Jyotish Shastra- ସରିଲା ସବୁ ଦୁଃଖର ଦିନ, ମକର ସଙ୍କ୍ରାନ୍ତି ପର ଠାରୁ ଭୋଳାବାବାଙ୍କ କୃପାରୁ ସୁନା ଠାରୁ ବି ଅଧିକ ଚମକିବ ଏହି 2 ଟି ରାଶିର ଭାଗ୍ୟ, ଭିକାରି ବି ହେଇଯିବ କୋଟିପତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହି ଅଛି।ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଆମେ ଆମର ଆଗତ ଭବିଷ୍ୟତ ସମ୍ପର୍କରେ ଜାଣି ପାରିଥାଉ।ଜ୍ୟୋତିଷ ଶାସ୍ତ୍ର ଆମର ରାଶି ସହିତ ଜଡିତ ହୋଇ ରହିଥାଏ।ଯେତେ ବେଳେ ଜଣେ ମନୁଷ୍ୟ ଜନ୍ମ ନିଏ ସେତେବେଳେ ତାର ଜନ୍ମ ତିଥି, ନକ୍ଷେତ୍ର,ମାସ ଓ ସମୟ କୁ ନେଇ ତାର ରାଶି ସ୍ଥିର କରା ଯାଇଥାଏ।ଶାସ୍ତ୍ର ଅନୁସାରେ ରାଶି ମାନଙ୍କର ଏପରି କିଛି ଭଲ ସମୟ ଆସିଥାଏ ଯେତେବେଳେ ତାଙ୍କର ସମ୍ପୂର୍ଣ୍ଣ ଭାଗ୍ୟ ବଦଳି ଯାଇଥାଏ।କିନ୍ତୁ ଏହି ପରି ସମୟ ଖୁବ କମ ଓ ଅଧିକ ସମୟ ବ୍ୟବଧାନ ରେ ଆସିଥାଏ।ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ ଟି କଥା ସତ ବୋଲି ଭଗବାନ ଶିବ କହିଛନ୍ତି।ଏହା ବ୍ୟତୀତ ଏହା ସମସ୍ତ ଦିଗ ରୁ ପ୍ରମାଣିତ ମଧ୍ୟ ହୋଇଛି।

ବନ୍ଧୁଗଣ ଆପଣ ଜାଣି ଖୁସି ହେବେ ଯେ ଦୀର୍ଘ ସମୟ ବ୍ୟବଧାନ ରେ ଏପରି ଏକ ସମୟ ଆସିଛି ଯାହା ଦ୍ୱାରା କେତେକ ରାଶି ବହୁତ ଲାଭବାନ ହେବେ।ତାଙ୍କ ଉପରେ ଧନ ର ବର୍ଷା ହେବ।ଏହି କେତୋଟି ରାଶି ଉପରେ ଭଗବାନ ଶିବ ବହୁତ ସନ୍ତୁଷ୍ଟ ହୋଇଛନ୍ତି।ଦୀର୍ଘ ୫୦୦ ବର୍ଷ ପରେ ଏହି ପରି ସମୟ ଆସିଛି।ଏବଂ ଏହା ମକର ସଂକ୍ରାନ୍ତି ରେ ହିଁ ହେବାକୁ ଯାଉଛି।ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ରାଶି ବିଷୟରେ କହିବୁ ଯେଉଁ ମାନଙ୍କ ର ଭାଗ୍ୟ ଆସନ୍ତା ମକର ସଂକ୍ରାନ୍ତି ପରଠୁ ବହୁତ ଭଲ ହେବାକୁ ଯାଉଛି।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ରାଶି ମାନଙ୍କ ବିଷୟ ରେ।

ବନ୍ଧୁଗଣ ଆଜି ଆମେ ଯେଉଁ ରାଶି ମାନଙ୍କ ବିଷୟ ରେ କହିବାକୁ ଯାଉଛୁ ସେହି ରାଶି ଗୁଡିକ ଙ୍କର ମକର ସଂକ୍ରାନ୍ତି ରେ ଏକ ପ୍ରକାର ଭଲ ସମୟ ଆସିବାକୁ ଯାଉଛି।ଯାହା ଦ୍ୱାରା ସେମାନେ ବହୁତ ଧନ ପ୍ରାପ୍ତି କରିବେ ଓ ସୁଖ ଶାନ୍ତି ରେ ଜୀବନ ଯାପନ କରିବେ।ଏହି ରାଶି ଉପରେ ଭଗବାନ ଶିବ ବହୁତ ସନ୍ତୁଷ୍ଟ ଅଛନ୍ତି।ଏହି ରାଶି ର ବ୍ୟକ୍ତି ମାନେ ଯଦି କୌଣସି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଅବଶ୍ୟ ଏହାକୁ ଆଗ୍ରହ ର ସହିତ କରନ୍ତୁ କାହାର ବି କଥା ଶୁଣନ୍ତୁ ନାହିଁ।

 

ଭଗବାନ ଶିବ ଙ୍କର ନାମ ନେଇ ଆପଣ ସବୁ କାର୍ଯ୍ୟ ଆରମ୍ଭ କରନ୍ତୁ ଆପଣ ନିଶ୍ଚୟ ସଫଳ ହେବେ।କୌଣସି ବ୍ୟକ୍ତି ଙ୍କର କଥା ଶୁଣନ୍ତୁ ନାହିଁ ନିଜ ମନ ରେ ଯେଉଁ କାର୍ଯ୍ୟ ବିଷୟରେ କଳ୍ପନା କରିଛନ୍ତି ତାକୁ କାର୍ଯ୍ୟକାରୀ କରନ୍ତୁ ଆପଣ ସେଥିରେ ନିଶ୍ଚୟ ସଫଳ ହେବେ।ଆପଣ ପାରିବାରିକ ଜୀବନ ବହୁତ ସୁଖ ଶାନ୍ତି ରେ କଟିବ।ଆପଣ ପ୍ରଚୁର ଅର୍ଥ ଲାଭ କରିବେ ଓ ଏହି ଅର୍ଥ ଜରିଆ ରେ ଅନେକ ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।ଭଗବାନ ଶିବ ଆପଣଙ୍କୁ ସବୁବେଳେ ସାହା ହୋଇ ରହିବେ।

ବନ୍ଧୁଗଣ ଆପଣଙ୍କର ବିଗତ ଦିନ ର ଦୁଃଖ ସମୟର ଏହି ଠାରେ ହିଁ ଅନ୍ତ ଘଟିଛି।ଆପଣ ବର୍ତ୍ତମାନ ସମୟ ରେ ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢି ଚାଲିବେ।ଆପଣଙ୍କ ଭାଗ୍ୟ ରେ ବର୍ତ୍ତମାନ କେବଳ ଖୁଶି ହିଁ ଲେଖା ହୋଇଛି।ବିଦ୍ୟର୍ଥୀ ମାନଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ଅଟେ ।ଛାତ୍ର ଛାତ୍ରୀ ମାନେ ସମସ୍ତ ପରୀକ୍ଷା ରେ କୃତକାର୍ଯ୍ୟ ହେବେ।

ଯଦି ଆପଣ ଙ୍କର ପ୍ରେମ ଜୀବନ ସମ୍ପର୍କରେ ଆଲୋଚନା କରିବା ତାହେଲେ ଏହି ସମୟ ଟି ପ୍ରେମ ପାଇଁ ଏକ ବହୁତ ଭଲ ସମୟ ଅଟେ।ଏହି ସମୟ ରେ ଯଦି ଆପଣ କୌଣସି ଲୋକ କୁ ନିଜ ମନରୁ ଚାହୁଁଛନ୍ତି ତେବେ ଶୀଘ୍ର ତାଙ୍କ ଆଗରେ ପ୍ରକାଶ କରି ଦିଅନ୍ତୁ।ଆପଣ ଏଥିରେ ମଧ୍ୟ ସଫଳତା ଲାଭ କରିବେ।ଯଦି କୌଣସି କାରଣ ରୁ ଆପଣଙ୍କ ବିବାହ ଠିକ ହୋଇ ପାରୁନାହିଁ ତେବେ ଚିନ୍ତା କରନ୍ତୁ ନାହିଁ ଏହି ସମୟ ରେ ନିଶ୍ଚୟ ବିବାହ ପାଇଁ ପ୍ରସ୍ତାବ ଆସିବ।

ତେବେ ବନ୍ଧୁଗଣ ଏହି ମକର ସଂକ୍ରାନ୍ତି ରେ ଯେଉଁ ରାଶିର ଭାଗ୍ୟ ଚମକିବା କୁ ଯାଉଛି ବା ଆମେ ଯେଉଁ ରାଶି ବିଷୟରେ ଆଲୋଚନା କରୁଛୁ ସେହି ରାଶି ଗୁଡିକ ହେଉଛି-କୁମ୍ଭ ରାଶି ଓ ସିଂହ ରାଶି। ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *