ସୋସିଆଲ ମିଡିଆରେ ମୃତ Arindam ଙ୍କ ମୃତ୍ୟୁ ର ମଜାକ ଉଡେଇବା ପଡିଲା ମହଙ୍ଗା, Ollywood ଅଭିନେତା Swaraj Barik କଲେ କିଛି ଏମିତି କାମ

ନମସ୍କାର ବନ୍ଧୁଗଣ ଗତ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ବିଷୟରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ କି ମୁଣ୍ଡୁଳି ପାଖରେ ଫ-ସି-ଯାଇଥିବା ହାତୀ କୁ ଉଦ୍ଧାର କରୁଥିବା ସମୟରେ ଦୁ-ର୍ଘ-ଟ-ଣା ର ଶି-କା-ର ହୋଇ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ର ଅ-କା-ଳ ବି-ୟୋ-ଗ ଘ-ଟି-ଥି-ଲା । ତେବେ ଏହି ଘଟଣା ଟି ଓଡ଼ିଆ ଏବଂ ଓଡ଼ିଶା ର ଗଣମାଧ୍ୟମ ରେ ଶୋ-କା-କୁ-ଳ ପରିବେଶ ସ୍ଥାପନ କରିଛି ।

ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ ।

ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ହସିବ ଓଡିଶା ନାମକ ଏକ ମିମ ପେଜ ରେ ଅରିନ୍ଦମ ଙ୍କ ନାମ ରେ ବହୁତ ମ-ଜା-କ ଉଡାଯାଉଛି । ସେଥିରେ ତାଙ୍କୁ କମେଣ୍ଟ ମ-ରା-ଯା-ଇ ଟି-ଆର-ପି ପାଇଁ ମୃ-ତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ଦେହ ରେ ମାଂ-ସ ନାହିଁ କିନ୍ତୁ ହାତୀ କୁ ବଂଚାଇବା ପାଇଁ ଯାଇଥିଲେ ଏହି ଭଳି ଭାବରେ ଅରିନ୍ଦମ ଙ୍କ ର ମ-ଜା-କ ଉଡାଉଛନ୍ତି । ତେବେ ଏହି ସବୁ ଉପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଅଭିନେତା ସ୍ୱରାଜ ।

ତେବେ ସେ କହିଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଜଣେ ମୃ-ତ ବ୍ୟକ୍ତି ଙ୍କ ନାମ ରେ ଏଭଳି କାର୍ଯ୍ୟ ବହୁତ ନି-ନ୍ଦ-ନୀ-ୟ ଏବଂ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ଙ୍କ ଉପରେ କଡା ପଦକ୍ଷେପ ନେବା କଥା । ତେବେ ଏହି ହସିବ ଓଡିଶା ପେଜ ଶିବ ଶଙ୍କର ଶିବୁ ନାମକ ଜଣେ ବ୍ୟକ୍ତି ଏହି ପେଜ କୁ ଚଳାଉଛନ୍ତି । ସେ ନିଜକୁ ବାଲେଶ୍ଵର ବାସିନ୍ଦା ବୋଲି ମଧ୍ୟ କହୁଛନ୍ତି । ତେବେ ସେ ଏକ ଗୋଆ ର ହୋଟେଲ କାମ କରୁଛନ୍ତି ବୋଲି କହିଛନ୍ତି । ତେବେ ମୃ-ତ ଅରିନ୍ଦମ ଙ୍କ ନାମ ରେ ଏଭଳି ଆ-ପତ୍ତି-ଜ-ନ-କ ପୋ-ଷ୍ଟ କରିଥିବାରୁ ଅଭିନେତା ସ୍ୱରାଜ ଏହାର କ-ଡା ନି-ନ୍ଦା ଏବଂ ଏହା ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *