Odia Gk Questions- ଯଦି ମଣିଷ ନ ଶୁଏ ତେବେ ସେ କେତେ ଦିନରେ ମରିଯିବ ? କଣ ଆପଣ ଜାଣିଛନ୍ତି କି ?

ନାମସ୍କାର ବନ୍ଧୁଗଣ, ଆପଣଙ୍କ ବୁଦ୍ଧିକୁ ପ୍ରଖର ଏବଂ ଜ୍ଞାନର ବୃଦ୍ଧି କରିବା ପାଇଁ ହେଲେ ସର୍ବଦା ମନରେ ପ୍ରଶ୍ନ ସୃଷ୍ଟି କରିବା ଉଚିତ ହୋଇଥାଏ । ଆଉ ଯେଉଁ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିଥାଏ ତାହାର ଉତ୍ତର ଆପଣ ଖୋଜି ପାଇବା ଯଦି କଷ୍ଟକର ହୋଇଯାଏ ତେବେ ଆପଣ ବିଚଳିତ ହୋଇ ଉଠୁଥିବେ ନିଶ୍ଚୟ । କିନ୍ତୁ ଏବେ ଆଉ ଆପଣ ମାନଙ୍କୁ ପ୍ରଶ୍ନର ଉତ୍ତର ଖୋଜି ବିଚଳିତ ହେବାକୁ ପଡିବ ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ।

୧- ଆମ ଶରୀରର କେଉଁ ଅଙ୍ଗ ମରିବା ପର୍ଯ୍ୟନ୍ତ ବଢିପାରେ ? ଉତ୍ତର: ଏହାର ସଠିକ ଉତ୍ତର ହେଉଛି ନାକ ।

୨- କେଉଁ ଜୀବ ମାତ୍ର 16 ମିନିଟ ପର୍ଯ୍ୟନ୍ତ ଶୋଇଥାଏ ? ଉତ୍ତର: ପିମ୍ପୁଡି ମାତ୍ର 16 ମିନିଟ ପର୍ଯ୍ଯନ୍ତ ଶୋଇଥାଏ ।

୩- ମଣିଷ ନ ଶୋଇ କେତେଦିନ ବଞ୍ଚି ପାରିବ ? ଉତ୍ତର: ମଣିଷ ନ ଶୋଇ ୧୧ ଦିନ ଯାଏ ବଞ୍ଚି ପାରିବ ।

୪- କେବେ ଓଡିଶାର ରାଜଧାନୀ କଟକ ରୁ ଭୁବନେଶ୍ଵର ହୋଇଥିଲା ? ୧୯୪୮ ମସିହାରେ ଓଡିଶାର ରାଜଧାନୀ କଟକ ରୁ ଭୁବନେଶ୍ଵର ହୋଇଥିଲା ।

୫- ଭାରତର କେଉଁ ରାଜ୍ୟରେ ସ୍ଵାଧୀନତା ପରେ ଗୋଟିଏ ବି ହତ୍ୟା ହୋଇ ନାହିଁ ? ଉତ୍ତର: ସିକିମ ରାଜ୍ୟରେ ସ୍ଵାଧୀନତା ପରେ ଗୋଟିଏ ବି ହତ୍ୟା ହୋଇନାହିଁ ।

୬- ଭାରତର ୧୪ ତମ ପ୍ରଧାନ ମନ୍ତ୍ରୀ କିଏ ? ଉତ୍ତର: ଭାରତର ୧୪ ତମ ପ୍ରଧାନ ମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ।

୭- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଠି ? ଉତ୍ତର: ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ ।

୮- କେଉଁ ପ୍ରାଣୀର ଦାନ୍ତ ଖୁବ ମୂଲ୍ଯବାନ ଅଟେ ? ଉତ୍ତର: ଏହାର ଉତ୍ତର ହେଉଛି ହାତୀ ।

୯- ସବୁଠାରୁ ବୁଦ୍ଧିଆ ପଶୁ କିଏ ? ଉତ୍ତର: ସବୁଠାରୁ ବୁଦ୍ଧିଆ ପଶୁ ହେଉଛି ସିମ୍ପାଜୀ ।

୧୦- କେଉଁ ପକ୍ଷୀ ମାଟିକୁ ଛୁଏଁ ନାହିଁ ? ଉତ୍ତର: ବାଦୁଡି ମାଟିକୁ ଛୁଇଁ ନଥାଏ ।

୧୧- କେଉଁ ପକ୍ଷୀ କଥା କହି ପାରେ ? ଉତ୍ତର: ଶୁଆ ପକ୍ଷୀ କଥା କହିପାରେ ।

୧୨- ସର୍ବାଧିକ ଧାନ ଉତ୍ପାଦନକାରୀ ଦେଶ କିଏ ? ଉତ୍ତର: ଚୀନ ସବୁଠାରୁ ଅଧିକ ଧାନ ଉତ୍ପାଦନ କରିଥାଏ ।

୧୩- ପୃଥିବୀର ବୃହତ୍ତମ ଦେଶ କିଏ ? ଉତ୍ତର: ପୃଥିବୀର ବୃହତ୍ତମ ଦେଶ ହେଉଛି ରୁଷ ।

୧୪- ସର୍ବାଧିକ ମସଲା ଉତ୍ପାଦନକାରୀ ଦେଶ କିଏ ? ଉତ୍ତର: ସବୁଠାରୁ ଅଧିକ ମସଲା ଉତ୍ପାଦନକାରୀ ଦେଶ ହେଉଛି ଭାରତ ।

୧୫- ପୃଥିବୀର ଅଧିକ ଜନସଂଖ୍ୟା ଦେଶ କେଉଁଟି ? ଉତ୍ତାର: ପୃଥିବୀର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ହେଉଛି ଚୀନ ।

୧୬- ୟୁ ଟ୍ୟୁବ କେଉଁ ଦେଶର କମ୍ପାନୀ ? ଉତ୍ତର: ଆମେରିକା ।

ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *