‘ଦେହ ନ ଦେଲେ ଫିଲ୍ମରେ ଚାନ୍ସ ମିଳିବ ନାହିଁ ! ଝିଅ ମାନେ ନିଜ ଆଡୁ ଅଫର କରୁଛନ୍ତି, ଆମଠୁ କଣ ନେବ ନିଅ ଆଉ ଆମକୁ କାମ ଦିଅ, ଦେଲେ ସେମାନେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ ମାନେ ନିଜ ଆଡୁ କୁହନ୍ତି, କଣ ନେପାରିବ ଆମଠୁ ନିଅନ୍ତୁ ! ହେଲେ କ୍ଯାରିଅର ବନାଇ ଦିଅନ୍ତୁ । ତେବେ ଏପରି ଏପରି କିଛି ମନ୍ତବ୍ୟ ଗଣ ମାଧ୍ୟମ ସାମ୍ନାରେ ଓଡିଆ ଅଭିନେତ୍ରୀ ରୂପଶ୍ରୀ ପଣ୍ଡାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଯେଉଁଠାରେ କି ରୂପଶ୍ରୀ ଓଡିଆ ସିନେ ଜଗତର ପଛରେ ରହିଥିବା ଗୁମରକୁ ନେଇ ନିଜସ୍ଵ କିଛି ଅନୁଭୂତି ତଥା ନିଜର ମତ ଶେୟାର କରିଥିଲେ ।

ବିଗ ବ୍ରେକ ଭଳି ଏକ ରିୟଲିଟି ସୋ’ ର ରୂପଶ୍ରୀ ପଣ୍ଡା ୱିନର ହୋଇ ତାପରେ ନିଜର ଫିଲ୍ମି କ୍ଯାରିଅର ଆରମ୍ଭ କରିଦେଇଥିଲେ । ଜଣେ କଳାକାର ସିନେ ଜଗତରେ ହିରୋ କିମ୍ବା ହିରୋଇନ ହେବା ପାଇଁ ମନରେ ଇଛା ରଖିଥାଏ । ସତ କିନ୍ତୁ ନିଜ ପାଖରେ ଦକ୍ଷତା ଥାଇ ମଧ୍ୟ କିଛି ନା କିଛି କାରଣ ପାଇଁ ସେମାନେ ପଛରେ ରହିଜାଇଥାନ୍ତି । ତେବେ ରୂପଶ୍ରୀ ପଣ୍ଡାଙ୍କ କହିବା ଅନୁଯାଇ ମୋର ତ ଛୋଟ ବେଳୁ ଇଚ୍ଛା ଥିଲା । କି ମୁଁ ଅଭିନୟରେ କ୍ଯାରିଅର ବନେଇବି । ଜଣେ ବଡ ହିରୋଇନ ହେବି ।

ତେଣୁ ମୁଁ ମୋର ଅଭିନୟର ଷ୍ଟ୍ରଗଲ ଜାରୀ ରଖିଛି । ହେଲେ ମୁଁ ବିଗ ବ୍ରେକରେ ୱିନ କରି ମଧ୍ୟ ତାପରେ ମୋତେ ସେପରି କିଛି ଭଲ ସୁଯୋଗ ମିଳିପାରୁନାହିଁ । କିଛି କିଛି ସ୍ଥାନରେ  ଯେଉଁଠାରେ ବି ଫିଲ୍ମ ପାଇଁ ସୁଯୋଗ ମିଳୁଛି । ସେଠାରେ କିନ୍ତୁ ଯେପରି ସବୁ କରିବାକୁ କହୁଛନ୍ତି । ସେପରି ଖରାପ କାମ କରି ମୁଁ ଫିଲ୍ମ କ୍ଯାରିଅର କରିବାକୁ ଚାହେଁନାହିଁ । ତେଣୁ ମୁଁ କହି ରଖିବା ପାଇଁ ଚାହୁଁଛୁ କି ।

ଯେ ଯଦି ଜଣେ ଝିଅ ନଚାହିଁବ । ତାଙ୍କୁ କୌଣସି ପୁଅ ମଧ୍ୟ ଛୁଇଂପାରିବ ନାହିଁ । ହେଲେ ହିରୋଇନ ପାଇଁ ବା ଅଭିନୟରେ କ୍ଯାରିଅର କରିବା ପାଇଁ ବହୁତ ଝିଅ ଅଛନ୍ତି । ଯେଉଁ ମାନେ କି ନିଜ ଆଡୁ କହୁଛନ୍ତି । ଆମଠୁ କଣ ନେଇପାରିବ ନିଅ । ହେଲେ ଆମକୁ କାମ ଦିଅନ୍ତୁ । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ କାଷ୍ଟିଙ୍ଗ କାଉଚ ଭଳି ଗୁମର ରହିଅଛି ।

ହେଲେ ଏଥିରେ ଯିଏ କମ୍ପରମାଇଜ କରିଦେଉଛି । ସିଏ ଆଗକୁ ବଢୁଛି । ନଚେତ ବହୁତ ପିଲା ନିଜ ପାଖରେ ଟ୍ଯାଲେନ୍ଟ ଥାଇ ମଧ୍ୟ କାମ ପାଇପାରୁନାହାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *