ପବିତ୍ର ମକର ସଙ୍କ୍ରାନ୍ତିରେ ଘରର ଏହି ଜାଗାରେ ରଖି ଦିଅନ୍ତୁ କଉଡି, ଏତେ ଧନ ଆସିବ କି ସମ୍ଭାଳି ପାରିବେନି- Ajira Anuchinta

ବନ୍ଧୁଗଣ ଶୁଭ ମକର ସଙ୍କ୍ରାନ୍ତି ପର୍ବ ଜାନୁୟାରୀ ମାସ ୧୪ ତାରିଖ ଦିନ ପାଳନ ହେବାକୁ ଯାଉଛି । ବନ୍ଧୁଗଣ ଏହି ଦିନ କିଛି ବିଶେଷ ଉପାୟ କରାଯାଇଥାଏ, ଯାହାଫଳରେ ଧନ, ସମ୍ପତ୍ତି ଓ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ମିଳିପାରେ । ବନ୍ଧୁଗଣ ଏମିତି କିଛି ଜିନିଷ ରହିଛି ଯାହାକୁ ମକର ସଙ୍କ୍ରାନ୍ତି ଦିନ ଘରକୁ ଆଣିବା ଦ୍ଵାରା ଓ କିଛି ଶୁଭ କାର୍ଯ୍ୟ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ମକର ସଙ୍କ୍ରାନ୍ତି ଦିନ ଘରକୁ ଆଣିବା ଉଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମକର ସଙ୍କ୍ରାନ୍ତିର ଶୁଭ ଦିନରେ ଆପଣ ୧୪ଟି ସ୍ଵଚ କଉଡି ନେଇ ଆସନ୍ତୁ ଓ ଏହାକୁ କେଶର ମିଶ୍ରିତ କ୍ଷୀରରେ ବୁଡାଇ ରଖନ୍ତୁ, ଏହାପରେ ଏହି କଉଡିକୁ ଗଙ୍ଗା ଜଳରେ ଧୋଇ ଏକ ପାତ୍ରରେ ନେଇ ନିଜ ପୂଜା ସ୍ଥାନରେ ରଖିଦିଅନ୍ତୁ ।

ଏହା ପରେ ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କର ସମ୍ମୁଖରେ ଏକ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ଓ ଏକ ରାଶି ତେଲର ଦୀପ ଲଗାନ୍ତୁ । ରାଶି ତେଲର ଦୀପକୁ ଆପଣ ଲକ୍ଷ୍ମୀଙ୍କର ବାମ ପାର୍ଶ୍ଵରେ ରଖନ୍ତୁ ଓ ଘିଅ ଦୀପକୁ ଲକ୍ଷ୍ମୀଙ୍କର ଡାହାଣ ପଟେ ରଖନ୍ତୁ । ଏହା ପରେ ବନ୍ଧୁଗଣ ସୂର୍ଯ୍ୟ ଦେବତାଙ୍କର ପୂଜା ଅର୍ଚନା କରନ୍ତୁ ।

ଦାନ କରିବା ପାଇଁ ଥିବା ସାମଗ୍ରୀକୁ ଏକତ୍ରିତ କରି ରଖନ୍ତୁ । ଏହାପରେ ବନ୍ଧୁଗଣ ଦିନ ୧୨ଟା ପରେ ପୂଜା ହୋଇଥିବା କଉଡିକୁ ଘରର ଶୁଦ୍ଧ ଓ ଉନ୍ନତିକର ସ୍ଥାନରେ ରଖିଦିଅନ୍ତୁ । ଯେପରିକି ପର୍ସ, ଆଲମୀରା, ଠାକୁର ଘରେ କିମ୍ବା ରୋଷେଇ ଘରେ ରଖିପାରିବେ । ଏହାପରେ ବନ୍ଧୁଗଣ ଦୀପ ଅଦଳବଦଳ କରନ୍ତୁ, ଅର୍ଥାତ ଡାହାଣ ପଟ ଦୀପକୁ ବାମ ପାତକୁ ନିଅନ୍ତୁ ଓ ବାମ ପଟର ଦୀପକୁ ଡାହାଣ ପଟକୁ ନିଅନ୍ତୁ ।

ତେଲ ଓ ଘିଅ ଯଦି ଶେଷ ହୋଇଥିବ ତେବେ ପୁଣି ଏହାକୁ ଭରି ଦିଅନ୍ତୁ । ଏହାପରେ ବନ୍ଧୁଗଣ ସନ୍ଧ୍ୟା ସମୟରେ ଆପଣ ରାଶି ତେଲର ଦୀପକୁ ଘରର ଅଗଣାରେ ଓ ଘିଅ ଦୀପକୁ ମା ବୃନ୍ଦାବତୀଙ୍କ ନିକଟରେ ରଖିଦିଅନ୍ତୁ । ବନ୍ଧୁଗଣ ଏହି ସବୁ ଉପାୟ ପବିତ୍ର ମକର ସଙ୍କ୍ରାନ୍ତି ଦିନ କରିବା ଦ୍ଵାରା ଘରେ ସୁଖ  ସମୃଦ୍ଧି ଆସିବା ସହିତ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିବ ଯାହା ଫଳରେ ଆପଣ ପ୍ରଚୁର ଧନଲାଭ କରିବେ । ବନ୍ଧୁଗଣ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ ଓ ଆପଣଙ୍କ ଆଗାମୀ ଜୀବନ ସୁଖମୟ ରହିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *