ଯଦି କେଉଁଠି ମିଳିଯାଏ ଏହି ଗଛ ତ ଚୁପଚାପ ତୁରନ୍ତ ରଖି ନିଅନ୍ତୁ ନିଜ ପାଖରେ, ବହୁତ ଚମତ୍କାରୀ ଅଟେ ଏହାର ଫୁଲ (skin whitening tips)

ନମସ୍କାର ବନ୍ଧୁଗଣ ଆମ ଶରୀର ରେ ହାତରୁ ଆରମ୍ଭ କରି ଗୋଡ଼ ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ । ଏବଂ ଆମେ ଏହି ତ୍ୱଚା ର ଉପଚାର ପାଇଁ ଅନେକ ପ୍ରକାରର ଔଷଧ ସେବନ କରିଥାଉ । ଏବଂ ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ ।

ମହଙ୍ଗା ଡାକ୍ତର ଙ୍କ ପାଖକୁ ଯାଇଥାଉ କିନ୍ତୁ ତଥାପି ଏହି ତ୍ୱଚା ଜନିତ ସମସ୍ୟା ଦୂର ହୁଏ ନାହିଁ । ଏବଂ ଅନେକ ସମୟରେ ଯେତେ ପର୍ଯ୍ୟନ୍ତ ଆମେ ଔଷଧ ସେବନ କରିଥାଉ ଆମର ତ୍ୱଚା ସମସ୍ୟା ଭଲ ହୋଇ ଯାଏ ଏବଂ ଯେବେ ଔଷଧ ସେବନ ବନ୍ଦ କରିଦେଉ ସେତେବେଳେ ଫୁଣି ଥରେ ଏହି ସମସ୍ୟା ମାନ ଦେଖାଯାଏ । ଏବଂ ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇ ଥାଏ ।

ଅନେକ ସମୟରେ ଆମ ତ୍ୱଚା ରେ ଏଭଳି ସମସ୍ୟା ଦେଖାଯାଏ । ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ତେବେ ଆମ ତ୍ୱଚା ରେ ଯେତେବେଳେ ଗୋଟିଏ ବ୍ରଣ ଆସିଥାଏ ତେବେ କିଛି ପିଲା ଭାବନ୍ତି କି ଯଦି ତାକୁ ଚିପି ଦେବା ତେବେ ସେହା ଭଲ ହୋଇଯିବ ଏବଂ ଆଉ ବ୍ରଣ ହେବ ନାହିଁ କିନ୍ତୁ ଏପରି ହୋଇ ନଥାଏ । ତାଛଡା ଅନେକ ସମସ୍ୟା ମଧ୍ୟ ଦେଖା ଯାଏ ।

ତେବେ ଆଜି ଆମେ ଆପଣଂକୁ ଏକ ଏଭଳି ଫୁଲ ବିଷୟରେ କହିବୁ ଯାହାଦ୍ୱାରା କିମ୍ବା ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା କୋମଳ, ଏବଂ କୌଣସି ଦାଗ କିମ୍ବା ବ୍ରଣ ହେବ ନାହିଁ ଏହାଛଡା ତ୍ୱଚା ଉଜ୍ଜ୍ୱଳ ମଧ୍ୟ ଦେଖାଯିବ । ତେବେ ସେ ଫୁଲ ର ନାମ ହେଉଛି ନୋବଚି ଫୁଲ । ତେବେ ଏହା ତ୍ୱଚା କୁ ଉଜ୍ଜ୍ୱଳ କରିବା ସହିତ ଏହାର ବ୍ୟବହାର ଦ୍ୱାରା ଆମର କେଶ ଘନ କଳା ଏବଂ ଉପୁଡିବା ମଧ୍ୟ ବନ୍ଦ ହୋଇ ଯିବ । ତେବେ ଆସନ୍ତୁ ଏହାର କିପରି ବ୍ୟବହାର କରାଯିବା ସେ ସମ୍ପର୍କରେ ଆଲୋଚନା କରି ନେବା ।

ପ୍ରଥମ ଉପାୟ ଟି ହେଉଛି ଚେହେରା ପାଇଁ କିପରି ଉଜ୍ଜ୍ୱଳ ଏବଂ ସଫା ରଖିବା । ତେବେ ପ୍ରଥମେ ଆପଣ ତିନୋଟି ନୋବଚି ଫୁଲ କୁ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ବାଟି ଦିଅନ୍ତୁ ଏବଂ ସେହି ପେଷ୍ଟ ରେ ମହୁ ମିଶାଇ ଦିଅନ୍ତୁ । ଏହି ପେଷ୍ଟ କୁ ଆପଣ ରାତିରେ ଲଗାନ୍ତୁ ଏବଂ ତିନି ରୁ ଚାରି ଘଂଟା ପରେ ଆପଣ ତାକୁ ଧୋଇ ଦିଅନ୍ତୁ ମନେ ରଖିବେ ରାତି ରେ ହିଁ କରିବେ ତେବେ କିଛିଦିନ ଏପରି କରିବା ଦ୍ୱାରା ଆପଣ ନିଜେ ଏହାର ଫଳ ଜାଣି ପାରିବେ । ଆପଣଙ୍କ ତ୍ୱଚା ଏକଦମ କୋମଳ ଏବଂ ସଫା ହୋଇଯିବ ।

ତେବେ ବର୍ତ୍ତମାନ ଦ୍ଵିତୀୟ ଉପାୟ ବିଷୟରେ ଜାଣିନେବା ଯାହାକି କେଶ ପାଇଁ କେଶ କୁ କଳା ଏବଂ ମଜବୁତ କରିବା ପାଇଁ । ପ୍ରଥମେ ଆପଣ ଏହି ନୋବଚି ଫୁଲ ଗଛ ର ପତ୍ର କୁ ନିଅନ୍ତୁ ଏବଂ ତାକୁ ମଧ୍ୟ ବହୁତ ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ ଏବଂ ସେହି ପେଷ୍ଟ ଯେପରି ଦୁଇ ଚାମଚ ହେଉଥିବ ଏବଂ ସେଥିରେ ଗୋଟିଏ ଚାମଚ ବାଦାମ ତେଲ ପକାଇ ଦିଅନ୍ତୁ । ଏହା ପରେ ଭଲ ଭାବରେ ନିଜର ମୁଣ୍ଡ କୁ ମାଲିସ କରନ୍ତୁ ଏବଂ ଭଲ ଭାବରେ ଲଗାଇବା ପରେ ଏକ ଘଂଟା ପରେ ଧୋଇ ଦିଅନ୍ତୁ ଏହା ଦ୍ୱାରା କେଶ କଳା ଘନ ଏବଂ ମଜବୁତ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *