‘ମନେ ପଡ ତୁମେ ଅରିନ୍ଦମ ଭାଇ’ Arindam ଙ୍କ ସ୍ମୃତିରେ ମାର୍କେଟ କୁ ଆସିଲା ନୂଆ ଆଲବମ Song, ଆପଣଙ୍କ ଆଖି ବି ଭିଜିଯିବ, ଥରେ ଶୁଣନ୍ତୁ ଏହି ଗୀତ

ବନ୍ଧୁଗଣ ସ୍ଵର୍ଗତ ଅରିନ୍ଦମ ଦାସଙ୍କ ସ୍ମୃ-ତିରେ ବର୍ତ୍ତମାନ ଏକ ଓଡିଆ ଆଲବମ ଲଞ୍ଚ ହୋଇଛି । ଏହି ଗୀତଟିର ନାମ ହେଉଛି ‘ମନେ ପଡ ଅରିନ୍ଦମ ଭାଇ’ । ଏହି ଗୀତଟିକୁ ମାନସ କୁମାର ବହୁତ ସୁନ୍ଦର ଭାବରେ ଗାଇଛନ୍ତି । ଅରିନ୍ଦମଙ୍କ କର୍ମ ଓ ତାଙ୍କୁ ସମ୍ମାନ ଜଣାଇ ମାନସ କୁମାର ଏହି ଗୀତଟିକୁ ଗାଇଛନ୍ତି । ଏହି ଗୀତଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ମଧ୍ୟ ଏହି ଗୀତଟିକୁ ଦେଖି ଭାବ ବହୁଳ ହୋଇଯାଉଛନ୍ତି ।

ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-ର ଦୁଃଖ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଓଡିଶା ବାସୀ ଭୁଲି ନାହାନ୍ତି । ଅରିନ୍ଦମ ଓଟିଭିର ଚିଫ ରିପୋର୍ଟର ଥିଲେ ନିଜ କର୍ମ ଓ ଦାଇତ୍ଵକୁ ସେ ସବୁବେଳେ ଗୁରୁତ୍ଵ ଦେଉଥିଲେ । ବାତ୍ୟା ହେଉ ବା ବନ୍ୟା ସେ ନ୍ୟୁଜ ସଂଗ୍ରହ କରିବା ପାଇଁ ସବୁବେଳେ ନିଜ ଜୀବନକୁ ବା-ଜି-ରେ ପକାଉ ଥିଲେ । ହେଲେ ବନ୍ଧୁଗଣ ଅ-ପ-ରେ-ସ-ନ ଗଜରାଜ ତାଙ୍କ ପାଇଁ କା-ଳ ହୋଇଗଲା ।

ଅ-ପ-ରେ-ସ-ନ ଗଜରାଜରେ ସେ ଏକ ଓଡ୍ରାଫ ଟିମ ସହ ହାତୀକୁ ହୁଡାଇବା ପାଇଁ ମହାନଦୀ ଭିତରକୁ ଯାଇଥିଲେ । ହଠାତ ଜଳ ସ୍ରୋତ ବ-ଢି-ଯିବାରୁ ବୋଟଟି ଓ-ଲୋ-ଟି ଯାଇଥିଲା ଓ ଅରିନ୍ଦମ ନିଜ ଶେ-ଷ- ନି-ଶ୍ଵା-ସ ପା-ଣି-ରେ ତ୍ୟା-ଗ କରିଥିଲେ । ସେହି ଦୁ-ର୍ଘ-ଟ-ଣା-ର କିଛି ଦୃଶ୍ୟ ଏହି ଆଲବମ ଭିଡିଓରେ ଅଛି ଯାହାକୁ ଦେଖିଲେ ଆପଣ ମାନଙ୍କର ଆଖି ଭରିଯିବ । ଅରିନ୍ଦମଙ୍କ ନି-ଧ-ନ-କୁ ମାତ୍ର କିଛି ଦିନ ହୋଇଛି ଓ ତାଙ୍କର ଅ-କା-ଳ ବି-ୟୋ-ଗ-ରେ ତାଙ୍କ ସଂସାର ଭା-ସି ଯାଇଛି ।

https://www.youtube.com/watch?v=8nTmBN9MVJw

ବାପା ମାଙ୍କର ଗୋଟିଏ ପୁଅ ଥିଲେ ଅରିନ୍ଦମ । ସେ ସମସ୍ତଙ୍କୁ ସ୍ନେହ ଓ ଭଲ ପାଇବା ଦେଉଥିଲେ । ତାଙ୍କର ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ବର୍ତ୍ତମାନ ତାଙ୍କର ସ୍ମୃ-ତିରେ ଏହି ଆଲବମ ଭି-ଡି-ଓ-ରେ ଅ-ପ-ଲୋ-ଡ କରାଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଆଲବମ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *