ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।
ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- ଛାତି ରେ କଫ ଜମା ହୋଇଥିଲେ କଣ ଖାଇଲେ ଜଲ୍ଦି ବାହାରି ଯାଇଥାଏ ?
ଉତ୍ତର- ଗୁଡ ।
2- କେଉଁ ଜୀବ ପୁରୁଷ ରୁ ସ୍ତ୍ରୀ ରେ ପରିବର୍ତ୍ତନ ହୋଇପାରେ ?
ଉତ୍ତର- ଅକ୍ଟୋପସ ।
3- ପୁରୀ ମନ୍ଦିର ବର୍ଷ କୁ ପ୍ରାତଃ କେତେ ଟଙ୍କା ଇନକମ କରିଥାଏ ?
ଉତ୍ତର- 237 କୋଟି ଟଙ୍କା ।
4- ଏମିତି କେଉଁ କାମ ମଣିଷ ମଲା ପରେ ବି କରିପାରିବ ?
ଉତ୍ତର- ଅଙ୍ଗ ଦାନ ।
5- ପୃଥିବୀ ଗ୍ରହ ବ୍ୟତିତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ଅଟେ ?
ଉତ୍ତର- ମଙ୍ଗଳ ଗ୍ରହ ।
6- ପୋଙ୍ଗଲ କେଉଁ ରାଜ୍ଯର ପ୍ରମୁଖ ପର୍ବ ଅଟେ ?
ଉତ୍ତର- ତାମିଲନାଡୁ ।
7- କେଉଁ ପକ୍ଷୀ ନିଜ ଶିଶୁ କୁ ନିଜ କ୍ଷୀର ଖୁଆଇଥାଏ ?
ଉତ୍ତର- ବାଦୁଡି ।
8- ପ୍ରଥମ ମୋବାଇଲ ଫୋନ କେବେ ତିଆରି ହୋଇଥିଲା ?
ଉତ୍ତର- 1973 ।
9- କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ପଶୁ ଅଛି ଯିଏ ଜିଭ ବାହାରେ କରିପାରେ ନାହିଁ ?
ଉତ୍ତର- କୁମ୍ଭୀର ।
10- ରାଣୀ ଲକ୍ଷ୍ମୀବାଇ ଙ୍କର ଜନ୍ମ କେଉଁ ଠାରେ ହୋଇଥିଲା ?
ଉତ୍ତର- ବାରଣାସୀ ।
11- ମନୁଷ୍ୟର କେଉଁ ଜାଗାରେ ସବୁବେଳେ ଜୀବାଣୁ ରହିଥାଏ ?
ଉତ୍ତର- ନଖ ମୂଳରେ ।
12- ଗାଈ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର- ନେପାଳ ।
13- କେଉଁ ଦେଶର ଲୋକ ମାନେ ଭାରତକୁ ଆସି ପାରିବେନି ?
ଉତ୍ତର- ଉତ୍ତର କୋରିଆ ।
14- ଦୁନିଆରେ ପ୍ରଥମେ କୁକୁଡା ନା ଅଣ୍ଡା ଆସିଥିଲା ?
ଉତ୍ତର- କୁକୁଡା ।
15- କେଉଁ ଦେଶରେ ନାଲି ରଙ୍ଗର ଗାଈ ରଖିବା ଦ୍ଵାରା ଜୋରିମାନା ରଖିବାକୁ ପଡିଥାଏ ?
ଉତ୍ତର- ଚୀନ ।
16- ମାଣ୍ଡିଆ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୁଏ ?
ଉତ୍ତର- ମଧୁମେହ, ହୃଦ ରୋଗ ଓ କର୍କଟ ରୋଗ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।