେ ଭୁଲି ଗଲେ ମଣିଷପଣିଆ ! ପଡିଆରେ ହିଁ କଲେ ଏମିତି କାମ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିନ ପରେ ଦିନ IPL ମ୍ଯାଚ ଖେଳ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କର ବଢିଚାଲିଛି ଉତ୍ସାହ ! ଏଥିସହିତ ପ୍ରତ୍ଯେକଟି ମ୍ଯାଚରେ ଦେଖିବାକୁ ମିଳୁଛି କିଛି ନୂଆ ନୂଆ ଘଟଣା ! ତେବେ ଚାଲିଥିବା IPL ୨୦୨୩ ମ୍ଯାଚରେ ମଙ୍ଗଳବାର ଗୁଜୁରାଟ ଟାଇଟାନ ଓ ଦିଲ୍ଲୀ କାପିଟାଲ ମଧ୍ୟରେ ମ୍ଯାଚ ଚାଲିଥିଲା । ଏହାରି ମଧ୍ୟରେ ଆସିଛି କ୍ରିକେଟ ଜଗତରୁ ଆସିଛି ଏକ ନୂଆ ଖବର । ଅଲଜାରୀ ଯୋଶେଫ ଛକା ଖାଇବା ପରେ ଭୁଲିଯାଇଥିଲେ ମଣିଷପଣିଆ ।

ମ୍ଯାଚ ଚାଲିଥିବା ସମୟରେ ଖେଳ ଖେଳ ଭାବନା ଭୁଲିଯାଇ ଅନ୍ୟ ଆଡେ ମୁହଁ ହୋଇଗଲେ । ତେବେ ସୂଚନା ମୁତାବିକ ମଙ୍ଗଳବାର ଦିନ ଗୁଜୁରାଟ ଟାଇଟାନ ବିପକ୍ଷରେ ଦିଲ୍ଲୀ କାପିଟାଲ ପାଇଁ ଖେଳୁଥିଲେ ଅଲଜାରୀ ଅଭିଷେକ ପୋରେଲ । ତେବେ ପ୍ରଥମ କରି ଅଭିଷେକ ପୋରେଲ IPLଡେବ୍ଯୁ କରିଥିଲେ । ଏହି ୨୦୨୩ IPL ଗୁଜୁରାଟ ଓ ଟାଇଟାନ ମଧ୍ୟରେ ଚାଲିଥିବା ମ୍ଯାଚରେ ଅଭିଷେକ ପୋରେଲ ୨ ଟି  ଛକାରେ ୨୦ ରନ୍ କରିଥିଲେ ।

ରସିଦ ଖାନଙ୍କ ବଲ୍ ରେ ବୋଲ୍ଡ ହୋଇ ପାଭିଲିଅନ ଫେରିଥିଲେ ।  ଏହି ସମୟରେ ଗୋଟେଇ ବଲ୍ ତାଙ୍କ ହେଲମେଟକୁ ଆସି ଜୋରରେ ଧକ୍କା ଦେଇଥିଲା । ତେବେ ଏପରି କିଛି ଘଟଣା ଘଟିବା କାରଣରୁ ମ୍ଯାଚକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ଅଲଜାରୀ ଯୋଶେଫଙ୍କ ଦ୍ଵାରା ବୋଲିଂ ହୋଇଥିବା ଇନିଙ୍ଗ୍ସ ର ଏକାଦଶ ଓଭରର ଚତୁର୍ଥ ବଲ୍ ରେ ବ୍ୟାଟ୍ସମ୍ୟାନ ଅଭିଷେକ ଏକ ଜବରଦସ୍ତ ଛକା ମାରିଥିଲେ । ଏହାର ପରବର୍ତ୍ତୀ ବଲ୍ କୁ ଯୋଶେଫ ସଟ ମାରିଥିଲେ ।

ଯାହାକି ହେଲମେଟରେ ଆସି ବାଜିଥିଲା । ତାପରେ ଅମ୍ପାୟାର ମଇଦାନ ଉପରେ ଏହି କଥାକୁ ନେଇ ଯାଞ୍ଚ କରିଥିବା କାରଣରୁ ମ୍ଯାଚକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା । ତାପରେ ପୁଣି ଥରେ ମ୍ଯାଚକୁ ଆରମ୍ଭ କରଯାଇଥିଲା । ଅଭିଷେକଙ୍କ ହେଲମେଟରେ ବଲ୍ ବାଜିବା ପରେ ଯୋଶେଫ ଖେଳ ଭାବନା ସେଠାରେ ଦେଖାଇନଥିଲେ । ତେବେ ସେଠାରେ ଅଲଜାରୀ ଯୋଶେଫ ଅଭିଷେକ ପୋରେଲଙ୍କୁ ତାଙ୍କର ହେଲମେଟରେ ବାଜିଥିବା ଧକ୍କା ବିଷୟରେ କିଛି ମଧ୍ୟ ପଚାରିନଥିଲେ ।

ନନ ଷ୍ଟ୍ରାଇକରଙ୍କ ଆଡକୁ ଫେରିଯାଇଥିଲେ । ଯେଉଁ ଘଟଣା ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିପଡିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *