Majadar Jokes: ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଟିବାକୁ ଲାଗିଲା ଓ କହିଲା ମୁଁ ତତେ ଏଥିପାଇଁ ମାରୁନାହିଁ କି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।

ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥି ପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Joke-1

ପାଗଳଖାନାରେ ଏକ ଡାକ୍ତର ବୁଲି ବୁଲି ରୋଗୀଙ୍କୁ ଦେଖୁଥିଲା…

ଗୋଟିଏ ରୋଗୀ ପାଖରେ ସେ ପହଞ୍ଚିଲା,

ତ ସେହି ରୋଗୀ କହିଲା-

ଡକ୍ଟର ସାହାବ ଆପଣ ପୂର୍ବ ଡାକ୍ତରଙ୍କ ଠାରୁ ବହୁତ ଭଲ …

ଡାକ୍ତର ରୋଗୀ କଥା ଶୁଣି ଖୁସି ହେଲା-

କେମିତି ଲାଗିଲା କି ମୁଁ ଭଲ ବୋଲି…?

ରୋଗୀଟି ଉତ୍ସାହିତ ହୋଇ କହିଲା-

ଆପଣ ଆମ ସମସ୍ତଙ୍କ ପରି ହିଁ ଲାଗୁଛନ୍ତି …!!!

Jokes 2

ପତ୍ନୀ ଭୟରେ ପତିକୁ ଫୋନ କରି କହିଲା…

ପତ୍ନୀ- କେଉଁଠି ଅଛ ତମେ ?

ପତି- ଅଫିସରେ ଅଛି, କଣ ହେଲା ।

ପତ୍ନୀ-କିଛି ନାହି ମୋ ଭଉଣୀ ଫେରାର ହୋଇଯାଇଛି ଜଣଙ୍କ ସହ, ସେଥିପାଇଁ ପଚାରିଲି ।

jokes 3

ସ୍ଵାମୀ ସନ୍ଧ୍ୟାରେ ନିଜ କାମ ସାରି ଘରକୁ ଫେରିବା ମାତ୍ରେ ସେ ନିଜ ସ୍ତ୍ରୀର ଆଖିକୁ ନିଜ ହାତରେ ଲୁଚାଇ ଦେଲା ।

ସ୍ତ୍ରୀ(ପ୍ରେମରେ ଡାକିଲା)- ରାଜୁ

ସ୍ଵାମୀ(ରାଗିକି )- ରାଜୁ ନୁହେଁ ମୁଁ ।

ସେହି ସମୟରେ ସ୍ତ୍ରୀ ନିଜ କଥା ବୁଲେଇ ଦେଇ କହିଲା

ସ୍ତ୍ରୀ- sorry, ମୁଁ କହୁଥିଲି ରାଜୁ ପାଣି ନେଇ ଆସ, ସାହେବ ଆସିଲେ ।

jokes 4

ପୁଅ- ବାପା ତମେ କହୁଥିଲ ନା ଚୁପ ଚାପ ରେ ଏମିତି ପରିଶ୍ରମ କର ଯେ

ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବାପା- ହଁ ପୁଅ

ପୁଅ- ବାପା ମୋ ଗର୍ଲଫ୍ରେଣ୍ଡର ପୁଅ ହେଇଛି

Joke-5

ସ୍ତ୍ରୀ ସ୍ଵାମିକୁ – ଶୁଣ ନା….ସେହି ଲୋକ ଯିଏ ଦାରୁ ପିଇ କି ନାଚୁଛି ନା…

ମୁଁ ତାକୁ ୧୦ ବର୍ଷ ପୂର୍ବରୁ ରିଜେକ୍ଟ କରି ଦେଇଥିଲି

ସ୍ଵାମୀ- ସେଥିପାଇଁ, ସେ ଏ ପର୍ଯ୍ୟନ୍ତ ବି ସେଲିବ୍ରେଟ କରୁଛି

Joke-6

ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପି-ଟି-ବାକୁ ଲାଗିଲା ଏବଂ କହିଲା

ମାଆ- ମୁଁ ତତେ ଏଥିପାଇଁ ମା-ରୁ-ନାହିଁ କି ତୁ ପ୍ରେଗନେଣ୍ଟ ହେଇଗଲୁ.. ମୁଁ ଏଥିପାଇଁ ମା-ରୁ-ଛି କି ତୁ…

ଆଜି ପୁଣି ମ-ଦ ପିଇ କି ଆସି ନିଜକୁ ଝିଅ ବୋଲି ଭାବୁଛୁ ଚିଣ୍ଟୁ !

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *