ଏବେ ବହୁତ ସ୍ମାର୍ଟ ଆଉ ହ୍ୟାଣ୍ଡସମ ହେଇ ଯାଇଛନ୍ତି Bobby Deol ଙ୍କ 2 ପୁଅ, ବଡ ପୁଅ Bollywood ରେ ଜଲ୍ଦି କରିବାକୁ ଯାଉଛି ଡେବ୍ୟୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ବବି ଦେଓଲ । ଆପଣ ମାନେ ସମସ୍ତେ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ବବି ଦେଓଲଙ୍କୁ ନିଶ୍ଚୟ ଦେଖିଥିବେ ।

ବବି ନିଜର ଅଭିନୟ ଓ ନିଜ ଷ୍ଟାଇଲ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ବବିଙ୍କର ଦୁଇ ପୁଅଙ୍କୁ ଦେଖିଛନ୍ତି । ଆଜିଆମେ ଆପଣ ମାନଙ୍କୁ ବବି ଦେଓଲଙ୍କର ଦୁଇ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ବବିଙ୍କ ଜନ୍ମ ୨୭ ଜାନୁୟାରୀ ୧୯୬୭ ମସିହାରେ ଅଭିନେତା ଧର୍ମେନ୍ଦ୍ରଙ୍କ ଘରେ ହୋଇଥିଲା । ବବିଙ୍କ ମାଙ୍କର ନାମ ହେଉଛି ପ୍ରକାଶ କୌର । ବବିଙ୍କ ସାବତ ମା ହେମା ମାଳିନୀ ମଧ୍ୟ ବଲିଉଡର ଦିଗଜ ଅଭିନେତ୍ରୀ ଅଟନ୍ତି । ବବି ଦେଓଲ ନିଜ ଫିଲ୍ମ କାରିୟରର ଆରମ୍ଭ ଫିଲ୍ମ ‘ଧର୍ମବିର’ରେ ଶିଶୁ କଳାକାର ରୂପେ କରିଥିଲେ ।

ସେ ନିଜ ବଲିଉଡ କାରିୟରର ଡେବ୍ୟୁ ‘ବରସାତ’ ଫିଲ୍ମ ରୁ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା । ଏହି ଫିଲ୍ମ ପରେ ସେ ‘ହମରାଜ, ବିଛୁ, ଅଜନାବି ଓ ଦୋସ୍ତାନା’ ଆଦି ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ତାଙ୍କୁ ବଲିଉଡରେ ସେହି ସଫଳତା ମିଳିନଥିଲା ଯେଉଁ ସଫଳତା ତାଙ୍କ ପିତା ଓ ତାଙ୍କ ଭାଇକୁ ମିଳିଛି ।

ବବି ଦେଓଲ ତାନିଆ ଆହୁଯାଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛି । ବବିଙ୍କ ବଡ ପୁଅର ନାମ ହେଉଛି ଆରିୟମାନ ଦେଓଲ ଓ ତାଙ୍କ ସାନ ପୁଅର ନାମ ହେଉଛି ଧରମ ଦେଓଲ । ବନ୍ଧୁଗଣ ବବିଙ୍କର ଦୁଇ ପୁଅ ବହୁତ ହ୍ୟାଣ୍ଡସମ ଓ ଆକର୍ଷିତ ନଜର ଆସନ୍ତି  ।

ବବିଙ୍କ ଭାଇ ସନି ଦେଓଲଙ୍କ ପୁଅ କରନ ଦେଓଲ ଫିଲ୍ମ ‘ପଲ ପଲ ଦିଲ କେ ପାସ’ରୁ ନିଜର ବଲିଉଡ ଡେବ୍ୟୁ କରିସାରିଛନ୍ତି । ବନ୍ଧୁଗଣ ଖବର ମିଳିଛି ଯେ ବବିଙ୍କ ବଡ ପୁଅ ଆରିୟାନ ଦେଓଲ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ବବିଙ୍କର ଦୁଇ ପୁଅ ଭଲ ଲାଗିଥିବେ ତା ହେଲେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *