କୁମ୍ଭୀର ହୋଇଗଲା ମଣିଷ ! ପୁରା ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସାଧାରଣତଃ ଆମ ଆଖପାଖରେ କିଛି ଏଭଳି ଘଟଣା ମାନ ଘଟିଥାଏ, ଯାହା ସମ୍ବନ୍ଧରେ ଆପଣ ଅନେକ ଚର୍ଚ୍ଚା ହେଉଥିବାର ଦେଖିଥାନ୍ତି । ସେହି ଘଟଣା ମାନ ଏଭଳି ଭାବରେ ଆଶ୍ଚର୍ଯ୍ୟ କରିଥାଏ ଯେ ତାହା ସହଜରେ ପରିପ୍ରକାଶ କରି ହୁଏ ନାହିଁ । ମନୁଷ୍ୟ ନିଜ ଜୀବନରେ କିଛି ନା କିଛି ଏଭଳି କାଣ୍ଡ ଭିଆଇଥାଏ ଯାହାକୁ ସାଧାରଣତଃ ଦେଖିଲେ ହସ ଲାଗିଥାଏ ନଚେତ ସାହାସ ପ୍ରଶଂସନୀୟ ହୋଇଥାଏ ।

ତେବେ ଏହିଭଳି କିଛି ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ମଣିଷ ଟି କୁମ୍ଭୀର ହୋଇଗଲା ଏହି କଥା ଶୁଣିବାକୁ ଆପଣ ମାନଙ୍କୁ ବିଶ୍ଵାସ ହେଉ ନଥିବ କିନ୍ତୁ ଏଭଳି ଏକ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଦୃଶ୍ୟରେ ଜଣେ ଲୋକ ନିଜକୁ କୁମ୍ଭୀର ବେସରେ ସଜାଇ କୁମ୍ଭୀର ସହିତ ଖେଳୁଥିବାର ନଜର ଆସିଛି ।

ଅଜବ ନିଶା ତଥା ସାହସରେ ଜଣେ ବ୍ୟକ୍ତି କୁମ୍ଭୀର ଭଳି ପୋଷାକ ପିନ୍ଧି ଖେଳୁଥିବା ଦେଖାଯାଇଛି । ସେ ନିଜ ଦେହରେ କୁମ୍ଭୀର ଭଳି ପୋଷାକ ପିନ୍ଧିଛନ୍ତି । ଏହାପରେ କୁମ୍ଭୀର ଶୋଇଥିବା ଜାଗାରେ ଯାଇ ଶୋଇପଡିଛନ୍ତି । ନିଜେ ପିନ୍ଧିଥିବା କୁମ୍ଭୀର ପୋଷାକ ଭିତରୁ ଧୀରେ ଧୀରେ ହାତ କାଢି କୁମ୍ଭୀରର ଗୋଡ ଟାଣୁଛନ୍ତି । ଅର୍ଥାତ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ପାଖରେ ପଡି ରହି ତା’ ସହିତ ଖେଳିବା କିଛି କମ ସାହାସ ର କଥା ନୁହେଁ ।

ଟ୍ବିଟରରେ ୧୦ ସେକେଣ୍ଟର ଗୋଟିଏ ଭିଡିଓ ପୋଷ୍ଟ କରି ସମ୍ପୃକ୍ତ ବ୍ୟକ୍ତି ଙ୍କର ଏହିଭଳି ନିଶାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । କେହି କେହି ଏହି ଭି-ଡି-ଓ କୁ ନେଇ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ସମାଲୋଚନା କରିଛନ୍ତି । ସାହାସିକତା ଏବଂ ମୂର୍ଖତା ମଧ୍ୟରେ ଅଳ୍ପ ବ୍ୟବଧାନ ବୋଲି ଲେଖି ସମାଲୋଚନା କରିଛନ୍ତି ।

ଏହିଭଳି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଛାଡିଲେ ଯୁବପିଢୀ ତ ଯାହା ଛୋଟ ଛୋଟ ପିଲା ମଧ୍ୟ ଏଭଳି କାଣ୍ଡ କରିବାକୁ ପଛାଇବେ ନାହିଁ । ଏହା କରିବା କେତେଦୂରେ ଠିକ ? ଏଭଳି କାର୍ଯ୍ୟ କରିବା ଆଗରୁ ବୋଧ ହୁଏ ଏ ବାବଦରେ ଚିନ୍ତା କରୁ ନାହାଁନ୍ତି ଯେ ଆଗକୁ ପରିଣାମ କ’ଣ ହେବ ? ଯଦି କୁମ୍ଭୀରଟି ବୁଲି ଆକ୍ରମଣ କରିଥାନ୍ତା ତେବେ ବାପା କୁ ମଉସା କହିଥାନ୍ତେ ବ୍ୟକ୍ତି ଜଣଙ୍କ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *