ମଙ୍ଗଳ ଗ୍ରହଙ୍କ ପରିବର୍ତ୍ତନ ୨୦୨୦- ମଙ୍ଗଳ କଲେ ରାଶି ପରିବର୍ତ୍ତନ, ଚମକିବ ୫ଟି ରାଶିର ଭାଗ୍ୟ

ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ । ମଙ୍ଗଳ ଗ୍ରହଙ୍କୁ ମେଷ ଓ ବିଛା ରାଶିର ଅଧିପତି ବୋଲି କୁହାଯାଏ । ମନୁଷ୍ୟର ଜୀବନରେ ଗ୍ରହ ଓ ନକ୍ଷତ୍ରର ଶୁଭ ଅଶୁଭର ପ୍ରଭାବ ପଡିଥାଏ । ବର୍ତ୍ତମାନ ମଙ୍ଗଳ ଗ୍ରହ ସ୍ଥାନ ପାରିବର୍ତ୍ତନ କରୁଛନ୍ତି । ଏହି ମଙ୍ଗଳ ଗ୍ରହର ପ୍ରଭାବ ସବୁ ରାଶି ଉପରେ ମଧ୍ୟ ପଡିବ । ଏହି ମାସରେ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ । ମେଷ ଓ ବିଛା ରାଶିର ଅଧିପତି ବା ସ୍ଵାମୀ ମଙ୍ଗଳ ଗ୍ରହ ଅଟନ୍ତି ।

ଜାତକରେ ମଙ୍ଗଳ ଦୋଷ ଥିଲେ ବିବାହରେ ସମସ୍ୟା ଓ ଦରିଦ୍ରତା ଆଦିର ସବୁ କଷ୍ଟ ଭୋଗ କରିବାକୁ ପଡିଥାଏ । ଏହି ମଙ୍ଗଳ ଗ୍ରହର ରାଶି ପାରିବର୍ତ୍ତନକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହି ମାସରେ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ । ମଙ୍ଗଳ ଗହଙ୍କ ସ୍ଥାନ ପରିବର୍ତ୍ତନ ହେତୁ ଏହି ୫ଟି ରାଶିର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବ । ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଭାଗ୍ୟ ଚମକିବ ।

ମେଷ-

ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ମେଷ ରାଶିର ଅଧିପତି ବା ସ୍ଵାମୀ ମଙ୍ଗଳ ଗ୍ରହ ବୋଲି କୁହାଯାଏ । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ବିଶେଷ ଲାଭପ୍ରଦ ହେବ । ଏହି ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହେବ । ସନ୍ତାନଙ୍କ ପକ୍ଷରୁ ଶୁଭଫଳ ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହେବ । ଋଣ କରଜରୁ ମୁକ୍ତି ପାଇବେ । ଶତୃମାନେ ମଧ୍ୟ ନାଶ ହେବେ ।

ବୃଷ-

ଏହି ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ଭରପୁର ଲାଭ ମିଳିବ । ଘର ଓ ବାହନ ସୁଖରେ ବୃଦ୍ଧି ହେବ । ନିଜର ବୁଦ୍ଧିବଳ ହେତୁ ବ୍ୟକ୍ତିଙ୍କୁ ଲାଭ ପ୍ରାପ୍ତି ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । କିନ୍ତୁ ନିଜର କ୍ରୋଧ ସ୍ଵଭାବକୁ କଣ୍ଟ୍ରୋଲ କରିବାକୁ ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ରହିବ ।

କର୍କଟ-

ଏହି ରାଶିର ବ୍ୟକ୍ତିମାନଙ୍କର ଧନ ପ୍ରାପ୍ତି ହେବ । ଆପଣଙ୍କ ମଧୁର ବଚନ ହେତୁ ବ୍ୟବସାୟରେ ମଧ୍ୟ ପ୍ରଚୁର ଲାଭ ମିଳିବ । ପରିବାରେ ସୁଖ ବୃଦ୍ଧି ହେବ । ସାମାନ୍ୟ ପେଟ ରୋଗର ସମସ୍ୟା ଦେଖାଦେଇପାରେ । ମଧୁର ବଚନ ହେତୁ ଲୋକମାନଙ୍କର ଆକର୍ଷକ ହେବେ ।

ବିଛା-

ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟରେ ଶୁଭଫଳ ପ୍ରାପ୍ତି ହେବ । ବିଛା ରାଶିର ଅଧିପତି ବା ସ୍ଵାମୀ ମଙ୍ଗଳ ଗ୍ରହ ବୋଲି କୁହାଯାଏ । ଧନ ପ୍ରାପ୍ତି ହେବ । ସ୍ଵଭାବ ଆଚରଣରେ ପରିବର୍ତ୍ତନ ହେବ । ନୂତନ ଗୃହ ଓ ବାହନ ସୁଖ ପ୍ରାପ୍ତି ହେବ । ଆପଣଙ୍କୁ ଖର୍ଚ୍ଚ ମଧ୍ୟ କରିବାକୁ ପଡିପାରେ ।

ଧନୁ-

ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟରେ ବୃଦ୍ଧି ହେବ । ଆୟରେ ବୃଦ୍ଧି ହେବ । ଧନ ବୃଦ୍ଧି ହେବ । ଆପଣଙ୍କୁ କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ହେବ । ସବୁ କ୍ଷେତ୍ରରେ ଉନ୍ନତି ହେବ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *