Majadar Jokes- ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା, “ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?” ଭିଣେଇ …

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ ।

କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

Jokes1

ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ବାହାଘର ପୂର୍ବରୁ ମୋ ଫିଗର ପୁରା କୋକୋକୋଲା ବୋତଲ ପରି ଥିଲା

ସ୍ଵାମୀ- ଆରେ ସେଇଟା ତ ଏବେ ବି ଅଛି,

ପୂର୍ବରୁ ତମ ଫିଗର ୩୦୦ ml ର ଥିଲା ଆଉ ଏବେ ଦେଢ ଲିଟରର ହୋଇଯାଇଛି ।

Jokes 2

ଗୋଟେ ବୁଢା ଛୁଆକୁ ପଚାରିଲା…

ବୁଢା-ପୁଅ କେମିତି ଅଛୁ ?

ଛୁଆ- ଠିକ ଅଛି…

ବୁଢା- ପାଠ ପଢା କେମିତି ଚାଲିଛି ?

ଛୁଆ- ବିଲକୁଲ ମୋ ଜୀବନ ପରିକା ।

ବୁଢା- ମାନେ ?

ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…

Jokes 3

ସାନ୍ତା ଗାଁରେ ବୁଲୁଥିଲା ହଠାତ ଗୋଟେ ଟୋକା ଦଉଡି ଆସି କହିଲା…

ଟୋକା- ଗାଁରେ ବନ୍ୟା ଆସୁଛି, ପାଣି ତମ ଘର ଭିତରକୁ ପସିଲାଣି !!

ସାନ୍ତା ସେହି ଟୋକାକୁ ଗୋଟେ ଚା-ପୁ-ଡା ମା-ରି କହିଲା…

ସାନ୍ତା- ଆବେ ଶଳା କାହିଁକି ମିଛ କହୁଛୁ, ମୁ ତ ଘର ଚାବି ନେଇ ଆସିଛି ପାଣି କେମିତି ପଶିବ ।

Jokes4

ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ?

ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ

ପୁଅ କହିଲା- ତଥାପି Short ରେ କୁହ ନା ?

ପାପା କହିଲେ- ପୁଅ ଥଣ୍ଡା ମୌସମ ଥିଲା ଓ

ସବୁ ମେଡିକାଲ ଷ୍ଟୋର ବନ୍ଦ ଥିଲା

Jokes5

ପତି- ଆଜି କଣ ବନେଇଛ ?

ପତ୍ନୀ- GST

ପତି- କଣ ?

ପତ୍ନୀ- ଗରମ ସେଓ ଟମାଟର ।

କୁନୁ ନିଜ ସୁନ୍ଦର ସ୍ତ୍ରୀ ସହିତ କାରରେ ବସିଥିଲା

ଡ୍ରାଇଭର ଗାଡିର କାଚକୁ ଏମିତି ସେଟ କଲା କି

ଯେମିତି କି କାଚରେ ରାଜୁର ସ୍ତ୍ରୀ ଦେଖାଯିବ

ଏହାକୁ ଦେଖି କୁନୁ ଡ୍ରାଇଭର ଉପରେ ରାଗିଯାଇ କହିଲା

ଆରେ ବଦମାସ ମୋ ସ୍ତ୍ରୀ କୁ ଦେଖୁଛୁ

ପଛ ସିଟକୁ ଆ ମୁଁ ଗାଡି ଚଲାଉଛି……

Jokes6

ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,

“ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?”

ଭିଣେଇ ବହୁତ ସମୟ ଦେଖିବା ପରେ କହିଲା….

“ନା, ଦେଖା ଯାଉନି, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *